/odishatv-khabar/media/media_files/2026/01/17/fire-2026-01-17-11-50-08.jpg)
Fire Photograph: (OTV)
ଅଳିଆ ଗଦାରେ ନିଆଁ। ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିଲା। ରାତିରେ ଅଧିକ ବ୍ୟାପିଥିଲା। ନିଆଁ ସହ ଧୂଆଁରେ କଲବଲ ହୋଇଥିଲେ ପାଖରେ ରହୁଥିବା ବସ୍ତି ବାସିନ୍ଦା।
Advertisment
ଅଗ୍ନିଶମ ବାହିନୀ ପହଞ୍ଚି ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରିଥିଲେ। ପୁରୀ ପୌରପାଳିକା ଅନ୍ତର୍ଗତ ଗୌଡବାଡ଼ ସାହି ସାର ଗୋଦାମ ନିକଟରେ ନିଆଁ ଲାଗିଥିଲା। ସହରର ସମସ୍ତ ଆବର୍ଜନା ସେଠାରେ ଜମା ହୋଇ ପାହାଡ଼ ଭଳି ଗଦା ହୋଇଥିଲା।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦୀର୍ଘ ଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ।
Advertisment
ଅଳିଆ ଗଦାରେ ନିଆଁ
ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ଅଗ୍ନିକାଣ୍ଡ
ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିଲା
ନିଆଁ ଓ ଧୂଆଁରେ କଲବଲ ହେଲେ ପାଖ ବସ୍ତି ବାସିନ୍ଦା
ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
Advertisment



Related Articles
Nisha Maharana Moves High Court: ନିଶାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ
POSTED

Oil Mafia Attacks Journalist: ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ, ସାମ୍ବାଦିକଙ୍କୁ ଆକ୍ରମଣ
POSTED

Hockey India League: ଆଜିଠୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍ ଲଢ଼େଇ, ପ୍ରଥମ ଦିନରେ ୨ଟି ମ୍ୟାଚ୍
POSTED

Bundles of Cash Found: ବିଜେଡି ନେତାଙ୍କ ଘରେ ରେଡ୍, ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)