• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 27 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

Paddy Procurement: କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ? More
  • Manoranjan Sial
  • 1 month ago

Loot in Niranjan Patnaik House: ଦୁଇଦିନ ବିତିଲା, ଟେର ପାଉନି ପୋଲିସ୍‌

ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ। More
  • Manoranjan Sial
  • 1 month ago

BJD Gears Up for Organizational Polls: ୨୦୨୪ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ

ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି। More
  • Manoranjan Sial
  • 1 month ago

Police Rescue Kidnapped Persons: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି? More
  • Saroj Kumar Jena
  • 1 month ago

UTKARSHA ODISHA CONCLAVE: ଉତ୍କର୍ଷ ଓଡିଶା କନକ୍ଲେଭରେ ରାଜ୍ୟକୁ ଛୁଟିବ ନିବେଶର ସୁଅ

ରାତି ପାହିଲେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍-୨୦୨୫। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର। More
  • Manoranjan Sial
  • 1 month ago

Hit And Run: ହିଟ୍‌ ଆଣ୍ଡ୍‌ ରନ୍‌: ୧୦ ଦୋକାନ ଉପରେ ମାଡ଼ିଗଲା ବୋଲେରୋ

ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। More
  • Tapaswini Nayak
  • 1 month ago

Utkarsh Odisha 2025: କାଲିଠୁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ମିଳିପାରେ ୩ କୋଟିର ନିଯୁକ୍ତି

କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ ହେବ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। More
  • Sujit kumar Swain
  • 1 month ago

Awas Yojana: ଆବାସ ଯୋଜନା; କିଏ କରି ପାରିବେ ଆବେଦନ ? କଣ ହୋଇଛି ନିୟମରେ ପରିବର୍ତ୍ତନ ? ଜାଣନ୍ତୁ...

ସରକାର ଗରିବ ଲୋକଙ୍କ ପାଇଁ ଆଣିଛନ୍ତି ଆଉ ଏକ ସୁଯୋଗ। କିଏ କରି ପାରିବେ ଆବାସ ପାଇଁ ଆବେଦନ ? କଣ ହୋଇଛି ନିୟମରେ ପରିବର୍ତ୍ତନ ? ଆସନ୍ତୁ ଜାଣିବା...  More
  • Sujit kumar Swain
  • 1 month ago

Van Accident: ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମା’; କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା...

ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ । More
  • Pallipuspa Samal
  • 1 month ago

Panchang Today 27th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sujit kumar Swain
  • 1 month ago

Palalhada Bus Accident: ପାଲଲହଡା ବସ୍ ଦୁର୍ଘଟଣା: କାଳ ସାଜିଲା କି ବେପରୱା ଡ୍ରାଇଭିଂ ? ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।  More
  • Tapaswini Nayak
  • 1 month ago

Weather Update: ଘନ କହୁଡ଼ି: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି। More
  • Santosh Kumar Sahoo
  • 1 month ago

Odisha BJP: ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ, ଆସନ୍ତା ସପ୍ତାହରେ ମିଳିପାରେ ନୂଆ ମୁଖିଆ

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ । More
  • Santosh Kumar Sahoo
  • 1 month ago

Vacant Key Positions: ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା...ଖାଲି ପଡିଛି ସୂଚନା କମିଶନ୍, OERC ଅଧ୍ୟକ୍ଷ ପଦବୀ

ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର 8 ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ । More
  • Santosh Kumar Sahoo
  • 1 month ago

Niranjan Patnaik’s: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା । More
  • Sujit kumar Swain
  • 1 month ago

Tourist Spot: ଅବହେଳିତ ପର୍ଯ୍ୟଟନସ୍ଥଳୀ; ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, କେବେ ପଡ଼ିବ ପ୍ରଶାସନର ନଜର?

କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।  More
  • Sujit kumar Swain
  • 1 month ago

Police Medal Awarded: ସେବାକୁ ମିଳିଲା ସମ୍ମାନ; ସମ୍ମାନୀତ ହେଲେ ପୋଲିସ ଅଧିକାରୀ 

ରାଜ୍ୟପାଳ ପ୍ରଦାନ କଲେ ପୋଲିସ ସେବା ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି।  More