• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 31 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 1 month ago

Increasing Violence In Bhubaneswar: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

କମିଶନରେଟ୍ ପୋଲିସିଂରେ କାହିଁକି ଏତେ ବିକଳ ଚିତ୍ର ? କୌଣସି ମାମଲାରେ ବି କାହିଁକି ମାଷ୍ଟରମାଇଣ୍ଡଙ୍କ ପତ୍ତା ପାଉନି ପୋଲିସ ? ଭିଭିଆଇପିଙ୍କୁ ବି କାହିଁକି ଦେଇପାରୁନି ସୁରକ୍ଷା ? କେଉଁଠି ରହୁଛି ଭୁଲ୍, କେଉଁଠି ରହୁଛି ସମସ୍ୟା ?  More
  • Manoranjan Sial
  • 1 month ago

Tigress Zeenat: ଜଙ୍ଗଲକୁ କେବେ ଫେରିବ ବାଘୁଣୀ ‘ଜିନ୍ନତ’?

ଜାନୁଆରୀ ୧୬ ତାରିଖରେ NTCA, ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟଙ୍କୁ ନେଇ ଗଠିତ ମନିଟରିଂ ଟିମ ଆସି ‘ଜିନ୍ନତ’ର ବ୍ୟବହାର ଅନୁଧ୍ୟାନ କରିଥିଲେ। More
  • Manoranjan Sial
  • 1 month ago

Officers Defy Transfer: ବିଚିତ୍ର ସ୍ଥିତି: ଗାଦି ଛାଡୁନାହାନ୍ତି ସରକାରୀ ବାବୁ

ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ବଦଳି ଅର୍ଡରକୁ ମାନୁନାହାନ୍ତି ଅଧିକାରୀ ? ଉପରିଷ୍ଠ ଅଧିକାରୀ ରିଲିଭ କରୁନାହାନ୍ତି ନା ନିଜେ ଗାଦି ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି ? କେଉଁ ସାହସରେ ମାସ ମାସ ଧରି ନିର୍ଭୟରେ ସରକାରୀ ନିର୍ଦ୍ଦେଶକୁ ଟାଳି ଚାଲିଛନ୍ତି? ରହୁନି କି କାର୍ଯ୍ୟାନୁଷ୍ଠାନର ଭୟ? More
  • Manoranjan Sial
  • 1 month ago

Two Killed In Road Accident: ଅଧା ରହିଗଲା ଭୋଜି… ଚାଲିଗଲା ୨ ଯୁବକଙ୍କ ଜୀବନ

ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍‌ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍‌ରେ ଯାଉଥିଲେ। More
  • Tapan Kumar Swain
  • 1 month ago

Madhusudan Padhi: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ନେଲେ ମଧୁସୂଦନ ପାଢ଼ୀ, ସମ୍ଭାଳିବେ ଗୁରୁ ଦାୟିତ୍ୱ

ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁରୁଖୁରରେ ସମାପନ କରିବା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ନୂଆ କମିଶନର ମଧୁସୂଦନ ପାଢ଼ୀ । More
  • Pallipuspa Samal
  • 1 month ago

Panchang Today 31st January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୧ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sonali Ojha
  • 1 month ago

Student Punished: ଗଣିତ କରିନଥିଲେ ଛାତ୍ର; ପିଟି ପିଟି ଦରମରା କରିଦେଲେ ଶିକ୍ଷୟିତ୍ରୀ

ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି । More
  • Manoranjan Sial
  • 1 month ago

Road Accident: ରକ୍ତରେ ଭିଜିଲା ରାଜରାସ୍ତା; ୨ ଦୁର୍ଘଟଣାରେ ଗଲା ୫ ଜୀବନ

ଠିକ୍‌ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା। More
  • Santosh Kumar Sahoo
  • 1 month ago

Drinking Water Project: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, ଅଧାରେ ଅଟକିଛି ୧୦ରୁ ଅଧିକ ପ୍ରକଳ୍ପ

ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୨୧ ଯାଇ ୨୦୨୩ ଅବଧିକୁ ୨ ବର୍ଷ ବିତିଲାଣି । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି । More
  • Santosh Kumar Sahoo
  • 1 month ago

5T School: ମାନିଲା ବିଜେଡି, ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି

ମାନିଲା ବିଜେଡି । ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି । ସ୍ଥାନୀୟ ନେତା ସତ ମାନିଲେ । ଦୁର୍ନୀତିର ଭିଡିଓ କରି ଛାଡ଼ିଲେ । ବିଜେଡି ସମର୍ଥିତ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର । More
  • Manoranjan Sial
  • 1 month ago

Woman Poisoned during Engagement: ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

ପିକେଙ୍କ ମୋଡ୍‌ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ। More
  • Santosh Kumar Sahoo
  • 1 month ago

BJD vs BJD: ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା । More