/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ ।
Advertisment
ଶୁଭ ସମୟ
ଦିବା- ୧୦.୨୯ ରୁ ୦୧.୦୮
ରାତ୍ରି- ୦୮.୧୭ ରୁ ୧୦.୪୩
ରାତ୍ରି- ୧୨.୨୧ ରୁ ୦୧.୫୯
ରାତ୍ରି- ୦୨.୪୮ ରୁ ୦୪.୨୫
ଅଶୁଭ ସମୟ
ରାହୁକାଳ- ଦିବା ୦୯.୦୧ ରୁ ୧୦.୨୯
କାଳବେଳା- ପ୍ରାତଃ ୦୭.୦୪ ରୁ ୦୭.୩୨
ଦିବା ୦୪.୨୨ ରୁ ୦୫.୫୦
ବାରବେଳା- ଦିବା ୦୧.୨୫ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୫.୫୦ ରୁ ୦୭.୨୨
ନିଶାନ୍ତ ୦୪.୩୨ ରୁ ୦୬.୦୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)