• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

crocodile
କୁଆଖାଇ ନଦୀକୁ ପଶି ଆସିଛି ଥଣ୍ଟିଆ କୁମ୍ଭୀର, ଭୟଭୀତ ଲୋକେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀକୁ ପଶି ଆସିଛି ଏକ ଥଣ୍ଟିଆ କୁମ୍ଭୀର। ଏହା ଜଣାପଡ଼ିବା ପରେ ନଦୀ କୂଳରେ ରହୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରାୟ ୬ରୁ ୮ ଫୁଟ ଲମ୍ବର ଏହି କୁମ୍ଭୀରକୁ ହରିଦାସପୁର-ବଙ୍ଗୁଆରୀ ନିକଟରେ ଲୋକେ ଦେଖିଥିବା କହିଛନ୍ତି। ନଦୀକୂଳରେ ଏକ ବାଛୁରୀ...

odisha
ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ବନ୍ଧା ହେଲେ

ମୁନିଗୁଡ଼ା: ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ବିଷମକଟକ ପୁଲିସ୍‌ ଜଣକୁ ଗିରଫ କରିଛି। ତାଙ୍କ ନାଁ ମାନସ ମହାନ୍ତି। ତାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ। ସେ ଗତ କିଛି ବର୍ଷ...

odisha
ନକଲି ଖଇନି କାରଖାନା ଠାବ, କମ୍ପାନୀ ମାଲିକ ଫେରାର

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ଏକ ନକଲି ଖଇନି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ନକଲି ଖଇନି ସହ ନକଲି ବ୍ରାଣ୍ଡ୍‌ ଥିବା ପ୍ୟାକିଂ ଜରି ଓ ମେସିନ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା...

sarapancha
ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ୧୦ରୁ ୧୫ ଜଣ ମାଓବାଦୀ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ପଡ଼ିଥିବା ନେଇ...

odisha
ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଫୁଲବାଣୀ: ଅସ୍ତ୍ରୋପଚାର ପୂର୍ବରୁ ଦିଆଯାଇଥିବା ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜି. ଉଦୟଗିରି ଥାନା ଅନ୍ତର୍ଗତ ବୁଦୁଲିପଡ଼ାର ବିଜୟ ନାୟକଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ ...

Lalbaugcha Raja
ସାମ୍ନାକୁ ଆସିଲା ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ

ମୁମ୍ବାଇ: ଦିନକ ପରେ ସାରା ଦେଶରେ ପୂଜା ପାଇବେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ। ଏନେଇ ସାରାଦେଶ ଚଳଚଞ୍ଚଳ। ତେବେ ମୁମ୍ବାଇର ପ୍ରସିଦ୍ଧ ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଯାହାକୁ ଦେଖିବାପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। ପ୍ରତିବର୍ଷ ଭିନ୍ନ ଏବଂ...

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୩୧ ତାରିଖ, ଶନିବାର, ସିଂହ ମାସ ୧୫ ଦିନ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

accident
ଭାରସାମ୍ୟ ହରାଇ ଓଲଟିଲା ବସ୍‌; ୨ ମୃତ, ୨୦ରୁ ଅଧିକ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌...

bbsr
ବନ୍ଧା ହେଲା ରାଜଧାନୀର ଯୌନ ପିପାସୁ

ଭୁବନେଶ୍ୱର: ଗିରଫ ହେଲ ରାଜଧାନୀର ଯୌନ ପିପାସୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ତେବେ ଟିଆଇ ପରେଡ୍ ପରେ ଅଭିଯୁକ୍ତର ନାଁ ପ୍ରକାଶ କରାଯିବ ବୋଲି ପୁଲିସ୍‌ କହିଛି। ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।