• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଇସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍। More
  • Manoranjan Sial
  • 1 month ago

Ganjam Kidnap Case: କାହିଁକି କରିଥିଲେ ଅପହରଣ? କ’ଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ?

ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି। More
  • Sujit kumar Swain
  • 1 month ago

Road Project: ହଟିପାରୁନି ଜବରଦଖଲ; ୪ଶହ ମିଟର ରାସ୍ତାକୁ ଲାଗିଲାଣି ବର୍ଷ ବର୍ଷ...

ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ !  More
  • Manoranjan Sial
  • 1 month ago

Drone Spotted Srimandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ୨୫ ମିନିଟ୍‌ ଧରି ଉଡିଲା ଡ୍ରୋନ୍‌!

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା। More
  • Manoranjan Sial
  • 1 month ago

Vessal In Bhadrak: କେବେ ଚାଲିବ ଭେସେଲ୍‌? ନା ଫେରିବ...

ଧାମରା ଚାନ୍ଦିନିପାଳଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳ ପଥରେ ଯୋଡିବା ପାଇଁ ୨୦୨୦ ମସିହାରେ ଆସିଥିଲା ଭେସେଲ୍‌। ଧାମରାରେ ପହଞ୍ଚିବା ପରେ ତା’ର ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’। More
  • Tapaswini Nayak
  • 1 month ago

Knife Attack: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଭଡ଼ାଟିଆଙ୍କୁ ଛୁରାମାଡ଼ କଲେ ଘର ମାଲିକ

ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ଉଗ୍ରରୂପ ନେଇଥିଲା। More
  • Pallipuspa Samal
  • 1 month ago

Panchang Today 28th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 1 month ago

Weather Update: ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। More
  • Tapaswini Nayak
  • 1 month ago

Utkarsh Odisha 2025: ଆଜିଠୁ ଉତ୍କର୍ଷ ଓଡିଶା କନକ୍ଲେଭ୍; ଉଦଘାଟନ କରିବେ ମୋଦି

ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ। More
  • Manoranjan Sial
  • 1 month ago

Paddy Procurement: କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ? More
  • Manoranjan Sial
  • 1 month ago

Loot in Niranjan Patnaik House: ଦୁଇଦିନ ବିତିଲା, ଟେର ପାଉନି ପୋଲିସ୍‌

ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ। More
  • Manoranjan Sial
  • 1 month ago

BJD Gears Up for Organizational Polls: ୨୦୨୪ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ

ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି। More
  • Manoranjan Sial
  • 1 month ago

Police Rescue Kidnapped Persons: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି? More
  • Saroj Kumar Jena
  • 1 month ago

UTKARSHA ODISHA CONCLAVE: ଉତ୍କର୍ଷ ଓଡିଶା କନକ୍ଲେଭରେ ରାଜ୍ୟକୁ ଛୁଟିବ ନିବେଶର ସୁଅ

ରାତି ପାହିଲେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍-୨୦୨୫। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର। More