• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 25 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 2 weeks ago

Naba Das Murder Investigation: ନବ ଦାସ ହତ୍ୟା ରହସ୍ୟ ଭେଦିବାକୁ ତନାଘନା, ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି। More
  • Otv Khabar Bureau
  • 2 weeks ago

Fake News India-Pakistan: ବଡ଼ ଚ୍ୟାନେଲ୍‌ରେ ମିଛ ଖବର; ଏଭଳି ସମ୍ବେଦନଶୀଳ ସମୟରେ କେତେ ଠିକ୍‌ ? 

ଏଭଳି ସମ୍ବେଦନଶୀଳ ସମୟରେ ମିସାଇଲ ଛାଡିଲା ଭାରତ କହି ଲୋକଙ୍କୁ ଭୁଆଁ ବୁଲାଇ ମିଛ ଥମ୍ବନେଲ କରିଛି ଏକ ବଡ଼ ଚ୍ୟାନେଲ୍‌ । More
  • Namita Biswal
  • 2 weeks ago

Odisha Police Allowance: ପୋଲିସ କର୍ମଚାରଙ୍କ ଭତ୍ତା ଦୁଇଗୁଣା ବଢ଼ିଲା

ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କା, SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି । More
  • Namita Biswal
  • 2 weeks ago

Police Encounter in Rourkela: ଢାବା ମାଲିକଙ୍କୁ ଗୁଳିକରି ଛୁ' ମାରୁଥିଲେ, ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ୨ ଡକାୟତଙ୍କୁ ପୋଲିସର ଏନ୍‌କାଉଣ୍ଟର । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନ୍‌କାଉଣ୍ଟର କଲା ପୋଲିସ । ୨ ଜଣ ଆହତ ଅବସ୍ଥାରେ ରାଉରକେଲା ମେଡିକାଲରେ ଭର୍ତ୍ତି । More
  • Deviprasad Jena
  • 2 weeks ago

Woman Dies Due to Faulty Hospital Lift : କାଳ ହୋଇ ଖସିଲା ଲିଫ୍ଟ ଡୋର୍, ଚାଲିଗଲା ମହିଳା ରୋଗୀଙ୍କ ଜୀବନ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳା ରୋଗୀଙ୍କ ଜୀବନ । More
  • Deviprasad Jena
  • 2 weeks ago

Odisha’s Prashant Satpathy: ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ; ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । More
  • Deviprasad Jena
  • 2 weeks ago

Ayushman Bharat Scheme Challenges: ଆୟୁଷ୍ମାନ ଯୋଜନାରୁ ସୁଫଳ ମିଳୁନଥିବା ଅଭିଯୋଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ...

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ । More
  • Debendra Nath Parida
  • 2 weeks ago

Annapurna Brata Katha: ତିନିଦିନ ଧରି ଅଧିଆ ପଡ଼ିଥିବା ଭକ୍ତ ଧନଞ୍ଜୟଙ୍କ କାନରେ ହଠାତ୍ ଶୁଣାଗଲା ୩ଟି ଶବ୍ଦ, ଉଠିପଡ଼ି ଦେଖନ୍ତି ତ...

ଆମେ କାହିଁକି କରିବା ଉଚିତ ମାଆ ଅନ୍ନପୂର୍ଣ୍ଣାଙ୍କ ପୂଜା? କେମିତି ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି? ମାଆ କଣ ଚାହାଁନ୍ତି? ଗରିବ ଭକ୍ତ ଧନଞ୍ଜୟ କେମିତି ମାଆଙ୍କ ପୂଜା କରି ଧନସଂପତ୍ତି ଓ କୋଠାବାଡ଼ିର ମାଲିକ ହୋଇପାରିଲା, ପଢ଼ନ୍ତୁ ପୁରାଣର ଏହି ସୁନ୍ଦର ଗପଟି। More
  • Tapan Kumar Swain
  • 2 weeks ago

Agneepath Recruitment Scam Allegations: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

କେଉଁ କେଉଁ ପିଲା ସିଲେକ୍ଟ ହେଉଛନ୍ତି, ତାହା ଏମାନେ ଆଗରୁ ଜାଣିଯାଉଥିଲେ । ଏହି ପିଲାମାନଙ୍କୁ ସେମାନେ ଫୋନରେ ଯୋଗାଯୋଗ କରୁଥିଲେ । ତୁମେ ଟଙ୍କା ଦେଲେ ତୁମର ଚାକିରି ହୋଇଯିବ ବୋଲି କହୁଥିଲେ । ଚାକିରି ଆଶାୟୀଙ୍କ ଠାରୁ ଏମାନେ ଏହି ଭଳି ଟଙ୍କା ଆଦାୟ କରୁଥିଲେ । More