• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

vlcsnap-error120
ଦକ୍ଷିଣ ଓ ପଶ୍ଚିମ ଭାରତରେ ବନ୍ୟା ବିଭୀଷିକା; ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କେବଳ ମୃତ୍ୟୁ ସଂଖ୍ୟା ୭୯କୁ ଛୁଇଁଛି। ଗତକାଲି କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।  ଓ୍ୱାୟନାଡ୍‌...

Capture
ମୁକୁଲ ୱାସନିକ୍‌ ହୋଇପାରନ୍ତି କଂଗ୍ରେସର ନୂଆ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ ଏହି ପଦବୀ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତାମାନେ ସର୍ବସମ୍ମତିକ୍ରମେ...

under water train
ଖୁବ୍‌ଶୀଘ୍ର ଭାରତରେ ଗଡ଼ିବ ଅଣ୍ଡର ୱାଟର୍‌ ଟ୍ରେନ୍‌

କୋଲକାତା: ଖୁବ୍‌ଶୀଘ୍ର ଭାରତରେ ପ୍ରଥମ ଅଣ୍ଡର୍‌ ୱାଟର୍‌ ଟ୍ରେନ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ ଘୋଷଣା କରିଛନ୍ତି। କୋଲକାତାର ହୁଗ୍‌ଲୀ ନଦୀରେ ଏହି ଟ୍ରେନ୍‌ ଗଡ଼ିବ। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଭାରତର ପ୍ରଥମ...

andhadhun
ଜାତୀୟ ଫିଲ୍ମ ପୁରସ୍କାର ୨୦୧୯: ଆୟୁଷ୍ମାନ୍‌, ଭିକି ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ...

supreme-court
ଅଯୋଧ୍ୟା ମାମଲା: ୫ ଦିନିଆ ଶୁଣାଣିକୁ ସମର୍ଥନ କଲାନି ମୁସଲିମ୍ ବୋର୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସାରିବା ପାଇଁ ସପ୍ତାହକରେ ୫ ଦିନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ମୁସଲିମ୍ ବୋର୍ଡ୍ ସମର୍ଥନ କରିନାହିଁ। ସୁପ୍ରିମକୋର୍ଟରେ ମୁସଲିମ୍‌ ପକ୍ଷର ଓକିଲ ରାଜୀବ ଧାୱନ କହିଛନ୍ତି ଏହା କେବେ ସପ୍ତାହକର...

bjp
ଧାରା ୩୭୦କୁ ନେଇ ସାରା ଦେଶରେ ବିଜେପି କରିବ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବ।ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ସମସ୍ତ ରାଜ୍ୟର ଦଳୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି...

flood
କେରଳରେ ବନ୍ୟା ବିଭୀଷିକା; ଚାଲିଗଲା ୨୨ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁର ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି। ତେବେ ସବୁଠାରୁ କେରଳ ଅଧିକ ପ୍ରଭାବିତ ହୋଇଛି। କୋଚିନ୍ ଏୟାରପୋର୍ଟ ଜଳମଗ୍ନ ହୋଇଥିବାରୁ ବିମାନବନ୍ଦରକୁ...

MS Dhoni
ସ୍ୱାଧୀନତା ଦିବସରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ପତାକା ଉଡ଼ାଇବେ। ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ଣେଲ୍‌ ଉପାଧି ପାଇ ସାରିଛନ୍ତି ଧୋନି। ଏବେ ସେ ଟେରିଟରିଆଲ ଆର୍ମିର ଯବାନଙ୍କ ସହ ପ୍ରଶିଷଣ ନେଉଛନ୍ତି। ଟେରିଟରିଆଲ୍ ଆର୍ମି ସହ...

BeFunky-collage
ପାକିସ୍ତାନ୍‌ ଚଳାଇଛି ନୂଆ ଷଡ଼ଯନ୍ତ୍ର ; ଏଲ୍‌ଓସିରେ ନିର୍ମାଣ କରୁଛି ସୁଡ଼ଙ୍ଗ

ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ପାକିସ୍ତାନ ଏକ ପ୍ରକାର ବିଭ୍ରାନ୍ତ ହୋଇଯାଇଛି। ଏହି ଘଟଣା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ରାଗରେ ବିଳିବିଳେଇ ହେଉଛି। ଏପରିକି ଭିତରେ ଭିତରେ ଷଡ଼ଯନ୍ତ୍ର ରଚିବାରେ...

Capture
କାଶ୍ମୀର ପ୍ରସଙ୍ଗରେ ପାକ୍‌ର ଆବେଦନକୁ ଜାତିସଂଘର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆବେଦନକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରି ଦେଇଛି। ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଜାତିସଂଘ ପରାମର୍ଶ ଦେଇଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା ପରେ ସେଠାକାର ସ୍ଥିତି ଗମ୍ଭୀର ରହିଛି। ତେଣୁ...

vlcsnap-error407
ଲଗାଣ ବର୍ଷାରେ ପୁରୀରେ କୃତ୍ରିମ ବନ୍ୟା

ପୁରୀ: ଲଗାଣ ବର୍ଷା ପରେ ପୁରୀ ସହରର କିଛି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ ଏହି କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନ...

koraput
୧୨ ବର୍ଷରେ ୧୨ ଜିଲ୍ଲାପାଳଙ୍କ ବଦଳି

ଜୟପୁର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଦେଖା ଦେଇଛି। ସରକାରଙ୍କ ମନମୁଖି ନିଷ୍ପତ୍ତି ଯୋଗୁ ବିକାଶରେ ବ୍ରେକ୍ ଲାଗିଛି। ଜିଲ୍ଲାରେ ୧୨ ବର୍ଷରେ ୧୨ ଜଣ ଜିଲ୍ଲାପାଳଙ୍କ ବଦଳିକୁ ନେଇ ବୁଦ୍ଧୀଜୀବୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଜିଲ୍ଲାରେ ନିଯୁକ୍ତି ପାଉଥିବା ଜିଲ୍ଲାପାଳମାନେ ନିଜର ୨...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।