ବ୍ରହ୍ମପୁର/ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା। କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ ଘୋଷଣା...
ଭୁବନେଶ୍ୱର: ବନୀକରଣର ନୂଆ ଉପାୟ। ଏବେ ଆଉ ଗାତ ଖୋଳି ଚାରା ରୋପଣ ନୁହେଁ, ବରଂ ବଲ୍ ଫିଙ୍ଗି ହେବ ବୃକ୍ଷରୋପଣ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଧୁନିକ ସମୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ନୂଆ...
ଆଜି ୨୦୧୯ ମସିହା, ସେପ୍ଟେମ୍ବର ମାସ ୬ ତାରିଖ, ଶୁକ୍ରବାର, ସିଂହ ୨୧ଦିନ, ଭାଦ୍ରବ ମାସ, ଶୁକ୍ଳ ପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ଏସ୍ସିବିରୁ ଯାଇଥିବା ୨ ଜଣିଆ ଡାକ୍ତରୀ ଟିମ୍ଙ୍କ ସହ ଦିଲ୍ଲୀରୁ ଆଜି ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଜଗା, କାଳିଆ। ନୂଆଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଆଜି ସନ୍ଧ୍ୟାରେ ସେମାନେ ବାହାରିବେ। ଜଗା କାଳିଆ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍ସିବି ମେଡିକାଲ୍ରେ...
ଭୁବନେଶ୍ୱର: ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍ମାର ଏକ ବଡ଼...
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କୁ ଲାଞ୍ଚ ମାଗିବା ଘଟଣାରେ ସମ୍ପୃକ୍ତ ନର୍ସଙ୍କୁ ନିଲମ୍ବନ କରାଯାଇଛି। ଗତ ୩ ତାରିଖରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ସମ୍ପୃକ୍ତ ନର୍ସ ଜଣକ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ବେଳର ଭିଜୁଆଲ ସୋଶାଲ୍ ମିଡିଆରେ ଭାଇରାଲ...