Advertisment

ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ!

ବଲୁଚ୍ ଲିବରେସନ୍ ଆର୍ମି ବି ବିଏଲ୍‌ଏ। ବଲୁଚିସ୍ତାନରେ ସକ୍ରିୟ ଥିବା ଚରମପନ୍ଥୀ ବା ଉଗ୍ରବାଦୀ ସଂଗଠନ। ଯାହାକୁ ପାକିସ୍ତାନ ଓ ଆମେରିକା କରିଛନ୍ତି ବ୍ୟାନ୍‌। ଏବେ ପାକିସ୍ତାନ ବେକରେ ଏମାନେ ସାଜିଛନ୍ତି କଣ୍ଟା। ଗରିଲା ଯୁଦ୍ଧ ଲଢୁଛି ବିଏଲ୍‌ଏ। ପାକିସ୍ତାନ ସେନା ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛି।

author-image
Tapaswini Nayak

ବଲୁଚି ଲିବରେସନ୍ ଆର୍ମି ବି ବିଏଲ୍‌ଏ। ବଲୁଚିସ୍ତାନରେ ସକ୍ରିୟ ଥିବା ଚରମପନ୍ଥୀ ବା ଉଗ୍ରବାଦୀ ସଂଗଠନ। ଯାହାକୁ ପାକିସ୍ତାନ ଓ ଆମେରିକା କରିଛନ୍ତି ବ୍ୟାନ୍‌। ଏବେ ପାକିସ୍ତାନ ବେକରେ ଏମାନେ ସାଜିଛନ୍ତି କଣ୍ଟା। ଗରିଲା ଯୁଦ୍ଧ ଲଢୁଛି ବିଏଲ୍‌ଏ। ପାକିସ୍ତାନ ସେନା ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛି।

Advertisment
Pakistan Soldiers Pakistan PM
Advertisment
Advertisment