• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 21 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 weeks ago

BJD Executive Committee Tensions: ନବୀନଙ୍କ ତଣ୍ଟିରେ କାର୍ଯ୍ୟକାରିଣୀ କମିଟି କଣ୍ଟା, ବିଦ୍ରୋହ ଡରରେ ଟେନସନରେ ବିଜେଡି ମୁଖିଆ

ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ । More
  • Santosh Kumar Sahoo
  • 3 weeks ago

Hidden Wealth Discovery: ବଞ୍ଚୁଥିଲେ ଭିକାରି ପରି, ମଲା ପରେ ଜଣା ପଡ଼ିଲା କୋଟିପତି

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ । More
  • Ipsita Pradhan
  • 3 weeks ago

Hair Loss due to Nutrient Deficiency: ଆପଣଙ୍କ ଖାଦ୍ୟ ଅଭ୍ୟାସ ନୁହେଁ ତ କେଶ ଝଡ଼ିବାର କାରଣ

ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ଆଉ ଖବରକାଗଜ ସବୁଆଡେ ଆପଣ ହଜାରେ ତେଲ ଓ ଉପାୟ ଦେଖନ୍ତି କେଶ ମଜବୁତ ଏବଂ ନଝଡିବା ପାଇଁ। ଜେଜେ ମା’ ଠୁ ଆରମ୍ଭ କରି ବନ୍ଧୁ ପର୍ଯ୍ୟନ୍ତ ସମସ୍ତଙ୍କ ପରାମର୍ଶ ମାନନ୍ତି,ସାମ୍ପୁ, ସେରମ ବଦଳାଇ ପାରନ୍ତି, ସପ୍ଲିମେଣ୍ଟସ ଖାଆନ୍ତି, ହେଲେ କେଶ ଝଡିବା କମେ ନାହିଁ। ଆଉ ନିରାଶ ହୁଅନ୍ତି। କିନ୍ତୁ କେବେ କହିଛନ୍ତି ଯେ, ଆପଣଙ୍କ ଶରୀରରେ କେତୋଟି ଖାଦ୍ୟସାରର ଅଭାବ ମଧ୍ୟ ହୋଇପାରେ ଆପଣଙ୍କ କେଶ ଝଡିବାର କାରଣ? ଚାଲନ୍ତୁ ଜାଣିବା ଉକ୍ତ ଖାଦ୍ୟସାର ଗୁଡିକ ବିଷୟରେ। More
  • Santosh Kumar Sahoo
  • 3 weeks ago

Poet Banchhanidhi Jayanti: ବାଞ୍ଛାନିଧି ଥିଲେ ଜନଚେତନା ଓ ଗଣ ସଂଗ୍ରାମର ଚାରଣ କବି

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ବିଶିଷ୍ଟ କବି ନିରାକାର ଦାସଙ୍କୁ ପୁରସ୍କୃତ କରାଯାଇଥିଲା। More
  • Dilip Sabat
  • 3 weeks ago

Market Price Crisis in Odisha: ବଜାର ବୈଷମ୍ୟ, କାହାର ପୁଷମାସ ତ କାହାର ସର୍ବନାଶ

ଅଟା, ଡାଲି, ତେଲ ଦର ବଢୁଛି ହେଲେ ଲୋକଙ୍କ ରୋଜଗାର ବଢୁନି। କିଛିଦିନ ତଳେ ଆଳୁ, ଟମାଟୋର ଅଭାବ ଦେଖାଦେଇଥିଲା । ଏବେ ଚାଷୀ ଭୋଗୁଛନ୍ତି ଅଭାବୀ ବିକ୍ରି । ଅଭାବ ଅନଟନରୁ ବଲାଙ୍ଗୀର ମାଳପଡାର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ବଜାର ବ୍ୟବସ୍ଥା ଓ ଦର ବୈଷମ୍ୟ କ୍ରମଶଃ ବିଷମ ହେବାରେ ଲାଗିଛି । More
  • Tapaswini Nayak
  • 3 weeks ago

Gold Price in Odisha: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର; ଆଜି ଏତିକି ବଢିଲା...

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି। More
  • Tapaswini Nayak
  • 3 weeks ago

Shocking Murder in Dhenkanal: ଶୁଣିଲେନି ଗୁହାରୀ; ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ

ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ। More
  • Tapaswini Nayak
  • 3 weeks ago

Puri Jagannath Temple Ritual: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି।  More
  • Tapaswini Nayak
  • 3 weeks ago

Sambalpur CM Public Meeting: ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମଖ୍ୟମନ୍ତ୍ରୀ ;ସମାଧାନ ପାଇଁ ଲୋକଙ୍କୁ ଦେଲେ ପ୍ରତିଶ୍ରୁତି

ଗତକାଲିଠୁ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଗାପାଲି ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଫିସରେ ସକାଳ ୮ଟାରୁ ଆରମ୍ଭ ହେବ ଜନ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାରେ ଲୋକେ ନିଜ ଅଭିଯୋଗ ଦାଏର କରିଛନ୍ତି। More
  • Tapaswini Nayak
  • 3 weeks ago

Murder of Minor Boy in Odisha: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ

ଗତ ୧୩ ତାରିଖ ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲା ଆଶୀର୍ବାଦ। ହେଲେ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ମିଳିନଥିଲା। More
  • Santosh Kumar Sahoo
  • 3 weeks ago

Railway Line Protest Turns Fatal: ୨୦ ଘଣ୍ଟା ହେବ ଉଠୁନି ମୃତଦେହ, ଜିଦରେ ଅଟଳ ଆନ୍ଦୋଳନକାରୀ

କାଲିଠୁ ଶବ ପଡ଼ିଛି। ଆଉ ଶବ ସହିତ ଶବ ହୋଇ ପଡ଼ିରହିଛନ୍ତି ଆତ୍ମୀୟ, ପରିଜନ, ବନ୍ଧୁବାନ୍ଧବ । ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ସଭିଏଁ । ନା ଲୁହ ଶୁଖୁଛି ନା ଉତ୍ତେଜନା ଥମୁଛି । More
  • Sujit kumar Swain
  • 3 weeks ago

Online Gaming: ବାୟା କରୁଛି ବେଟିଂ ଆପ୍, ଗ୍ୟାମ୍ବଲିଂ ଡିଜଅର୍ଡରର ଶିକାର ହେଉଛନ୍ତି କି ଯୁବପିଢ଼ି ?

ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଅନଲାଇନ୍ ବେଟିଂ ଦେଇ ଯୁବ ପିୢି ପ୍ରଭାବିତ ହେଉଛନ୍ତି। ବେଟିଂ ଆପ୍ ମାଧ୍ୟମରେ ଅନେକ ଟଙ୍କା ହାରିବାରୁ ଯୁବମାନେ ଆତ୍ମହତ୍ୟାର ମାରିଛନ୍ତି। ମନସ୍ତତ୍ତ୍ବବିଦ୍ ଓ ଆଇନଜୀବୀ ଅନଲାଇନ୍ ବେଟିଂ ସମସ୍ୟାର ନିହିତ ହେବାକପରେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସମ୍ଯୁକ୍ତ ଆଇନ ଆଣି, ବ୍ୟାନ୍ କରିବାରେ ସାଇବର ସୁରକ୍ଷା ସ୍ଥାପନ କରିବା ଆବଶ୍ୟକ। More
  • Santosh Kumar Sahoo
  • 3 weeks ago

Odia Jatra Artists' Payment Dispute: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

ଡେଲି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ । ଯାତ୍ରା ମଂଚରେ କମ୍, ମଂଚ ବାହାରେ ଏବେ ବେଶି 'ବହି' । ସଦ୍ୟ ନାଟକ- 'ବନ୍ଧା ପଡ଼ିଲା ଗଣନାଟ୍ୟ' ! More
  • Sujit kumar Swain
  • 3 weeks ago

Child Abduction Cases in Odisha: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?

ପୁଣି ଶିଶୁ ନିଖୋଜ ଅଭିଯୋଗ, ପୁଣି ଅଭାବନୀୟ ପରିସ୍ଥିତି। ଆଜିକୁ ୬ ଦିନ ହେବ ୧୧ ବର୍ଷର ପୁଅକୁ ନପାଇ ଭାଙ୍ଗି ପଡିଛି ମାଆ। ଏପଟେ ହଜିଲା ପୁଅକୁ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରୁଛି ଅସହାୟ ବାପା।  More
  • Santosh Kumar Sahoo
  • 3 weeks ago

BJD Executive Delay: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?

ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ନବୀନ । ମାତ୍ର ଏଯାଏଁ ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି । ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା ? More