• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Corona
ବିଶ୍ୱରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେବଳ ଭାରତର ନାଗରିକ !

କରୋନା ଭାରତରେ ଉଗ୍ର ରୂପ ନେଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି।

coronavirus in odisha
ଏହି ସ୍ଥାନରେ ଦିନକୁ ୫୫ ହଜାର ଲୋକେ ହେଉଛି ସଂକ୍ରମଣ

ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍। ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି। ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା।

Suresh-Mahapatra
"ମୋବାଇଲକୁ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ"

ମୋବାଇଲ୍ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ

lockdown-1
ଆଜି ଲକଡାଉନ୍‌ର ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ

coronavirus
ଆଜି ରାଜ୍ୟରୁ ସର୍ବାଧିକ ଲୋକଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୧୭ ଜଣଙ୍କ ପ୍ରାଣ ନେଇ ମହାମାରୀ। କହିବାକୁ ଗଲେ ରାଜ୍ୟରେ ପୁଣି କରୋନା ଉପରମୁହାଁ ହୋଇଛି।

corona
୨୪ ଘଂଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

migrant
କରୋନା ପକାଇଲା କମ୍ପାନୀରେ ତାଲା: ଘରମୁହାଁ ହେଲେ ପ୍ରବାସୀ

ସୁରତରେ କରୋନା ସ୍ଥିତି ଅଣାୟତ୍ତ ପରେ ଘର ମୁହାଁ ପ୍ରବାସୀ ଓଡ଼ିଆ। ସୁରତରେ ଗଲା କିଛି ଦିନ ଧରି ସଂକ୍ରମଣର ସଂଖ୍ୟା ବୃଦ୍ଧି ଏବଂ କଳ କାରଖାନା ବନ୍ଦ ପରେ ଗଞ୍ଜାମ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି ଶହ ଶହ ସଂଖ୍ୟାରେ ଶ୍ରମିକ

rice mandi
ଆରମ୍ଭ ହେଲା ରବି ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ରବିଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା। ଓ଼ଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ଗୋଡ଼ଭଗା ମାର୍କେଟ ୟାର୍ଡରେ କୋଭିଡ୍ କଟକଣା ଭିତରେ ଧାନ ସଂଗ୍ରହ…

corona
ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର

କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ

corona
ବଙ୍ଗ ପରେ ଏବେ ଟେନ୍‌ସନ୍‌ ଦେଲା ଆନ୍ଧ୍ର, ସୀମାରେ ହେଉଛି ଜୋରଦାର ଚେକିଂ

ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର। ପ୍ରବାସୀ ଓଡ଼ିଆ ଫେରୁଥିବାରୁ ବଢ଼ୁଛି ଚିନ୍ତା। ଏଥିପାଇଁ ଏ ଦୁଇ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଓ ଏସ୍ଆରସି...

PATATOO
ଲକଡାଉନ୍‌ ଇଫେକ୍ଟ, ଆକୁ କିଲୋ ହେଲା ୯୦

ଶୂନଶାନ୍‌ ସହର, ଖାଖାଁ ରାସ୍ତା। ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ୧୪ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ଆଜି ଘରେ ରହିଛି ଓଡ଼ିଶା। କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ବେଖାତିର କରି ତଣ୍ଡ ବି ଗଣିଛନ୍ତି। ହେଲେ ତାଲାବନ୍ଦର ପ୍ରଥମ ଦିନରୁ ଆଳୁ-ପିଆଜର ଆକାଶଛୁଆଁ ଦର ଖାଉଟିଙ୍କ...

cremation
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସ୍କୁଲ ବି ବନ୍ଦ ରହିଛି

OTV
କରୋନା ସଂକ୍ରମିତଙ୍କୁ ଓଟିଭି ବଢ଼ାଇଲା ସହାୟତାର ହାତ : ଫୋନ୍‌ କଲେ ଘରେ ପହଞ୍ଚିବ ଖାଦ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା।

coronavirus
ଏବେ ଚର୍ଚ୍ଚାରେ ମୁମ୍ବାଇ ମଡେଲ, ଦ୍ୱିତୀୟ ଲହରର ପ୍ରକୋପ କେମିତି କମାଇଲା ମାୟା ନଗରୀ.. ଜାଣନ୍ତୁ..

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ମାସରେ, ଯେଉଁ ସହରରେ ପ୍ରତିଦିନ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା ଏବେ ସେଠି ଅଢ଼େଇ ହଜାର ରହିଥିବା ଦେଖାଯାଇଛି

corona-death
ଘରୋଇ କୋଭିଡ୍‌ ମେଡିକାଲର ମନମାନି, ମୃତ୍ୟୁର ୩ ଦିନ ପରେ ପରିବାରକୁ ଦେଲେ ସୂଚନା

ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଭିଡ୍‌ ମେଡିକାଲର ବଢୁଛି କି ମନମାନି? ମେଡିକାଲର ନାଁରେ ତାଳଚେର ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ।ସୂଚନା ଅନୁସାରେ,  ୩ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପରିବାକ ଲୋକଙ୍କୁ ଦିଆଗଲା ନାହିଁ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି