ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର
କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ
ଆଜକୁ ୧୨ ବର୍ଷ ତଳେ ଭିଟାମାଟି ଓ ଚାଷ ଜମି ଛାଡ଼ି ପଳାଇଥିଲେ । ହେଲେ ଆଜିଯାଏଁ ସେମାନଙ୍କୁ ପ୍ରଶାସନ ଘର ଖଣ୍ଡିଏ ଦେଲା ନାହିଁ କି ସହୟତା କଲାନି । ଢୋ ଢୋ ବର୍ଷାରେ ଟ୍ରେନ୍ ଲାଇନ୍ କଡରେ ଏମିତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ
ଚାକୁଣ୍ଡା ଗଛ ସାଜିଛି ସାହାଭରସା । ଏହାରି ତଳେ ଆଦର୍ଶ ବିଦ୍ୟାଳୟର ୮୦ ପିଲା ବସି ପଢୁଛନ୍ତି ପାଠ । ୨ ବର୍ଷ ହେଲାଣି ନୂଆ ଘର କାମ ହେଉଛି ଯେ ସରିବାର ନା ଧରୁନି । ପୁଣି ଯେଉଁ ସ୍କୁଲରେ ପାଠ ପଢା ହେଉଛି ବସିବାର ସୁବିଧା...
ମନ୍ଦିର ଗର୍ଭଗୃହରୁ ବାହାରୁଥିଲା ପାଣି । ଏବେ ମନ୍ଦିରରେ ପହଞ୍ଚିଲା ASI ଟିମ୍...ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ । ଖୁବଶୀଘ୍ର ଆରମ୍ଭ ହେବ କାମ...ଚମକିବ ମହାଦେବଙ୍କ ମନ୍ଦିର
ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର...
ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ...
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ...
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି ।
ଡେଙ୍ଗୁର ମାରାତ୍ମକ ରୂପରେ କଲବଲ ରାଜଧାନୀ ବାସିନ୍ଦା । କ୍ୟାପିଟାଲ ହସ୍ପିଟାଲ ରକ୍ତ ପରୀକ୍ଷା କେନ୍ଦ୍ରରେ ତ ଅସମ୍ଭାଳ ଭିଡ଼ । ଏହାକୁ ଦେଖି ଭୁବନେଶ୍ୱରରେ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ ୨ରୁ ୩ଦିନ ଭିତରେ ଖୋଲିଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଏଣେ ରାଜ୍ୟରେ...
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ...
କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ ।
ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି ।
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ? ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଥାଇ ବେଡରୁ ଅନ୍ତର୍ଦ୍ଧାନ । ଦ୍ବନ୍ଦ୍ବ ବଢାଉଛି ଅଧିକାରୀଙ୍କ ବୟାନ, ସେପଟେ ଉଭାନକୁ ନେଇ ବଢୁଛି ସସ୍ପେନ୍ସ
୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି?
ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠ ପଢାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...
ବୟସ ୭୦ ପାର୍ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ
ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି?
ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା...
ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ ।...