• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

IPL
ଆଜିଠୁ ଆଇପିଏଲ୍, ରୋହିତଙ୍କ ସାମ୍ନା‌‌ରେ କୋହଲି

କ୍ୟାପ୍ଟେନ କୋହଲିଙ୍କ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ପ୍ରତିଦ୍ୱନ୍ଦ୍ୱୀ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

cbse
କରୋନା ପାଇଁ ବାତିଲ ହେବ କି CBSE ବୋର୍ଡ଼ ପରୀକ୍ଷା?

କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ସାରା ଦେଶ। ଆଉ ଏହାରି ମଧ୍ୟରେ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ସୂଚନା ଅନୁସାରେ, କରୋନା ସଂକ୍ରମଣ ବଢ଼ୁଥିବାରୁ ସିବିଏସଇର ପ୍ରସ୍ତାବିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ଅନେକ ଶିକ୍ଷାର୍ଥୀ ଜୋରଦାର ଦାବି...

Parikshya Pe charcha Narendra Modi
କରୋନା:ଦେଶରେ ୧୧ରୁ ୧୪ ‘ଟିକା ଉତ୍ସବ’ ହେବ ପାଳନ

ଦେଶରେ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ କରୋନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଉ ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

corona
ବଢୁଛି କରୋନା, ସେପଟେ ଟିକା ଅଭାବରୁ ରାଜ୍ୟରେ ୭ ଶହ ସେଣ୍ଟର ବନ୍ଦ

କରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି

corona
କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍...

modi
ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା - ମୋଦି

ଆଗାମୀ ୨ରୁ ୩ ସପ୍ତାହ ସତର୍କ ରୁହ ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ନୁହେଁ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟୀକାଦେବା ସମ୍ଭବ ନୁହେଁ ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଆମେ ପୂର୍ବବର୍ଷ...

jagatsinghpur
ବ୍ରିଟିଶ ଅମଳର ପୁରୁଣା ତହସିଲ କାର୍ଯ୍ୟାଳୟ ଏବେ ହେବ ଐତିହ୍ୟ ସଂଗ୍ରହାଳୟ

ବ୍ରିଟିଶ ସରକାର ନିକଟରେ ଶେଷ ଯାଏ ପରାଧିନତା ସ୍ୱୀକାର କରି ନଥିବା କୁଜଙ୍ଗ ରାଜ୍ୟ ଶାସନର ସ୍ମୃତି ବହନ କରୁଥିବା କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ହେବ ସଂଗ୍ରହାଳୟ। ସ୍ୱାଭିମାନୀ ଷଣ୍ଢ ରାଜା ଏହି କୋଠାରୁ ପ୍ରଶାସନିକ କାର୍ଯ୍ୟ, ନୌବାଣିଜ୍ୟ କାରବାର ଏବଂ କର ଅସୁଲି କରୁଥିଲେ

WATER
ଏବେଠୁ ଭୟଙ୍କର ହେଲାଣି ଜଳସମସ୍ୟା, ପାଣି ନେବା ଲାଗି ଲାଗୁଛି ଲମ୍ବା ଲାଇନ୍‌

ଖରା ଆରମ୍ଭରୁ ପାଣି ଚିନ୍ତା। ଟାଇଁ ଟାଇଁ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ଖରାଦିନ ଆସିବା ମାତ୍ରେ ସବୁଠି ଜଳ ଜଳ ଦିଶୁଛି ସରକାରୀ ଉଦାସିନତାର ବିକଳ ଚିତ୍ର। ବାଲେଶ୍ୱର ଜିଲ୍ଲା ରେମୁଣା ଓ ଭୋଗରାଇ ବ୍ଲକରେ ବି ପାଣି ସମସ୍ୟା ଦେଖାଦଇଛି।

Jawan
ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ

ରାୟପୁର: ମାଓବାଦୀଙ୍କଠାରୁ  ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂ ମାନ୍‌ହାସ। ରାକେଶ୍ୱର ମୁକୁଳିଥିବା ନେଇ ଜାତୀୟ ଗଣମାଧ୍ୟମ ANI ପକ୍ଷରୁ ସୂଚନା ଦିଆଯାଇଛି। ରାକେଶ୍ୱରଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। ମାଓବାଦୀମାନେ ତାଙ୍କୁ ଅପହରଣ ୬ ଦିନ ପରେ ଛାଡ଼ିଛନ୍ତି। ରାକେଶଙ୍କୁ ଛଡ଼ାଯାଇଥିବା ନେଇ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି।...

Night Curfew
ବ୍ୟାପୁଛି କରୋନା: ଆଜିଠୁ ନୋଏଡାରେ ଲାଗୁ ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶରେ ବେକାଉ ହେଲାଣି କରୋନା। ଲଗାତାର ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଓ ସଟଡାଉନ ଆରମ୍ଭ ବି କଲେଣି। ଆଉ ଏହାରି ମଧ୍ୟରେ  ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ...

elephant
ଏ ହେଉଛନ୍ତି ଅସଲୀ "ବାହୁବଳୀ"। ହାତୀକୁ ପିଠିରେ ଧରି ରାସ୍ତାରେ ଦୌଡୁଛନ୍ତି ଏହି ଯୁବକ, ହେଲେ କାହିଁକି?

ସାଧାରଣ ଭାବରେ ହାତୀ ଉପରେ ବସି ଲୋକମାନେ ବୁଲନ୍ତି। ଏମିତିରେ ବି ଖରାଦିନରେ ଗାଁକୁ ଗାଁ ମାହୁନ୍ତମାନେ ହାତୀ ନେଇ ଗାଁକୁ ବୁଲିବାକୁ ଆସନ୍ତି। କାରଣ ହାତୀ ପୋଷ ମାନେ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଆମେ ଏମିତି ଏକ ହାତୀ କଥା କହୁଛୁ ଯାହାକୁ ଜାଣିଲେ ଆପଣ...

Delhi high court
ନିର୍ବାଚନ ରାଲିଲେ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ମାସ୍କ? ଜାଣନ୍ତୁ କଣ କହିଲେ ଦିଲ୍ଲୀ ହାଇକୋର୍ଟ

ମାସ୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍‌କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର...

padmanava-mandir
ମନ୍ଦିର ଖୋଲିବ ତ ମହାପ୍ରଳୟ ମାଡ଼ି ଆସିବ

ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଥିବା କୁହଯାଏ। ସେଥିଲାଗି ୧୨ ମାସରେ ୧୩ ପର୍ବର ପାଳନ କରାଯାଏ। କେବଳ ଏତିକି ନୁହେଁ ବରଂ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବି ଅନେକ ତୀର୍ଥ କରିବାକୁ ଯାଆନ୍ତି

Remdesiver
ମହାରାଷ୍ଟ୍ରରେ କରୋନା ଔଷଧର ଦାମ ବଢାଇଲେ ସରକାର

ମହାରାଷ୍ଟ୍ରରେ ସଙ୍ଗୀନ ହେବାରେ ଲାଗିଛି କରୋନା ସ୍ଥିତି। ଏଠାରେ ଲଗାତାର ଭାବରେ କରୋନା ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ,  ଟେଷ୍ଟିଂରେ ବି ଅନେକ ସମସ୍ୟା ଦେଖାଗଲାଣି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି