ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ…
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ସପ୍ତାହ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଥିଲା। ଏବେ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଜୁନ୍ ୧ ତାରିଖ ସକାଳ…
ଭୁବନେଶ୍ୱର: ଲଗାତାର ଭାବେ ରାଜ୍ୟରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଏହାକୁ…
ଲକ୍ଷ୍ନୌ: ଲୋକଙ୍କ ଜୀବନ ଜୀବିକା ଉପରେ କାଳ ସାଜିଛି ମହାମାରୀ କରୋନା। କରୋନା ଯୋଗୁ କାହାର ସଂସାର ଉଜୁଡ଼ି ଯାଇଛି ତ, କିଏ ଅନାଥ ହୋଇଯାଇଛି। ଆଉ କିଏ ସବୁଦିନ ପାଇଁ ନିଜ ସନ୍ତାନଙ୍କୁ ହରାଇଛନ୍ତି। ଆଖି ସାମ୍ନାରେ ସନ୍ତାନଙ୍କୁ ହରାଇ…
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର…
ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ…
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୂର୍ବତନ ଜୁନିଅର୍ ନ୍ୟାସ୍ନାଲ୍ ଚାମ୍ପିଅନ୍ ସାଗର ରାଣା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସୁଶୀଲଙ୍କୁ ଏବେ ପୋଲିସ୍ ଖୋଜୁଛି। ସେ ଫେରାର ଥିବା ଜଣାପଡ଼ିଛି। ଯଦି କେହି…
୨୪ ଘଣ୍ଟାରେ ରାଜ୍ୟରେ ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ଜଣଙ୍କ ମୃତ୍ୟୁ ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଚିହ୍ନଟ BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍ ଭୁବନେଶ୍ୱର: ଓଡ଼ିଶାରେ ଆଜି…
କରୋନା ଚିକିତ୍ସାରୁ ବାଦ୍ ପଡ଼ିଲା ପ୍ଲାଜ୍ମା ଥେରାପି କ୍ଲିନିକାଲ୍ ମ୍ୟାନେଜମେଣ୍ଟ ଗାଇଡଲାଇନ୍ରୁ ପ୍ଲାଜ୍ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍ମା ଥେରାପିକୁ…
ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି।…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ…
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ମେ ୨୪ ସକାଳ ୫ଟା ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।…
ବେଙ୍ଗାଲୁରୁ: କରୋନା କଟକଣା ମାନୁନଥିବା ଅମାନିଆଙ୍କୁ ସୁଧାରିବାକୁ ପୋଲିସର ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ବେକରେ ଫୁଲମାଳ ପକାଇ, ସିନ୍ଦୂର ଟିକା ମାରି ଧୂପ ଦୀପରେ ବନ୍ଦାପନା କରିଛନ୍ତି ପୋଲିସ।କର୍ଣ୍ଣାଟକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବାରମ୍ବାର ଜରିମାନା କରିବା…
ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତୱଙ୍କ ପରଲୋକ ହୋଇଛି। ଆଜି ସକାଳେ ପୁଣେ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।…
ଚଣ୍ଡୀଗଡ଼: ରାସ୍ତାକଡ଼ରେ ରଖା ଯାଇଥିବା ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ ବାବୁ।ପଞ୍ଜାବ ଫତେଗଡ ସାହିବ ଟାଉନର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ହେଡ କନଷ୍ଟେବଲ ରାସ୍ତାକଡ଼ରେ ରଖା ଯାଇଥିବା ଠେଲା ଗାଡ଼ିରୁ ଅଣ୍ଡା ଚୋରି…