• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

facebook
LIVE ଭିଡିଓ କରି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ; ଆଲର୍ଟ କଲା ଫେସ୍‌ବୁକ୍‌, ତା‘ପରେ...

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ କରି ଜଣେ ୩୯ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିବା ବେଳେ ଫେସ୍‌ବୁକ୍‌ରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ଜାଣି ପାରିଥିଲେ। ଏହାପରେ ତୁରନ୍ତ ସେମାନେ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଆଧାରରେ…

dog
ନିଷ୍ଠୁର ମଣିଷର ବର୍ବରକାଣ୍ଡ: କାର୍‌ ଚଢ଼ାଇ ୪ କୁକୁର ଛୁଆଙ୍କୁ ମାରିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଲା ନିଷ୍ଠୁର ମଣିଷର ବର୍ବରକାଣ୍ଡ। କାର୍‌ ଚଢାଇ ୪ଟି କୁକୁର ଛୁଆଙ୍କୁ ମାରିବା ପରେ ଥାନାରେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ୍‌। ଅଟକ ଗାଡ଼ି ଚାଳକଙ୍କ ନାଁ ପ୍ରଫୁଲ୍ଲ ରାଉତ। ଲିଙ୍ଗରାଜ ଥାନା…

tara bahinipati
ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାରା ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ ତଥା କୋରାପୁଟ…

odisha
ଗଜପତିରେ ଜୋର ଜବରଦସ୍ତି ପୋଖରୀ ଖୋଳୁଛି ଆନ୍ଧ୍ର

ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି କୋରାପୁଟ ପରେ ଏବେ ଗଜପତି ଜିଲ୍ଲାରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା  ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଚାଲିଛି ପୋଖରୀ ଖୋଳା  ପାରଳାଖେମୁଣ୍ଡି: ପୁଣି ଓଡ଼ିଶାରେ ଆନ୍ଧ୍ର…

rain
୮ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରୁ ଅଗ୍ରସର ହୋଇ ଉପକୂଳ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳ ଅତିକ୍ରମ କରିଛି। ଏହାସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ମୌସୁମୀ ବାୟୁ ଛୁଇଁଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାର…

ramesh
ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀର ଆକୁଳ ନିବେଦନ, ମାସେ ହେଲାଣି ମରଣ ସହ ଯୁଝୁଛନ୍ତି

ବ୍ରହ୍ମପୁର: ମାସେ ହେଲାଣି ମରଣ ସହ ଯୁଝୁଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ଅଞ୍ଚଳର ରମେଶ ସାହୁ। କୋଲକାତାରେ ଏକ ଘରୋଇ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଗତ ମାସରେ ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…

Pearl V Puri
ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

delhi
ଅଡ୍-ଇଭିନ୍ ଫର୍ମୁଲାରେ ଦିଲ୍ଲୀରେ ଖୋଲିବ ମାର୍କେଟ୍‌, ମଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍‌ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ସୋମବାର ସରୁଥିଲେ ବି ସଂପୂର୍ଣ୍ଣ ଉଠିବନି। ଲକ୍‌ଡାଉନ୍‌ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ।  ଏହାସହ ଦିଲ୍ଲୀରେ ସଂକ୍ରମଣ…

man-died
୧,୩୦୦ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ, ହେଲେ ଶେଷ ସମୟରେ ନା ତାଙ୍କୁ ମିଳିଲା ବେଡ୍‌ ନା ମେଡିସିନ୍‌

ନାଗପୁର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ଯେତେବେଳେ ନିଜ ଲୋକ ଶବକୁ ଛୁଉଁ ନଥିଲେ ଓ ପର କରି ଦେଉଥିଲେ, ସେତେବେଳେ ୬୭ ବର୍ଷୀୟ ଚନ୍ଦନ ନିମଜେ ରକ୍ତ ସମ୍ପର୍କଠୁ ଅଧିକ ହୋଇ ସେମାନଙ୍କର ଅନ୍ତିମ ସଂସ୍କାର କରୁଥିଲେ।…

Yami Gautam
ବାହା ହେଲେ ଅଭିନେତ୍ରୀ ୟାମି ଗୌତମ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ। ଶୁକ୍ରବାର ସେ ଇନ୍‌ଷ୍ଟାଗ୍ରାମରେ ବିବାହ ବେଳର ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ। ଗତକାଲି ସେ ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍‌ଙ୍କୁ ବିବାହ…

Lingaraja temple
ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି। ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ…

Atal Bihari Panda
ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋ କିଛିଦିନ ଧରି ସେ Blood septicemiaରେ ପୀଡ଼ିତ ଥିଲେ ବୟସାଧିକ କାରଣରୁ ସେ ଗତ କିଛି ଦିନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା…

comedian
‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ…

vaccination
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…

gold
ଦୁଇ ଦିନରେ ୧,୦୦୦ ଟଙ୍କା ଶସ୍ତା ହେଲା ସୁନା

ଲଗାତାର ୩ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଆଜି ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ଓ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ  ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା…

covid patient missing
କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ, ୧୬ ଦିନ ହେଲାଣି ମିଳୁନି ପତ୍ତା

ପାରାଦୀପ: କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ। ୧୬ ଦିନ ବିତିଲାଣି, ହେଲେ ମିଳୁନି କୌଣସି ଖୋଜ୍ ଖବର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ପରିବାର ଲୋକେ ମେଡିକାଲରୁ ଥାନା, ଫାଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମାତ୍ର…

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।