Advertisment

ଶାହ ଦେଲେ କଡ଼ା ନିର୍ଦ୍ଦେଶ, ପାକିସ୍ତାନୀଙ୍କୁ ଦେଶରୁ ବାହାରକର

ଖୋଜି ଖୋଜି ପାକିସ୍ତାନ ନାଗରିକଙ୍କ ଭାରତରୁ ବାହାରକର । ପାକ ନାଗରିକଙ୍କ ଭିସା ବାତିଲ କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

author-image
Tapaswini Nayak

ଖୋଜି ଖୋଜି ପାକିସ୍ତାନ ନାଗରିକଙ୍କ ଭାରତରୁ ବାହାରକର । ପାକ ନାଗରିକଙ୍କ ଭିସା ବାତିଲ କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Pakistan PM Jammu Kashmir Row
Advertisment
Advertisment