• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Gadgets Updates

AC
ଅସହ୍ୟ ହିଟୱେଭ୍ ପାଇଁ ଏସିର ଏବେ ହାଇ ଡିମାଣ୍ଡ୍

ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ,ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । ହେଲେ ଇଲେକ୍ଟ୍ରୋନିକ୍ସ ଦୋକାନରେ ମନମୁତାବକ ଏସି ମିଳିବା ମୁସ୍କିଲ ହୋଇଯାଉଛି। ତେବେ ଏସିର ବହୁଳ ପ୍ରଚଳନ ଖରାଦିନେ ବିଜୁଳି ସଂକଟକୁ ଆହୁରି ସଂଗୀନ କରିବା ଆଶଙ୍କା ଥିବା ଚେତାଇ ଦେଇଛନ୍ତି ଶକ୍ତି ବିଶେଷଜ୍ଞ ।

smartphone users
ଚକିତ କଲା BCG ରିପୋର୍ଟ ! ୮୪% ଭାରତୀୟ ସ୍ମାର୍ଟଫୋନ୍‌ ଆଡିକ୍‌ଟେଡ୍‌, ଦେଖୁଛନ୍ତି ଏହି ଭିଡିଓ

୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍‌ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି ।

22 malicious apps removed by Google, users need to delete them
Google ର ଚେତାବନୀ; ଏହି ୨୨ଟି ଆପ୍‌କୁ ମୋବାଇଲ୍‌ରୁ ତୁରନ୍ତ ଡିଲିଟ୍ କରନ୍ତୁ...

କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍‌କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍‌ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।

How to check pan aadhaar link or not
ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍‌…

Speed Shoe
ଏହି ଜୋତା ପିନ୍ଧିଲେ ୨୫୦% ବଢ଼ିଯିବ ଆପଣଙ୍କ ଚାଲିବା ସ୍ପିଡ୍, ଜାଣନ୍ତୁ କେତେ ଟଙ୍କାରେ ମିଳୁଛି..

ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍‌ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ। 

  • Saturday, 29 October 2022
Google Play Store
ଆପଣଙ୍କ ମୋବାଇଲ୍‌ରେ ଏହି ସବୁ ଆପ୍‌ ଅଛି କି ? ହୋଇପାରେ ହ୍ୟାଙ୍ଗ, ସରିଯିବ ବ୍ୟାଟେରୀ

ବିଜ୍ଞାପନ ନାଁରେ ବ୍ୟାକ୍‌ଗ୍ରାଉଣ୍ଡରେ ଅନେକ ୱେବ୍‌ସାଇଟ୍‌ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍‌ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।

WhatsApp will stop working on older iPhones
ଦୀପାବଳି ପରେ ଏହିସବୁ iPhoneରେ ଆଉ କାମ କରିବନି WhatsApp

ଆପଣ ପୁରୁଣା iPhone ବ୍ୟବହାର କରୁଛନ୍ତି କି ? କିମ୍ବା ଆପଣଙ୍କ ଫୋନ୍‌ iOSର ପୁରୁଣା ଭର୍ସନରେ ଚାଲୁଛି କି ? ଯଦି ଏପରି ହୋଇଥାଏ ତା’ହେଲେ ତୁରନ୍ତ ଆପଣ ଫୋନ୍‌ ଅପ୍‌ଗ୍ରେଡ୍‌ କରନ୍ତୁ କିମ୍ବା iOSର ଲାଟେଷ୍ଟ୍‌ ଭର୍ସନ ଅପଡେଟ୍‌ କରନ୍ତୁ।