ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ…
ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇପାରେ ଗତକାଲି ସୁଦ୍ଧା ରାଜ୍ୟରେ ୧୩୯. ୫ ମିଲିମିଟର ବର୍ଷା ରେକର୍ଡ ସୁନ୍ଦରଗଡ଼ ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା…
ଭୁବନେଶ୍ୱର: କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ବିଜେପି ପ୍ରତିବାଦ କରିଛି। ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ…
କୋରବା: କିଛି ଜିନିଷ ଚୋରି ହୋଇଗଲେ ଥାନାରେ ଅଭିଯୋଗ ହେବା କଥା ଆପଣ ଶୁଣିଥିବେ। ଯଦି ଗାଈ ଗୋବର ଚୋରି ହୋଇଯାଇଛି ଓ ଏନେଇ ଥାନାରେ ଅଭିଯୋଗ ହୋଇଛି, ହୁଏତ ଏହା ଶୁଣିଲା ପରେ ଆପଣଙ୍କୁ ଟିକେ ଅଜବ ଲାଗିବ। ହେଲେ…
ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…
ପାରଳାଖେମୁଣ୍ଡି: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନେ। ସେ ବୟସ ହେଉ କି ଆର୍ଥିକ ଅନଟନ। ଇଚ୍ଛା ଥିଲେ ସବୁ କିଛି ସମ୍ଭବପର ହୋଇଥାଏ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବା ବେଳେ ଆମେ ଆଜି…
ଇଟାନଗର: କିଛିଦିନ ହେବ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂକମ୍ପର କହର ଜାରି ରହିଥିବା ଦେଖିବାକୁ ମିଳିଛି। ଶନିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ହୋଇଥିବା ବେଳେ ଆଜି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶର ପାପୁମପାରେ ଭୂକମ୍ପର ଝଟ୍କା…
ଗୁରୁଗ୍ରାମ: ଆଖି ସାମ୍ନାରେ ବାପାଙ୍କ ମୃତ୍ୟୁ ଦେଖି ଭୟଭୀତ ହୋଇଯାଇଥିଲେ ଛୁଆ। ନା କିଛି କହିପାରୁଥିଲେ ନା ବାପାଙ୍କୁ ବଞ୍ଚାଇ ପାରିଥିଲେ। ଆଖିରୁ ଲୁହ ଗଡ଼ାଇବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସବୁଠାରୁ ବଡ଼ କଥା ହେଲା,…
ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କ କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ ଭୁବନେଶ୍ୱର:…
ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା…
ଯାଜପୁର: ନଦୀରେ ବୁଡ଼ି ଦୁଇ ଯୁବକଙ୍କ ସଲିଳ ସମାଧି। ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଶଙ୍କରାକୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ ଆଜି ସକାଳେ ଯୁବକ ଦ୍ୱୟ ଗାଧୋଉଥିବା…
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ୩-୪ ଦିନ ମଧ୍ୟରେ ପ୍ରଦୀପ୍ତଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯିବ କୋଭିଡ୍ରେ ସଂକ୍ରମିତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏମ୍ସର ୨ ଜଣ ଡାକ୍ତରଙ୍କ…
ରାଇପୁର: ମହଙ୍ଗା ପଡ଼ିଲା ପୋଲିସ୍ ବାବୁଙ୍କୁ ଲାଞ୍ଚ ନେବା। ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଛନ୍ତି ୨ ପୋଲିସ୍ କର୍ମୀ। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏହି ୨ ପୋଲିସ୍ କର୍ମୀ ଜଣେ ଟ୍ରାନ୍ସପୋର୍ଟରଙ୍କୁ ଲାଞ୍ଚ ମାଗିବା ଓ ତାଙ୍କ ଠାରୁ ଲାଞ୍ଚ…
କଟକ: ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା। କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ CDA ମାର୍କେଟ୍ର ଏକ ଦୋକାନ ବାରଣ୍ଡାରେ ଯୁବକ ଜଣକ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇ ଅତି ନିର୍ମମ ଭାବେ…
ପାଟନା: ବିହାର ସରକାର କ’ଣ କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ? କୋଭିଡ୍ରେ ମୃତ୍ୟୁବରଣ କରିଥିବା ପ୍ରକୃତ ସଂଖ୍ୟା ଲୁଚାଇ ଏହାକୁ କମ୍ କରି କ’ଣ ବିହାର ସରକାର ତଥ୍ୟ ପ୍ରଦାନ କରୁଛନ୍ତି ? ଗତ ୫ ମାସରେ ବିହାରରେ…
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ। ମୂଲ୍ୟାୟନ ପ୍ରକ୍ରିୟା ଉପରେ…
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ। ଭୁବନେଶ୍ୱର: +୨ର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଉପରେ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା- ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ଠାରୁ ଅଧିକ ମାର୍କ…
ଭୁବନେଶ୍ୱର: ଗତକାଲି ରାତି ୧୧ଟାରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି।ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର…
ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି। ଗତକାଲି ରାତି ୧୧ଟାରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ…
ଭୁବନେଶ୍ୱର: ‘ଭ୍ୟାକ୍ସିନ୍ ନେବା ପରେ ଯେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍ସିନ୍ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି। ଭ୍ୟାକ୍ସିନ୍ ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି’ ବୋଲି ସ୍ୱାସ୍ଥ୍ୟ…