unesco
#ୟୁନେସ୍କୋରେ_ସ୍ଥାନ_ପାଇଲା_ଗୀତା_ଓ_ନାଟ୍ୟଶାସ୍ତ୍ର
ଭାରତୀୟ ସଭ୍ୟତା ଐତିହ୍ୟ ପାଇଁ ଐତିହାସିକ ଦିନ । ଶ୍ରୀମଦ୍ ଭଗବଦ ଗୀତା ଓ ଭରତ ମୁନୀଙ୍କ ଦ୍ବାରା ଚରିତ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି । ଏହା ଦ୍ବାରା ଭାରତର ଶାଶ୍ବତ ଜ୍ଞାନ ଓ କଳାତ୍ମକ ପ୍ରତିଭା ବିଶ୍ବରେ ସମ୍ମାନିତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)