ନଦୀରେ ଗାଧୋଉଥିବା ସମୟରେ ଅଚାନକ ପାଣି ଆସିବାରୁ ନଦୀ ମଝିରେ ଥିବା ଟାପୁରେ ଫସି ରହିଲେ ମହିଳା | ଅଗ୍ନିଶମ ବିଭାଗ କଲା ଉଦ୍ଧାର | ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି
ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଣ୍ଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି...ଏମିତିକି ରାସ୍ତାରେ ଖେଳୁଛନ୍ତି ମାଛ।
ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍ ସୋର୍ସିଂ କର୍ମଚାରୀ
ଉବୁଟୁବୁ କଟକ । ରାସ୍ତାରେ ଆଣ୍ଠୁଏ ଉଚ୍ଚର ଚାଲିଲା ପାଣି....ଘରୁ ବାହାରିବା ମୁସ୍କିଲ ହେଲାଣି । ରାସ୍ତା କୋଉଟା, ନାଳ କୋଉଟା ଜାଣିବା ମୁସ୍କିଲ । ବଡ ମେଡିକାଲରେ ବି ପଶିଛି ପାଣି
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଂଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 188 ନମ୍ୱର ରାଙ୍କ ପାଇ ସଫଳତା ହାସଲ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗାଁର ଚିନ୍ମୟ କୁମାର ସାହୁ । କହିଲେ, ବିଫଳତା ହିଁ ସଫଳତାର ପାହାଚ
ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ତେବେ ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି କରାଯିବ । ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି...
ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ...
ଗୁହାରି କରି କରି ଥକିଗଲେଣି ହେଲେ କେହି ଶୁଣିଲେନି । ନିଜର ବୋଇଲେ କିଛି ନାହିଁ...ସକାଳେ ବିଲରେ ଖଟିଲେ ରାତିରେ ଘରେ ଜଳିବ ଚୁଲି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛି ପୂରା ପରିବାର
ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ?
ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଂଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା
ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି...
ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି...
ମେକାନିକାଲ୍ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ
ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ...
ବିଲାତି ପରେ ଏବେ ମହଙ୍ଗା ହେଲାଣି ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଗଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ । ହେଲେ...
କଥାରେ ଅଛି, ଚାଷ ତରତର ବଣିଜ ମଠ । ହେଲେ ଚାଷୀ ତରବର ହେବ କେମିତି । ଚାଷୀକୁ ଚିନ୍ତାରେ ପକାଇଛି ନିଅଣ୍ଟିଆ ବର୍ଷା । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ମୁଣ୍ଡରେ ହାତ ଦେବା ଛଡା ଚାଷୀ ପାଖେ ଅନ୍ୟ ଉପାୟ ବି...
ଓଡ଼ିଶାର ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି, ହେଲେ ଏବେବି ପୁରା ଫିଟ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣ ଚନ୍ଦ୍ର । ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍ ।
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପୁଣି ବିଭ୍ରାଟକୁ ନେଇ ବିବାଦ। ଅର୍ବାନ ଲୋକାଲ ବଡିର ଆକାଉଣ୍ଟାଣ୍ଟ ପଦବି ପାଇଁ OSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ଆଣି ଗର୍ଜିଛନ୍ତି ପରୀକ୍ଷାର୍ଥୀ। ରହସ୍ୟଜନକ ଭାବେ ସିଲ୍ ନଥିବା ପ୍ୟାକେଟରୁ ପ୍ରଶ୍ନପତ୍ର ବଣ୍ଟନ ଏବଂ ବିଳମ୍ବରେ ପରୀକ୍ଷା ଆରମ୍ଭକୁ ନେଇ...