• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 08 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 2 weeks ago

Tollywood New Muse: ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍; ପୁଷ୍ପା-2 ପରେ ଏବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ 

କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍। More
  • Sujit kumar Swain
  • 2 weeks ago

RTE Enrollment Scam: ଘରୋଇ ସ୍କୁଲରେ ନାମଲେଖା ଫନ୍ଦି; ପାଠପଢାରୁ ବଞ୍ଚିତ ହେବେ କି ଆର୍ଥିକ ଅନଗ୍ରସର ପିଲା ?

ନାମୀଦାମୀ ଘରୋଇ ସ୍କୁଲରେ ପାଠପଢାରୁ ବଞ୍ଚିତ ହେବେ କି ଗରିବ ମେଧାବୀ ଛାତ୍ରଛାତ୍ରୀ ? ଜାଣିଶୁଣି ବିଳମ୍ବ କରାଯାଉଛି କି ନାମଲେଖା ପ୍ରକ୍ରିୟା? More
  • Saroj Kumar Jena
  • 2 weeks ago

ଅପକର୍ମ ଲୁଚାଇବାକୁ ଅଚ୍ୟୁତଙ୍କ ପୁଣି ପୁରୁଣା ଫନ୍ଦି, ପିଲା ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି। More
  • Saroj Kumar Jena
  • 2 weeks ago

Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି। More
  • Saroj Kumar Jena
  • 2 weeks ago

Mohan Majhi targets BJD: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ

୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ କହି ଦେଲେନାହିଁ, ଆମ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି ଦେଉଛି। More
  • Saroj Kumar Jena
  • 2 weeks ago

Jaynarayan Mishra: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର

ଉତ୍କଳ, କୋଶଳ ଓ କଳିଙ୍ଗ ଏକତ୍ର ଓଡ଼ିଶା ଭାବେ ପରିଚିତ। କଟକ, ପୁରୀ ଓ ବାଲେଶ୍ବରକୁ ନେଇ ଉତ୍କଳ ଗଠିତ। ନିୟମିତ ଭାବେ କଳିଙ୍ଗ ଓ କୋଶଳକୁ ପଛୁଆ ରଖିବା ଏକ ମାନସିକତାରେ ପରିଣତ ହୋଇଛି। କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଓ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି। More
  • Tapaswini Nayak
  • 2 weeks ago

Vastu Tips: ଶନିଦଶା ପଡ଼ିଛି କି? ଦାନ କରନ୍ତୁ ଏହି ସବୁ ଜିନିଷ

ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା ସହ ତେଲ ଦାନ କରିଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ। More
  • Tapaswini Nayak
  • 2 weeks ago

Tarang Cine Productions: ‘ପାଦେ ଆକାଶର’ ପ୍ରଥମ ଟ୍ରେଲର୍ ରିଲିଜ୍

ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ। ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ବାସର ସହ ଦମ୍ଭଧରି ଆଗକୁ ବଢେ। ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର। ତାଙ୍କରି ସଂଘର୍ଷମୟ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ। More
  • Santosh Kumar Sahoo
  • 2 weeks ago

Panchang Today 8th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । More
  • Tapaswini Nayak
  • 2 weeks ago

Kalinga Stadium: ଫୁଟବଲ୍ ମହାଲଢ଼େଇ; କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ 'କଳିଙ୍ଗ ସୁପର କପ୍

ଏପ୍ରିଲ ୧୮ରୁ ୨୮ ତାରିଖ ଯାଏ କଳିଙ୍ଗ ସୁପର୍ କପ୍ ଖେଳାଯିବ। ଏଥିରେ ସାମିଲ ହେବେ ବଛା ବଛା କ୍ଲବ୍। ଦେଶର ଶ୍ରେଷ୍ଠ କ୍ଲବ୍ ମାନଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। AIFF ରାଜ୍ୟ କ୍ରୀଡ଼ା ବିଭାଗକୁ ଚିଠି ଲେଖି ଏହା ସ୍ପଷ୍ଟ କରିଥିବା ବେଳେ, କ୍ରୀଡ଼ା ବିଭାଗ ପକ୍ଷରୁ ସୋଶାଲ ମିଡିଆରେ ମଧ୍ୟ ଏନେଇ ଘୋଷଣା କରାଯାଇଛି। More
  • Tapaswini Nayak
  • 2 weeks ago

Fire Breaks Out: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

ଆଜି ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ୍ କରିଥିଲେ ଓ ଏଥିସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।୩ ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। More
  • Tapaswini Nayak
  • 2 weeks ago

Subhadra Yojana: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା।

ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। More
  • Santosh Kumar Sahoo
  • 2 weeks ago

KISS Issue: କିସ୍‌ ପ୍ରସଙ୍ଗ: ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଲେ NHRC ଟିମ୍

ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍‌କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ । More
  • Tapan Kumar Swain
  • 2 weeks ago

CM Mohan Majhi: ‘କହିଥିଲି ପାତାଳରୁ ଖୋଜି ବାହାର କର, ପୋଲିସ୍ ସ୍ପାଇଡର ଲୁଟେରାକୁ ଧରି ଆଣିଲା’

ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । More
  • Santosh Kumar Sahoo
  • 2 weeks ago

Mohan Majhi: ‘FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ’

ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । More
  • Santosh Kumar Sahoo
  • 2 weeks ago

Rabi Naik on Biju Patnaik: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

ବିଜୁ ବାବୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ନବୀନ ସେହି କାର୍ଯ୍ୟକ୍ରମକୁ ନ ଆସି କ’ଣ ବିଜୁଙ୍କୁ ଅସମ୍ମାନ କରିନାହାନ୍ତି ବୋଲି କହି ପ୍ରଶ୍ନ କରିଛନ୍ତି ରବି ନାଏକ । More
  • Prasan Subudhi
  • 2 weeks ago

School Teacher with Saline: ଅଭାବନୀୟ...ଛୁଟି ମିଳିଲାନି, ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ...!

ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ । More