• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 20 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 weeks ago

Railway Line Protest Turns Fatal: ୨୦ ଘଣ୍ଟା ହେବ ଉଠୁନି ମୃତଦେହ, ଜିଦରେ ଅଟଳ ଆନ୍ଦୋଳନକାରୀ

କାଲିଠୁ ଶବ ପଡ଼ିଛି। ଆଉ ଶବ ସହିତ ଶବ ହୋଇ ପଡ଼ିରହିଛନ୍ତି ଆତ୍ମୀୟ, ପରିଜନ, ବନ୍ଧୁବାନ୍ଧବ । ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ସଭିଏଁ । ନା ଲୁହ ଶୁଖୁଛି ନା ଉତ୍ତେଜନା ଥମୁଛି । More
  • Santosh Kumar Sahoo
  • 3 weeks ago

Odia Jatra Artists' Payment Dispute: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

ଡେଲି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ । ଯାତ୍ରା ମଂଚରେ କମ୍, ମଂଚ ବାହାରେ ଏବେ ବେଶି 'ବହି' । ସଦ୍ୟ ନାଟକ- 'ବନ୍ଧା ପଡ଼ିଲା ଗଣନାଟ୍ୟ' ! More
  • Sujit kumar Swain
  • 3 weeks ago

Child Abduction Cases in Odisha: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?

ପୁଣି ଶିଶୁ ନିଖୋଜ ଅଭିଯୋଗ, ପୁଣି ଅଭାବନୀୟ ପରିସ୍ଥିତି। ଆଜିକୁ ୬ ଦିନ ହେବ ୧୧ ବର୍ଷର ପୁଅକୁ ନପାଇ ଭାଙ୍ଗି ପଡିଛି ମାଆ। ଏପଟେ ହଜିଲା ପୁଅକୁ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରୁଛି ଅସହାୟ ବାପା।  More
  • Santosh Kumar Sahoo
  • 3 weeks ago

BJD Executive Delay: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?

ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ନବୀନ । ମାତ୍ର ଏଯାଏଁ ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି । ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା ? More
  • Santosh Kumar Sahoo
  • 3 weeks ago

IAS Nikunja Dhal sent on deputation: ତୃତୀୟ ମହଲାରୁ କାହିଁକି ଅପସାରଣ ହେଲେ ନିକୁଞ୍ଜ ଧଳ ?

ଦିଲ୍ଲୀ ଗଲେ ନିକୁଞ୍ଜ ଧଳ । ହଠାତ୍ ତୃତୀୟ ମହଲାରୁ ଅପସାରଣର କାରଣ କ’ଣ ? ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଏ ତୁଲାଇବେ ଦାୟିତ୍ୱ ? More
  • Saroj Kumar Jena
  • 3 weeks ago

Narsingh Mishra's Balangir Meeting: ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ସମରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ବଢିଲା

ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଜିଲ୍ଲାର ୩ ବିଜେପି ବିଧାୟକ ମଧ୍ୟ ଉଦଘାଟନୀ ଉତ୍ସବ ତଥା ପରବର୍ତ୍ତୀ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବଲାଙ୍ଗିର ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । More
  • Minati Mishra
  • 3 weeks ago

Pak-Bangladesh Relations: ମଜବୁତ ହେଉଛି ପାକିସ୍ତାନ-ବାଂଲାଦେଶ ସମ୍ପର୍କ: ଏ ଘନିଷ୍ଠତା ଭାରତ ପାଇଁ ବିପଦର ସୂଚନା ନୁହେଁ ତ ?

ଏହି ଗସ୍ତ ମଧ୍ୟ ଉଭୟ ଦେଶ ପାଇଁ ବେଶ ମହତ୍ୱ ରଖେ । କାରଣ ୨୦୧୨ ପରେ କୌଣସି ପାକ ବିଦେଶ ମନ୍ତ୍ରୀଙ୍କର ଏହା ପ୍ରଥମ ବାଂଲାଦେଶ ଗସ୍ତ ଅଟେ । ତେବେ ପାକିସ୍ତାନ ସହ ବାଂଲାଦେଶର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଚିନ୍ତାରେ ପଡ଼ିଛି ଭାରତ । କାରଣ ପାକିସ୍ତାନ ସହ ବାଂଲାଦେଶର ସମ୍ପର୍କ ବଢୁଥିବା ବେଳେ ଭାରତ ସହ ତିକ୍ତତା ବୃଦ୍ଧି ପାଉଛି । More
  • Ramakanta Samantaray
  • 3 weeks ago

Mahabharat Story: ଶହେ ପୁଅର ଆଶାରେ ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ପକାଇ ଦେଇଥିବା ରାଜାଙ୍କ କଥା

ଧର୍ମ ଅଧର୍ମ ଓ ପାପ ପୁଣ୍ୟର ବିଚାର ବଡ ବିଚିତ୍ର। କାହିଁକି ଜଣେ ରାଜା ଶହେ ପୁଅ ଆଶାରେ ନିଜର ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ବଳି ଦେଲେ? ତାପରେ ରାଜା ଶହେ ପୁଅ ପାଇଲେ ନା ନାହିଁ? କାହିଁକି ଇନ୍ଦ୍ରଦେବ ଓ ଅଗ୍ନିଦେବ ପକ୍ଷୀରୂପ ଧରି ଜଣେ ରାଜାଙ୍କ ଦରବାରକୁ ଆସିଥିଲେ? ଏମିତି ଆହୁରି ଅନେକ ଅଜଣା ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ। More
  • Deviprasad Jena
  • 3 weeks ago

Online Gambling Surge: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍

ଅନେକ ଲୋକ କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ୍ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ । More
  • Deepak Acharya
  • 3 weeks ago

Panchang Today 20th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ଧନୁ ସନ୍ଧ୍ୟା ୦୬.୦୪ ଗତେ ମକର । ତିଥି- ୭ମୀ ସନ୍ଧ୍ୟା ୦୭.୦୧ ଗତେ ୮ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୬.୦୪ ଗତେ ସିଂହ ରାଶିର । ଘାତବାର- ମେଷ ରାଶିର । More
  • Deviprasad Jena
  • 3 weeks ago

BJD Conflict: ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା

ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ । More
  • Sujit kumar Swain
  • 3 weeks ago

Odia Jatra Industry Disputes: ଯାତ୍ରା କଳିରେ ‘ତୁଣ୍ଡ ଖୋଲିଲେ-ମୁଣ୍ଡ ଗଡ଼ିବା’ ଚର୍ଚ୍ଚା;  କଳି ବଢ଼ିଲେ ଜଲିଉଡ୍ ବୁଡ଼ିବ...

ମଞ୍ଚ ବାହାରେ ଯାତ୍ରା କଳିରେ ଏବେ ମଞ୍ଚସ୍ଥ ହେଉଛି କି ‘ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବ’ ନାଟକ ? ଜାରି ରହିଥିବା ବିବାଦ ଭିତରେ ଅଭିନେତା ବାପି ପଣ୍ଡାଙ୍କୁ ସଜାଯାଇଛି କି ଖଳନାୟକ ?  More
  • Deviprasad Jena
  • 3 weeks ago

Subhadra Yojana : ବଡ଼ ଘୋଷଣା କଲେ ପ୍ରଭାତୀ ପରିଡ଼ା, ପୁଣି ଏହି ଦିନ ମିଳିବ ‘ସୁଭଦ୍ରା’ ଟଙ୍କା

ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର । More
  • Sujit kumar Swain
  • 3 weeks ago

Online Gaming Dangers: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା...

ହସପିଟାଲରେ ବେଡରେ ଯନ୍ତ୍ରଣାରେ ଛଟପଟ, ସୌରଜିତ ରାୟ। ହାତ କଟିଛି, ବେକରେ ବି ଗୁରୁତର ଆଘାତ। ସେନ୍ସ ନାହିଁ। ଡାକ୍ତର ବି କହିସାରିଛନ୍ତି, ଅବସ୍ଥା କ୍ରିଟିକାଲ୍। ହେଲେ ସୌରଜିତଙ୍କ ଏହି ଅବସ୍ଥା ସେ ନିଜେ କରିଛନ୍ତି।  More
  • Deviprasad Jena
  • 3 weeks ago

Naveen Patnaik : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ, ଆଗକୁ ଅଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି । More