/odishatv-khabar/media/post_attachments/uploadimage/library/16_9/16_9_0/Panchang_1738033234.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଦିବା ୦୨.୫୧ ଗତେ ମକର,ତିଥି- ୧୪ଶୀ ରାତ୍ରି ୦୭.୩୬ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୨.୫୧ ଗତେ ସିଂହ ରାଶିର ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୮.୫୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ:
ଦିବା- ୦୯.୧୩ ରୁ ୧୦.୫୩
ଦିବା- ୦୧.୦୬ ରୁ ୦୧.୨୨
ଦିବା- ୦୪.୦୯ ରୁ ୦୪.୪୮
ସନ୍ଧ୍ୟା- ୦୫.୩୨ ରୁ ୦୬.୨୪
ରାତ୍ରି- ୦୮.୫୯ ରୁ ୧୧.୩୩
ରାତ୍ରି- ୦୨.୦୮ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୨.୪୬ ରୁ ୦୪.୦୯
କାଳବେଳା- ଦିବା ୦୧.୨୨ ରୁ ୦୨.୪୬
ବାରବେଳା- ପ୍ରାତଃ ୦୭.୪୯ ରୁ ୦୯.୧୩
କାଳରାତ୍ରି- ସନ୍ଧ୍ୟା ୦୭.୦୯ ରୁ ୦୮.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)