• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Corona
କରୋନାର ଭୟଙ୍କର ଚିତ୍ର: ସୁରୁତ୍‌ ଶ୍ମଶାନରେ ଅନ୍ତିମସଂସ୍କାର ପାଇଁ ଶବର ଲାଗିଛି ଲମ୍ବା ଲାଇନ୍‌

କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ।

Odisha-corona
ପୂର୍ବରୁ ଫଁ ଫଁ ହେଉଥିଲା, ଏବେ ଚୋଟ ମାରୁଛି। ରାଜ୍ୟରେ ସଙ୍ଗୀନ ହେଲାଣି କରୋନା ସ୍ଥିତି

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଛତିଶଗଡ ବର୍ଡରକୁ ଲାଗିଥିବା ଏସବୁ ଜିଲ୍ଲାର ପ୍ରବେଶ ପଥ ସିଲ୍ ହୋଇଛି। ରାସ୍ତା ଉପରେ ବାଉଁଶ ବାନ୍ଧି ସୀମା ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ

gngster-hyder
ସୁରକ୍ଷାକର୍ମୀଙ୍କୁ ନିଶା ଦେଇ SCB ରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ସୂଚନା। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇଛି ହାଇଦର।

naveen patnaik
ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବେ ନବୀନ

ଭୁବନେଶ୍ୱର: ମେ ୧୫ରୁ ବିଭିନ୍ନ ବିଭାଗ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ନବୀନ। ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ନିଜ ବିଭାଗର ୫ଟି ଭଲ କାମ ଜଣାଇବେ। ବିଭାଗକୁ କେତେ ଲୋକାଭିମୁଖୀ କରାଯାଇ ପାରିଛି, ମନ୍ତ୍ରୀ ଜଣାଇବେ ବୋଲି...

mi
କାମ କରୁନି ଚେକ୍‌ଡ୍ୟାମ୍‌, ପାଣି ପାଉନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ସେପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ଆମେ ପୂର୍ବରୁ ସଠିକ୍‌ ଭାବରେ ପାଣି ପାଉନଥିଲୁ। ତେଣୁ ଅନେକ ଗୁହାରି ପରେ ସରକାର ଏଠାରେ ଚେକ୍‌ ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ମାନେ ଜମିକୁ ପାଣି ପାଇବୁ ବୋଲି ଆଶା କରିଥିଲୁ।

TENTULI
ସଂଗ୍ରହ କରୁଛନ୍ତି ସତ କିନ୍ତୁ ବଜାରରେ ବିକ୍ରି ହେଉନାହିଁ ତେନ୍ତୁଳି

ଜଙ୍ଗଲ ଓ ରାସ୍ତା ପାଖ ତେନ୍ତୁଳି ଗଛରୁ ପାଚି ପଡିଲେ ଏହାକୁ ଗୋଟାଇ ଆଣି ଘରେ ସାଇତି ରଖନ୍ତି ଆଦିବାସୀ। ଗଜପତି ଜିଲ୍ଲା ଆର .ଉଦୟଗିରି ବ୍ଲକର ପଣଷଡିହ ଗାଁ ଦାଣ୍ଡରେ ପଡିଛି ଶହ ଶହ କ୍ୱିଣ୍ଟାଲ ତେନ୍ତୁଳି।

Wages Problem
ମନରେଗା ଯୋଜନାରେ କାମ କରିବା ପରେ ବି ଶ୍ରମିକଙ୍କୁ ମିଳୁନାହିଁ ମଜୁରୀ ଟଙ୍କା

ମାସେ କି ଦୁଇ ମାସ ନୁହେଁ, ଗଲା ୩ ବର୍ଷ ହେଲା ମଜୁରୀ ଟଙ୍କା ପାଇ ପାରୁନାହାନ୍ତି ଶ୍ରମିକ ଓ ହିତାଧିକାରୀ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାପଡା ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁରେ କୂଅ...

5pm-1
ଏମାନେ ଆଖି ବନ୍ଦ ରଖିଲେ ବି ସବୁ ଦେଖିପାରନ୍ତି

କାମାକ୍ଷାନଗର(ବିଦ୍ୟାଧର ବରାଳ): ବିସ୍ମୟ ଭାଇ ଭଉଣୀ। ଆଖି ବନ୍ଦକରି କରୁଛନ୍ତି କରିସ୍ମା। ବନ୍ଦ ଆଖିରେ ପଢି ପାରୁଛନ୍ତି ବହି ଏବଂ ଏଟିଏମ କାର୍ଡ ନମ୍ବର। ଢ଼େଙ୍କାନାଳ ଭୁବନର ବିସ୍ମୟ ଭାଇ ଭଉଣୀ ରଶ୍ମିରଂଜନ ଓ ନିବେଦିତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ଦୁଇ ଜଣଙ୍କୁୁ ଦେଖିବା...

mamata-modi
ବଙ୍ଗ ନିର୍ବାଚନ ରାଲିରେ ଦିଦି ଓ ଦିଦି ସ୍ଲୋଗାନ୍‌ରେ କମ୍ପିଲା ଏରିଆ‌

ବିଜେପି ସମର୍ଥନରେ ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ମମତା ଦିଦିଙ୍କ ଗୁଣ୍ଡା ମାନେ ଏପରି କରିଛନ୍ତି। ନିର୍ବାଚନ କମିଶନ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ଦାବି କରିଛନ୍ତି। ଆଜି କୁଚବିହାରରେ ନିର୍ବାଚନରେ ବେଳେ ଗୁଳି ମାଡ଼ରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି

Modi
"ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ "

ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ଉପସ୍ଥିତ ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କହିଲେ ମୋଦି ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା...

rukuna-rath
ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ପ୍ରଶାସନର ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ ବୋଲି ସୂଚନା ରହିଛି। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ। କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ...

Beggar
ବିକାଶ ଯାଉଛି କୁଆଡ଼େ? ଅଇଁଠା ପତ୍ର ଚାଟୁଛି କୁନି ଛୁଆ

ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଛି। ପେଟ ପୁରାଇବା ଲାଗି ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

corona
ବେକାବୁ କରୋନା: ଦେଶରେ ୨୪ ଘଂଟାରେ ୧,୩୧,୯୬୮ ଆକ୍ରାନ୍ତ ହେଲେ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୮୦ ଜଣଙ୍କ ଯାଇଛି ଜୀବନ। ଏହାସହ ଗତ ୨୪ ଘଣ୍ଟାରେ...

Corona
ରାଜ୍ୟରେ ଭୟଙ୍କର ହେଉଛି କରୋନା: ୨୪ ଘଣ୍ଟାରେ ୧୨୮୨ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଆହୁରି ବଢିଛି ସଂକ୍ରମଣ

Roorkee
ଏହି କଲେଜ୍‌ରୁ ୯୦ ଜଣ ଛାତ୍ରଛାତ୍ରୀ ହେଲେ କରୋନା ଆକ୍ରାନ୍ତ

ପୁଣି ଥରେ ଶିକ୍ଷାନୁଷ୍ଠାନରେ ବ୍ୟାପିବାରେ ଲାଗିଲାଣି କରୋନା। କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି