• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 5 days ago

Board And Corporation Chairperson Posts Vacant: ବିଜେପିର ବୋର୍ଡ-ନିଗମ କସରତ୍ ଜୋରଦାର; କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ବଢ଼ିଲା ଚର୍ଚ୍ଚା...

ଦେଢ଼ଶହରୁ ଉର୍ଦ୍ଧ୍ୱ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ୍ କ'ଣ ହେବ ଆଧାର ? କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ? ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ କିଏ ବସିବେ ? ସ୍ବତନ୍ତ୍ର ଉନ୍ନୟନ ପରିଷଦରେ କାହାକୁ କରାଯିବ ନିଯୁକ୍ତି ? ସାଧାରଣ ନିର୍ବାଚନ ପୂର୍ବରୁ ଆମଦାନୀ ନେତା କେଉଁଠି ହେବେ ଥଇଥାନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସରକାରୀ ବାସଭବନରେ ମାନସ ମନ୍ଥନ କରିଛି ରାଜ୍ୟ ବିଜେପି। More
  • Sujit kumar Swain
  • 5 days ago

Unveiling Boudh: ଇତିହାସ ରଚିବାର ଲକ୍ଷ୍ୟରେ ରେଳବିଭାଗ; ପାହାଡ଼ ଭେଦି ସାକାର ହେବାକୁ ଯାଉଛି ରେଳ ସ୍ବପ୍ନ...

ଅମଡ଼ା ବାଟରେ ଲୌହ ପଥ ବିଛାଇ ତିଆରି କରାଯାଉଛି ବିକାଶର ନୂଆ ବାଟ। ରାତିଦିନ ଏକ୍ କରି ଲାଗିପଡ଼ିଛନ୍ତି କୁଶଳୀ ଶ୍ରମିକ। ରେଳପଥ ସଂଯୋଗୀକରଣରେ ନୂଆ ଏକ ଇତିହାସ ରଚିବାର ଲକ୍ଷ୍ୟ ରଖିଛି ରେଳବିଭାଗ। More
  • Sujit kumar Swain
  • 5 days ago

KISS Student Missing: ଅଚ୍ୟୁତଙ୍କ KISSରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ ? ସାମାଜିକ କର୍ମୀ ବି କଲେ ବଡ଼ ଖୁଲାସା...

କିସ୍‌ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍‌ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି ।  More
  • Sujit kumar Swain
  • 5 days ago

Former Kujang IIC Tapan Nahak Suspended: କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ ହୋଇଛନ୍ତି। ସରକାରୀ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିଲା।  More
  • Prasan Subudhi
  • 5 days ago

Puri Lokanath Temple: ପୋଲିସ ସୁରକ୍ଷା ଥାଇ ଲୋକନାଥ ମନ୍ଦିରରେ କେମିତି ମୁତୟନ ହେଲେ ବାଉନ୍‌ସର ?

ଲୋକନାଥ ମନ୍ଦିରରେ ବାଉଁସରମାନେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ। More
  • Namita Biswal
  • 5 days ago

Elephant Attack: ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା

ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । More
  • Tapaswini Nayak
  • 5 days ago

Today Panchang 26th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର। ଚନ୍ଦ୍ର- ମକର ନିଶାନ୍ତ ୦୪.୩୬ ଗତେ କୁମ୍ଭତିଥି- ୧୩ଶୀ ଦିବା ୧୧.୦୮ ଗତେ ୧୪ଶୀ, ଘାତଚନ୍ଦ୍ର- ସିଂହ ରାଶିର, ନିଶାନ୍ତ ୦୪.୩୬ ଗତେ ମିଥୁନ ଓ ମୀନ ରାଶିର, ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି। More
  • Namita Biswal
  • 5 days ago

Maha Shivaratri: ଆଜି ମହାଶିବରାତ୍ରୀ; ସକାଳୁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । More
  • Deviprasad Jena
  • 6 days ago

Vending Zone: ବ୍ୟବସାୟୀଙ୍କୁ ବଣ୍ଟନ ନହୋଇ ଭୁତକୋଠି ପାଲଟିଲାଣି କୋଟି କୋଟି ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ୍

୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ ଉଠିଛି ପ୍ରଶ୍ନ । More
  • Deviprasad Jena
  • 6 days ago

PM Awas Yojana: ପିଏମ ଆବାସ ଯୋଜନାରେ ଘର କରିପାରୁନାହାନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ

ପିଏମ ଆବାସ ଯୋଜନାରେ ଘର ମିଳୁଛି, କାର୍ଯ୍ୟାଦେଶ ବି ଆସୁଛି । ହେଲେ କାହାର ଫାଉଣ୍ଡେସନରେ ଅଟକୁଛି ତ ଆଉ କାହାର ଛାତ ପଡିବା ଆଗରୁ ଅଟକିଯାଉଛି । କାରଣ ଘର କରିବାକୁ ଯେତିକି ଟଙ୍କା ମିଳୁଛି ତାଠୁ ତିନି ଗୁଣା ଅଧିକ ଖର୍ଚ୍ଚ ହୋଇଯାଉଛି । More
  • Tapan Kumar Swain
  • 6 days ago

Illegal Ganja: ଗଞ୍ଜେଇ କାରବାର ଅଭିଯୋଗ, ଦାରିଙ୍ଗବାଡି ଆସି ଗିରଫ କଲା ହରିୟାଣା ପୋଲିସ୍

ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି । More
  • Deviprasad Jena
  • 6 days ago

Olive Ridley Turtle: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ । More
  • Deviprasad Jena
  • 6 days ago

Polavaram Project Politics: ପୋଲାଭରମ ପ୍ରୋଜେକ୍ଟ ଘୋଷଣା ବେଳେ ଚୁପ୍ ଥିଲେ ,ଏବେ କାହିଁକି ଆଟାକିଂ ମୁଡ୍‌ରେ ନବୀନ ?

ପୋଲାଭରମକୁ ନେଇ ତେଜିଲା ରାଜନୀତି । ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍‌ରେ ତାକୁ ନେଇ ଉଠିଛି ପ୍ରଶ୍ନ । More