ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି। ଗତକାଲି କାଳବୈଶାଖୀ ବର୍ଷାରେ ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା, ଏପରିକି ବାଉଁଶ ବି ନଇଁ ଯାଇଥିଲା, ହେଲେ ଧ୍ୱଜା ଅକ୍ଷୁର୍ଣ୍ଣ ରହିଲା। ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର…
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ…
ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ ଘଂଚ ଜଙ୍ଗଲରେ…
ରୋମ୍: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍ସିନ୍ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍ସିନ୍ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…
ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…
ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…
ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି…
ପାଟନା: ଦେଶବାସୀ ଏବେ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନା…
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…