ଆପଣ ବିଭିନ୍ନ ପ୍ରକାରର ବରା ଓ କଟଲେଟ୍ ର ରେସିପି ଖାଇଥିବେ । ଆପଣ କେବେ ମକା ଓ ଆଳୁର ମିଶ୍ରଣରେ ଚଟପଟା ରେସିପି ଖାଇଛନ୍ତି କି? ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା 'ମକା ଆଳୁ ବରା' ।
ଆପଣ କେବେ ଶୁଣିଛନ୍ତି କି ଦହିକୁ ଛାଣି ଏହାର ଏକ ରେସିପି ପ୍ରସ୍ତୁତ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏକ ନିଆରା ଓ ଓଡ଼ିଆର ଦେଶୀ ରେସିପି ବିଷୟରେ ଜଣେଇବୁ । ଏହି ରେସିପର ନାଁ ହେଉଛି ‘ଦହି ମସମୁସ୍’ ।
ଘରେ ଆପଣ ନୁଡଲ୍ର ବିଭିନ୍ନ ପ୍ରକାରର ରେସିପି ଖାଇଥିବେ । କିନ୍ତୁ ଆପଣ କେବେ 'ନୁଡଲ ବଲ୍ ସୁପି' ରେସିପି ଖାଇଛନ୍ତି କି ? ତାହେଲେ ଘରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।
ଆପଣ କେବେ ନଡ଼ିଆ ରସରେ ପ୍ରସ୍ତୁତ ଚିକେନର ରେସିପି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ୍ ନଡ଼ିଆ ରସା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ‘ରାବିଡ଼ି ମାଲପୁଆ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରାବିଡ଼ି ମାଲପୁଆ' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ’ ଖାଇଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମଟନ୍’ । ଏହି ରେସିପିଟି ଆମେ ଆଜି ଦେଶୀ ଉପାୟରେ ପ୍ରସ୍ତୁତ କରିବା ।
ଆଜିର ରାନ୍ଧଣା ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ ପନିରର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ପର୍ବପର୍ବାଣୀରେ ଘରେ ବନେଇ ଖାଇପାରିବେ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ 'ଦହି ପନିର' ।
ଘରେ ବିଭିନ୍ନ ଦେଶୀ ଶୈଳୀରେ ଆମେ ରେସିପି ତିଆରି କରିଥାଉ । ଆଜି ଆମେ ଏକ କାଠ ଚୁଲିରେ ଏକ ଦେଶୀ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାଉଁଶ ଚୁନା ମାଛ’ ।
ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଛାଡ଼ଖାଇରେ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ଦେଶୀ ପୋହଳା ମାଛ ଝାଲ୍’ ।
ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ ।
ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍ୱା’ ।
ଆପଣ କେବେ ପାମ୍ପଡ଼ ଓ ପରିବାରେ ତିଆରି ହୋଇଥିବା ରେସିପି ଖାଇଛନ୍ତି କି ? ଆଉ ସେ ପୁଣି ବିନା ପିଆଜ ରସୁଣରେ । ପଞ୍ଚୁକରେ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବୁ 'ଭେଜ୍ ପଟିଆଲା' । ଚାଲନ୍ତୁ ଜାଣିବା..
ଓଡ଼ିଆ ଘରେ ଆମେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଓଡ଼ିଆ ଘର ଏକ ଦେଶୀ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ନଡ଼ିଆ ଗୋଟମା' ।
ମିଠା ଓ ପିଠା ଆମ ଓଡ଼ିଆ ଘରର ମୁଖ୍ୟ ରେସିପି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘।
ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ପଞ୍ଚୁକରେ ଘରେ ଅତି ସହଜ ଓ ସରଳ ଉପାୟରେ ବନାନ୍ତୁ 'ସାହି ପୋଟଳ' ରେସିପି ।
ଆପଣ କେବେ ଚିଙ୍ଗୁଡି ବରା ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସ୍ୱାଦିଷ୍ଟ 'ଚିଙ୍ଗୁଡି ବରା' । ଏହି ରେସିପିଟି ଆପଣ ସଂଧ୍ୟା ସ୍ନାକ୍ସରେ ଘରେ ପ୍ରସ୍ତୁତ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ପନିର ରେଶମି' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।
ଘରେ ଆପଣ ଚିକେନର ଭଳି କି ଭଳି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବୁ । ତେବେ ଆଜି ବନେଇବା 'ଖୁଆ ଚିକେନ' । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍ୱାନ୍ ଦୋସା’ ।
ଗରମାଗରମ୍ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଛା ଥାଏ । ସେଥିପାଇଁ ଆମେ ବାହାରେ ଅବା କୌଣସି ରେସ୍ତୁରାଁକୁ ଯାଇ ଖାଦ୍ୟ ଖାଇଥାଉ । କିନ୍ତୁ ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଘରେ ଆଜି ହିଁ ବନାନ୍ତୁ, ଚଟ୍ପଟା ଆଳୁ ଟିକ୍କି ଚାଟ୍ ।
ଘରେ ମାଛର ବିଭିନ୍ନ ପ୍ରକାର ରେସିପି ତିଆରି କରାଯାଏ । ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସିଝା ମାଛ ମସଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ।
ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି ଦୀପାବଳୀରେ ଘରେ ବନାନ୍ତୁ ଏକ ମିଠାର ରେସିପି । ଆଜି ଆମେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଲାକନ୍ଦ’ । ଏହି ରେସିପିଟି ଘରେ ଆପଣ ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଘରେ ଆମେ ପନିର୍ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନିରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘କ୍ରିମି କାଜୁ ପନିର୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଏବେ ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ ଆମ ଘର ମାନଙ୍କରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କୁ ପନିରର ଏକ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ପନିର୍ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।
ପର୍ବପର୍ବାଣୀ ଆସିଲେ ଘରେ ପ୍ରସ୍ତୁତ ହୁଏ ଭଳି କି ଭଳି ପିଠା । ଆଜି ଆମେ ଆମ ଓଡ଼ିଆ ଘରର ଏକ ପାରମ୍ପରିକ ପିଠାର ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚନ୍ଦ୍ରକାନ୍ତି ପିଠା’ । ଏହି ଦୀପାବଳୀରେ ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ ଚିନ୍ଦ୍ରକାନ୍ତି ପିଠା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।