ଗିରଫ ହେବେ ସାଂସଦ ଅନୁଭବ ମହାନ୍ତି ! ଅନୁଭବଙ୍କ ବିରୋଧରେ ଜାରି ହେଲା NBW । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ Non Bailable Warrant ଜାରି କରିଛନ୍ତି କଟକ JMFC କୋର୍ଟ । ପିତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୂର୍ବରୁ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ।
Published By: Santosh Kumar Sahoo
Last updated: 13 May 2024, 04:48 PM IST
ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ ।