ଭୋପାଳ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକ୍ଡାଉନ୍ କଟକଣା ଜାରି କରାଯାଇଛି। କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ଅପିଲ୍ କରୁଛନ୍ତି। ହେଲେ କିଛି ଅମାନିଆ କଟକଣାକୁ ନମାନି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ…
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି। ଜଣେ ୨୩ ବର୍ଷୀୟ ପୂର୍ବତନ ଜୁନିଅର୍ ନ୍ୟାସ୍ନାଲ୍ ଚାମ୍ପିଅନ୍ଙ୍କ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ନାଁ ସାମ୍ନାକୁ ଆସିଛି। ଏହାପରେ…
ଉଦଳା ସବ୍ଜେଲରେ ପଶିଲା କରୋନା ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ଗତକାଲି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା କରୋନାରେ ଆକ୍ରାନ୍ତ କଏଦୀମାଙ୍କୁ ଆଇସୋଲେସନରେ ରଖାଯାଇଛି ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍ଜେଲରେ ପଶିଲା…
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା। ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ୍ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯାଇଛି। କେଉଁଠି ଟିକା ନ ମିଳିବାରୁ ବରିଷ୍ଠ ନାଗରିକମାନେ ରାସ୍ତା ଉପରେ ଧାରଣାରେ ବସି…
ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲ୍ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର…
ଭୁବନେଶ୍ୱର: ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମାରାତ୍ମକ ବ୍ଲାକ୍ ଫଙ୍ଗସ୍(Black Fungus) ରୋଗ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖା ଦେଉଛି ବ୍ଲାକ୍…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ପୁରୀ ଜିଲ୍ଲାରୁ ୨, ଅନୁଗୁଳ,…
ପିପିଲି: ସଟ୍ଡାଉନ୍ ବେଳେ ବିନା ମାସ୍କରେ କାହିଁକି ବାହାରେ ବୁଲୁଛ ବୋଲି ପ୍ରଶ୍ନ କରି ଆକ୍ରମଣ ଶିକାର ହୋଇଛନ୍ତି ପୋଲିସ୍ କର୍ମଚାରୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଏଭଳି କିଛି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଳଙ୍ଗା…
ଲକ୍ଷ୍ନୌ: କରୋନା ମହାମାରୀ ବିରୋଧରେ ବିଶ୍ୱର ଅନେକ ଦେଶ ଲଢ଼େଇ ଜାରି ରଖିଛନ୍ତି। ଔଷଧ, ଇଞ୍ଜେକ୍ସନ, ଟିକାକୁ ନେଇ ଗବେଷଣା ହେଉଛି। ହେଲେ ଏହା ସତ୍ତ୍ୱେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଓ ଅଜବ ଯୁକ୍ତି। ଉତ୍ତରପ୍ରଦେଶ ବଲିଆ…