ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...
ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ କଞ୍ଚା କଦଳୀରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘କଦଳୀ କୋପ୍ତା’।
ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।
ହୋଟେଲ୍ରେ ହେଉ ଅବା ଘରେ ଆପଣ ଚିକେନର ବିଭିନ୍ନ ରେସିପି ଖାଇଥିବେ । ତେବେ କେବେ ଆପଣ ଘରେ ଚିକେନର ଏହି ରେସିପି ଖାଇଛନ୍ତି କି ? ଏହି ରେସିପିର ନାଁ ହେଉଛି ‘ଚିକେନ୍ ପିଆଜ କଷା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଆସନ୍ତୁ ବନେଇବା ଚିକେନ୍ ପିଆଜ କଷା’ ।
ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ ।
ଭାକୁର ମାଛ ଝୋଳ ତ ବହୁତ ଖାଇଥିବେ। ଏବେ ଏମିତି କରନ୍ତୁ ଭାକୁର ମାଛ ଲଟପଟା। ପାଟିରୁ ଛାଡିବନି ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି 'ଚିଙ୍ଗୁଡ଼ି ସୁରୁଆ' । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ ସୁପର’
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟା ପାଇଁ ଆମେ ବନେଇବା ସୁଆଦିଆ ମିଠା ‘ଗୋଲାପଜାମୁନ୍’।
ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’।
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ୍ ତଡ଼କା’
ଆପଣ ଡାଲି ବା ବୁଟର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିର ନାଁ ହେଉଛି ‘ରାଜମା କଷା’ ।
ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମଜା ନିଅନ୍ତୁ।
ଚାଉଳ ଖିରି ହେଉ କି ସିମେଇ ଖିରି ଆପଣ ଏହିଭଳି ଖିରି ଘରେ ବନେଇ ଥିବେ । କିନ୍ତୁ ଆପଣ କେବେ କି ଆମ୍ୱରେ ଖିରି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ବନେଇବା ଆମ୍ବ ଖିରି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ମାଛ ଖାଇବାକୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି । ମାଛରୁ ବିଭିନ୍ନ ପ୍ରକାରରେ ଫ୍ୟୁଜନ ଓ କଣ୍ଟିନେଣ୍ଟାଲ ରେସିପି ମଧ୍ୟ ତିଆରି ହୁଏ। ଆଜି ଆମେ ଏଠାରେ ଆପଣଙ୍କୁ ମାଛର ଏକ ଖାଣ୍ଟି ଦେଶୀ ରେସିପି ବିଷୟର କହିବାକୁ ଯାଉଛି ଯାହାର ନାଁ ହେଲା ‘ରୋହି ମାଛ ପୋସ୍ତ’। ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ଦେଶୀ ରେସିପି ।
ଏହି ଗରମରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ କିମ୍ବା ଲସି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଆଜି ଆମେ ବନେଇବା ଥଣ୍ଡା ଥଣ୍ଡା ‘କେଶର ପିସ୍ତା କୁଲଫି’ ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ପଣା ସଂକ୍ରାନ୍ତିରେ ଆମେ ବନେଇବା ସୁଆଦିଆ ମିଠା ‘ରାବିଡ଼ି ମାଲପୁଆ’।
ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।
ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ଦୋପିଆଜା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ମାଛ ସାକରା’ ।
ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ମଟନ୍ ମୋଗଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଡହ ଡହ ଗରମରେ ପାଟିରେ ଥଣ୍ଡା ପାନୀୟ ପଡିଗଲେ ମନରେ ଶାନ୍ତି ମିଳିଯାଏ । ସେଥିପାଇଁ ଆମେ ଘରେ ହେଉ କି ବାହାରେ ଥଣ୍ଡା ପନୀୟ ଯଥା ଲସି ଓ ସରବତ ପିଇଥାଉ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ବନାନା ଲସି’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ ।
ଆପଣ ମାନେ ଆଗରୁ ମାଛର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ମାଛର ମଞ୍ଚିରେ ତିଆରି ରେସିପି ଖାଇଛନ୍ତି କି ? ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ ଏକ ସ୍ବାଦିଷ୍ଟ ରେସିପି ତିଆରି କରିବୁ । ଏହି ରେସିପିର ନା ହେଉଛି ‘ମାଛ ମଞ୍ଜି କୋଫ୍ତା’
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଚଟପଟା ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।