• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Crocodile
ଲୁଗା ଧୋଇବାକୁ ଯାଇଥିଲେ...ଟାଣି ନେଇ ଖାଇଦେଲା କୁମ୍ଭୀର

ଲୁଗା ଧୋଇବାକୁ ନଈକୁ ଯାଇଥିଲେ । ଛକିଥିଲା କୁମ୍ଭୀର...ହଠାତ୍‌ ପାଣି ଭିତରକୁ ନେଲା ଟାଣି । ଯେତେ ପାଟି କଲେ ବି କେହି ଶୁଣିବାକୁ ନଥିଲେ । ଖିନଭିନ୍‌ କରି ଅଧାରୁ ଅଧିକ ମହିଳାଙ୍କ ଶରୀରକୁ ଖାଇଦେଲା

poor condition of road
‘ଭୋଟ୍ ଦେଇଛୁ ଶଙ୍ଖରେ ଚାଲୁଛୁ ଜଙ୍ଘେ ପଙ୍କରେ’

ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ...

Char Dham Yatra
ସାଇକେଲ ବୁଲାଇଲା ଚାରିଧାମ

ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି 83 ଦିନ ପରେ ଫେରିଲେ । ସାଇକେଲରେ 9340 କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ

darkness
କି ବିଚିତ୍ର ବ୍ୟବସ୍ଥା...ଗାଁକୁ ବିଜୁଳି ଯାଇନି କିନ୍ତୁ ବିଲ୍‌ ଆସୁଛି !

ସ୍ୱାଧୀନତାର ୭ ଦଶନ୍ଧି ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ...

Fake Jawan
ମୁହଁରେ କପଡ଼ା ବାନ୍ଧି ବସିଥିଲେ ନକଲି ଯବାନ, ଧରାପଡ଼ିଗଲେ

ପୁରୀରୁ ନକଲି ଆର୍ମୀ ଯବାନ ଅଟକ.. ତାଙ୍କ ନାଁ ସୁନୀଲ କୁମାର ବୋଲି ଜଣାପଡ଼ିଛି

Tiranga underwater
ପାଣି ଭିତରେ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଫରଫର ହୋଇ ଉଡୁଛି ଜାତୀୟ ପତାକା । ଆଉ ଏହାରି ଭିତରେ ପାଣି ଭିତରେ ବି ପତାକା ଉତ୍ତୋଳନ କରାଯାଇଛି । ତାମିଲନାଡୁର ରାମେଶ୍ୱରମ୍ ପାଖରେ ସମୁଦ୍ର ଭିତରେ କରାଗଲା ପତାକା ଉତ୍ତୋଳନ

 ମହୁମାଛି ସହ ସ୍ୱାଧିନତା ଦିବସ
ମହୁମାଛି ସହ ସ୍ୱାଧିନତା ଦିବସ

ତ୍ରିରଙ୍ଗା ବସ୍ତ୍ର ପରିଧାନ କରି ମହୁମାଛି ସହ ସ୍ୱାଧିନତା ଦିବସ ପାଳିଲେ କେନ୍ଦ୍ରାପଡ଼ାର ମହୁମାଛି ମଣିଷ ଗଣେଶ ଚନ୍ଦ୍ର ରାଏ..

ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା
ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା

ପ୍ରଧାନମନ୍ତ୍ରୀଙ୍କ ଲାଲକିଲା ଭାଷଣକୁ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନାପସନ୍ଦ...କହିଲେ,ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା

 I-phone
ଭୁବନେଶ୍ୱରରେ ପୁଅ ଅପେକ୍ଷା ଝିଅଙ୍କ ପାଖରେ ଅଧିକ I-phone

ଭୁବନେଶ୍ୱରରେ ପୁଅ ଅପେକ୍ଷା ଝିଅଙ୍କ ପାଖରେ ଅଧିକ I-phone...ଜାଣନ୍ତୁ ଏହି ବ୍ୟକ୍ତି ଜଣକ କାହିଁକି ଏମିତି କହିଲେ?

avian guests
ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ, ତଥାପି ଏହି ଗାଁ ପ୍ରେମରେ ଗେଣ୍ଡାଳିଆ

ଗେଣ୍ଡାଳିଆଙ୍କ ପସନ୍ଦର ଗାଁ ଯାଜପୁରର ସାପଗଡ଼ିଆ । ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ..ତଥାପି ଏହି ଗାଁରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ଗେଣ୍ଡାଳିଆ..

Love Dhoka
ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ... ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ

ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍‌ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର...

Farmer Problem
କେନାଲ ଅଛି, ଚାଷୀ ଜଳକର ଦେଉଛନ୍ତି କିନ୍ତୁ ପାଣିର ଦେଖା ନାହିଁ...କେମିତି ହେବ ଚାଷ ?

କେନାଲରେ ପାଣି ନାହିଁ, ଧାନ ବିଲ ଫାଟି ଆଁ କଲାଣି । ବର୍ଷାକୁ ଅପେକ୍ଷା କରି ଶ୍ରାବଣ ସରିଲା । ଚିନ୍ତାରେ ଡେଲାଙ୍ଗ ବ୍ଲକର ଚାଷୀ । ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଦାବି କଲେଣି ଚାଷୀ..

Circle jail, community radio
କଏଦୀ କଳାକାର, ଜେଲ୍ ଭିତରୁ ପ୍ରସାରଣ ହେଉଛି ରେଡ଼ିଓ...ଅନ୍ତେବାସୀ ଗାଉଛନ୍ତି ଭାବପୂର୍ଣ୍ଣ ଭଜନ

ଜେଲ୍ ଭିତରେ ଭାବପୂର୍ଣ୍ଣ ଭଜନ, ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ କହୁଥିବା କାଳଜୟୀ କବିତା । ପୁଣି ପ୍ରେମିକ ହୃଦୟର ବିରହ ବେଦନାର ସଙ୍ଗୀତ । ରେଡ଼ିଓରେ ଗୀତ ଗାଉଛନ୍ତି କଏଦୀ । ‘ରେଡ଼ିଓ ମୁକ୍ତି’ ରେ କଏଦୀ କଳାକାର, କଏଦୀ ଶ୍ରୋତା ।

ଫାଇନାଲ ପରେଡ୍‌ ପୂର୍ବରୁ ଚାଲିଛି ରିହରସାଲ
ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ ରିହରସାଲ

ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପୂର୍ବରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ ରିହରସାଲ। ଏଥର ଭାଗ ନେବେ ମାତ୍ର ୫ଟି କଣ୍ଟିନଜେଣ୍ଟ।

General Elections 2024
ବିଜେଡ଼ି ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେମିତି କାର୍ଯ୍ୟକାରୀ ହେବ ଶାହଙ୍କ ଟାସ୍କ

ବିଜେଡ଼ି ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେମିତି କାର୍ଯ୍ୟକାରୀ ହେବ ଶାହଙ୍କ ଟାସ୍କ । କୋଣାର୍କ କର୍ମଶାଳାରେ ବିଜେପିର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ୪ କେନ୍ଦ୍ରମନ୍ତ୍ରୀ । ଅର୍ଜୁନ ମୁଣ୍ଡା କହିଲେ ମେଣ୍ଟ ନୁହେଁ, ଏକାକୀ ଲଢିବୁ

Defying all odds
ଲକ୍ଷ୍ୟ ଆଗରେ ବାଧକ ସାଜିନି ଆର୍ଥିକ ଅନଟନ

ଲକ୍ଷ୍ୟ ଆଗରେ ବାଧକ ସାଜିନି ଆର୍ଥିକ ଅନଟନ । ନିଟ୍ କ୍ବାଲିଫାଏ କରି ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କଲେ କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ବିଷମ ପରିସ୍ଥିତିରେ କେମିତି ଥିଲା ସେମାନଙ୍କ ସଂଘର୍ଷ, ଦେଖିବା ରିପୋର୍ଟ

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍ । ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ଖୁବଶୀଘ୍ର ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପରିବହନ ବିଭାଗର ଯୋଜନା । ଟ୍ରେନିଂ ନେବେ ପ୍ରାୟ ୬୫ ହଜାର କ୍ୟାଡେଟ୍, ଯୋଗାଇବେ ଫାଷ୍ଟଏଡ୍ ସେବା

ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା
ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା

ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା । ଘଂଟା ଘଂଟା ଧରି ରାସ୍ତାରେ ଛିଡା ହୋଇ ରହୁଛି ଶହଶହ ଗାଡ଼ି

ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ
ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ

ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀଯାଏଁ ଚାଲିଛି ପ୍ରସ୍ତୁତି, ଲାଲକିଲାରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ । ଏପଟେ ରାଜ୍ୟସ୍ତରୀୟ ଉତ୍ସବ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବି ଜୋରଦାର ପରେଡ୍ ଅଭ୍ୟାସ

୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ
୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ

୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ । ଦକ୍ଷିଣ ଓଡ଼ିଶାରୁ ମିଶନ ଆରମ୍ଭ, ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ । ତେଣେ ସୁର କହିଲେ, ମୋ ଯାଗାରେ ହାତଚିହ୍ନରେ ଲଢ଼ିବ ସାନପୁଅ, ଝୁଲାଇ ରଖିଲେ ବଡ଼ପୁଅ କଥା

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି