• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Food And Recipes

dahi fish besara recipe
ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପୋହଳା ବେସର’

ଆମ ଦେଶୀ ଓଡ଼ିଆ ଖାଇବାର ରେସିପି ସବୁଠୁ ନିଆରା । ବିଶେଷ କରି ଓଡ଼ିଆ ଦେଶୀ ରାନ୍ଧଣା ପ୍ରାୟତଃ ଆମ ସଭିଙ୍କୁ ପସନ୍ଦ ହୋଇଥାଏ । ଆଜି ଆମେ ପୋହଳା ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ ।

corn paneer cutlet recipe
ସନ୍ଧ୍ୟା ଟିଫିନ୍‌ ପାଇଁ ‘ପନିର କର୍ଣ୍ଣ କଟଲେଟ୍’

ପନିର ଓ ମକାରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ ଜାଣନ୍ତୁ। ରେସିପିର ନାଁ ହେଉଛି ‘ପନିର କର୍ଣ୍ଣ କଟଲେଟ୍’’।

chiken thoran
ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ଥୋରାନ୍’

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିକେନ ଥୋରାନ୍’ ।

mutton korma
ଘରେ ବନାନ୍ତୁ ମଟନ୍ କୋରମା

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ମଟନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ କୋରମା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

sweet dish 'peda'
ରାକ୍ଷୀରେ ଘରେ ପ୍ରସ୍ତୁତ କରନ୍ତୁ ‘ପେଡ଼ା’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ମିଠା ଓ ପିଠାର ଆସର ପାଇଁ ଭଳିକି ଭଳି ରେସିପି ତିଆରି କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମିଠାର ଏକ ସହଜ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନା ହେଉଛି ‘ପେଡ଼ା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chilli fish
ଘରେ ବନାନ୍ତୁ ‘ଚିଲି ମାଛ’

ଆପଣ ମାନଙ୍କୁ ଆଜି ମାଛର ଏକ ଚଟପଟା ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଲ୍ଲି ମାଛ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

egg cotlet
ଘରେ ବନାନ୍ତୁ 'ଅଣ୍ଡା କଟଲେଟ୍'

ଅଣ୍ଡା ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଘରେ ଅଣ୍ଡାକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ତେବେ ଆମେ ଆପଣ ମାନଙ୍କୁ ଅଣ୍ଡାର ଏକ ନୂଆ ଓ ସରଳ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଏଗ୍ କଟଲେଟ୍’ ।

odia recipe
ଘରେ ବନାନ୍ତୁ ଚଟପଟା ‘ଛଚିନ୍ଦ୍ରା ମସଲା’

ସାଧାରଣତଃ ଚଟପଟା ରେସିପି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଯେ କୈଣସି ପରିବାରେ ତରକାରୀ ହେଉ କି ଭଜା ତିଆରି କଲେ ତାହାକୁ ଆଉ ଟିକେ ଚଟପଟା କରିଲେ ଖାଇବାର ସୁଆଦ ଆହୁରି ବଢି ଯାଇଥାଏ । ତେବେ ଆମେ ଆପଣମାନଙ୍କୁ ଛଚିନ୍ଦ୍ରାର ଏକ ନୂଆ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ ଛଚିନ୍ଦ୍ରା ମସଲା ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chilli baby corn
ସଂଧ୍ୟାରେ ବନାନ୍ତୁ ‘ଚିଲି ବେବି କର୍ଣ୍ଣ’

ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ବନେଇବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Rice ball
ପିଲାଙ୍କ ପାଇଁ ସନ୍ଧ୍ୟାରେ ବନାନ୍ତୁ ଟେଷ୍ଟି ରାଇସ୍ ବଲ୍

ସାଧାରଣତଃ ଘରେ ଛୋଟ ପିଲାମାନେ ଭାତ,ରୁଟି ଖାଇବାକୁ ନାକ ଟେକିଥାନ୍ତି । ସ୍ନାକ୍ସ ଖାଇବା ପାଇଁ ବେଶୀପସନ୍ଦ କରନ୍ତି ଛୋଟ ପିଲାମାନେ। ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଘରର ବଳକା ଭାତରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରାଇସ୍ ବଲ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Taste of Odisha Ep 175 | 12 Oct 2019 | Odia Food & Recipes: How to Prepare | ସମ୍ପୁର୍ଣ ଓଡ଼ିଆ ଖାଦ୍ୟ
Taste of Odisha Ep 175 | 12 Oct 2019 | Odia Food & Recipes: How to Prepare | ସମ୍ପୁର୍ଣ ଓଡ଼ିଆ ଖାଦ୍ୟ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes