• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Odisha Police
ହେବ କି ବଡ କାର୍ଯ୍ୟାନୁଷ୍ଠାନ?

ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ

Chandrayaan 3
ଚନ୍ଦ୍ରୟାନ ୧-୨-୩ ପାଇଁ ହୋଇଛି କେତେ ଖର୍ଚ୍ଚ, ଜାଣନ୍ତୁ ପୁରା କାହାଣୀ

ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା...

Dengue In Odisha
ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍‌ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ...

Teacher Recruitment
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ : ଠିକା ସଂସ୍ଥା ଉଠାଇଲେ, ପୁଣି ସେହି ବ୍ୟବସ୍ଥା କିଆଁ?

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ...

Uttarakhand bus accident
ଗଭୀର ଖାଇକୁ ଖସିଲା ବସ୍; ୮ ମୃତ, ୨୭ ଆହତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୨୭ଜଣ ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନିଠାରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Ink Attack on VK Pandian
ଥମୁନି 5T ସଚିବଙ୍କୁ କାଳିମାଡ଼ ଚର୍ଚ୍ଚା; ମୁହଁ ଖୋଲିଲେ କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ

5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା...

onion price touches Rs 35/kg
ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।

Koraput girl’s Independence Day speech
ଦୋହଲାଇ ଦେଲା କୁନିଝିଅର ଦୁଇ ପଦ କଥା; ପଙ୍କ କାଦୁଅରେ ଘାଣ୍ଟି ହେଲେ ସରକାରୀ ବାବୁ

କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।

Sarapancha
ଇଏ ବି ଜଣେ ସରପଂଚ ! ନିଜସ୍ୱ ଖର୍ଚ୍ଚରୁ ଲୋକଙ୍କୁ ଦେଉଛନ୍ତି ଘର

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

Viral Video
ମିଟିଂ ପୂର୍ବରୁ ବାପା-ମାଆଙ୍କୁ ଟ୍ୟୁସନ୍‌ କଲା ପୁଅ, ଭାଇରାଲ ହେଲା ଭିଡିଓ

ସ୍କୁଲରେ ଥିଲା ପ୍ୟାରେଣ୍ଟ୍ସ-ଟିଚର ମିଟିଂ । ପୂର୍ବ ରାତିରେ ବାପା-ମାଆଙ୍କୁ ଟ୍ୟୁସନ୍‌ କଲା କୁନି ପୁଅ । କହିଲା, କହିବନି ମୁଁ କୁକିଜ୍‌ ଖାଏ...କହିବ ସ୍କୁଲରୁ ଆସି ଖେଚୁଡ଼ି ଖାଏ, ପରେ ଶୋଇ ପଡ଼େ ।

Bollywood Film
କମାଲ୍‌ କରିଦେଲେ ଓଡ଼ିଆ ପୁଅ : ଗଦର-୨ରେ ମଚାଉଛନ୍ତି ଧମାଲ

ଦାରିଙ୍ଗବାଡିରୁ ମାୟାନଗରୀ...ଦିନେ ଖାଇବାକୁ ପାଇନଥିଲେ ଏବେ ବଲିଉଡ୍‌ରେ କମାଲ କରିଦେଲେ । ଫଲି ଆଟିଷ୍ଟ ଭାବରେ ସାଉଁଟୁଛନ୍ତି ପ୍ରଶଂସା

CISF Jawan
୨୭ ବର୍ଷ ହେଲାଣି ସ୍ୱାମୀ ଚାଲିଗଲେଣି...ଚାକିରିଟିଏ ମିଳିଲା ନାହିଁ

ବର୍ଷେ କି ୨ ବର୍ଷ ନୁହେଁ ୨୭ ବର୍ଷ ହେଲାଣି...ଦେଶ ପାଇଁ ସହିଦ ହୋଇଗଲେ ସ୍ୱାମୀ । ହେଲେ ଆଜି ଯାଏଁ ପରିବାରକୁ ମିଳିପାରିନି ଗୋଟେ ଚାକିରି

Sarpanch’s husband
ଦାଦାଗିରି ଦେଖାଉଛନ୍ତି ସରପଂଚଙ୍କ ସ୍ୱାମୀ : ୧୫ ହଜାର ଦେଲେ ମିଳିବ ଘର

ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌ । ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

Crocodile
ପୁଣି ନଈରେ କୁମ୍ଭୀର ଆତଙ୍କ...ଲୋକ ଦେଖି ଲୁଚୁଛି, ଶିକାର କରିବା ପୂର୍ବରୁ...

ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ

Indian Army
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ସେନାର ଗାଡ଼ି ଗଭୀର ଖାଲରେ ଗଳିପଡ଼ି ୯ ଯବାନ ସହିଦ। ୯ ଯବାନଙ୍କ ମଧ୍ୟରେ ୨ ଜଣ JCO ଅଛନ୍ତି। ଲେହର କ୍ୟାରୁ ସହର ନିକଟରେ ଗଳି ପଡ଼ିଲା ଗାଡ଼ି। ସେନାର ଗାଡ଼ିଟି କାରୁ ଗ୍ୟାରିସନରୁ କ୍ୟାରୁ ଯାଉଥିଲା। ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ...

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବା ଓ ତାଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଫଟୋକୁ ଲୋକାଦୃତ କରିବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ଫଟୋଗ୍ରାଫ ଦିବସ ଅବସରରେ ଆଜି ଏମିତି ଜଣେ ଫଟୋଗ୍ରାଫରଙ୍କୁ ଭେଟିବା ଯିଏ ସ୍ୱାଧୀନ ଭାରତର ପୂର୍ବ ଓ ପରବର୍ତ୍ତୀ...

Delhi NCR
ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ

ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ। କେତେବେଳେ ବର୍ଷା ତ ଆଉ କେତେବେଳେ ଭୂସ୍ଖଳନରେ ବେହାଲ ଉତ୍ତର ରାଜ୍ୟର ସ୍ଥିତି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସକାଳୁ ଅବିଶ୍ରାନ୍ତ ବର୍ଷା ପରେ ଗୁରୁତର ପ୍ରଭାବିତ ହୋଇଛି ଜୀବନଯାତ୍ରା । ସେପଟେ ହିମାଚଳପ୍ରଦେଶ ଭୂସ୍ଖଳନର...

Intrusion Detection System
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ପୂର୍ବତଟ ରେଲୱେର ନୂଆ ରଣନୀତି । ଇନ୍‌ଷ୍ଟଲ କରିବ ଇଣ୍ଟ୍ରୁଜନ୍ ଡିଟେକ୍ସନ ସିଷ୍ଟମ- IDS । ୬୦ କିଲୋମିଟର ଦୂରରୁ ରେଳ ଲାଇନ୍‌ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍ । ପ୍ରାରମ୍ଭିକ ଭାବେ ସମ୍ବଲପୁରରୁ ଖୋର୍ଦ୍ଧା...

New guidelines for Odisha officer’s private vehicle
ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ

ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ। ଭଡ଼ା ଗାଡ଼ି ବାବଦ ଲଗାମକୁ ଆଉ ଟିକେ କଡ଼ା କରିଛି ଅର୍ଥ ବିଭାଗ। ପୁନଃ ନିର୍ଦ୍ଧାରଣ ହୋଇଛି ସରକାରୀ ଭଡ଼ା ଗାଡି ବାବଦକୁ ଖର୍ଚ୍ଚ। କେଉଁ ସ୍ତରର ଅଧିକାରୀଙ୍କୁ ଭଡ଼ା ଗାଡି ବାବଦକୁ ସର୍ବାଧିକ କେତେ ଟଙ୍କା...

Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି