• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 23 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

College Principal and Lecturer Suspend: ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ

ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। More
  • Manoranjan Sial
  • 1 month ago

Spiritual Conclave ‘Manthan’ In Bhubaneswar: ଅସ୍ତବ୍ୟସ୍ତ ଜୀବନରେ କେତେ ଜରୁରୀ ଆଧ୍ୟାତ୍ମିକ ଅନୁଶୀଳନ?

ମୋଟିଭେସନାଲ୍‌ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍‌ ଆପ୍‌ଲ, ବି ଫର୍‌ ବଲ୍‌, ସି ଫର୍‌ କେଟ ଓ ଡି ଫର୍‌ ଡଗ୍‌ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍‌ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି? More
  • Santosh Kumar Sahoo
  • 1 month ago

Budget Session: ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ

ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ଏଥର ଆଉ ବରଦାସ୍ତ କରାଯିବନି ବିଶୃଙ୍ଖଳା ! ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । More
  • Santosh Kumar Sahoo
  • 1 month ago

New Model City: ‘ସମ୍ପ୍ରସାରିତ ହେବ ଭୁବନେଶ୍ବର, ନୂଆ ମଡେଲରେ ହେବ ସହର’

ଅଧିକରୁ ଅଧିକ ସହରକୁ ଏବେ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ସହର ବଢ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ । More
  • Tapaswini Nayak
  • 1 month ago

Naba Das Murder Case: ନବ ଦାସ ହତ୍ୟାକାଣ୍ଡ: ନିଷ୍ପତ୍ତି ଖୁବ୍‌ ଶୀଘ୍ର

ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। More
  • Tapaswini Nayak
  • 1 month ago

Road Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। More
  • Pallipuspa Samal
  • 1 month ago

Panchang Today 23rd January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 1 month ago

Parakram Diwas: କାହିଁକି ପାଳନ ହୁଏ ପରାକ୍ରମ ଦିବସ ?

ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 23କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। More
  • Manoranjan Sial
  • 1 month ago

Ai Catch: ଶିକାର ପାଇଁ ଯାଇଥିଲେ, AI ଚିହ୍ନି ପକାଇଲା!

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ। More
  • Santosh Kumar Sahoo
  • 1 month ago

Prakash Mishra: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ’

ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା ! More
  • Manoranjan Sial
  • 1 month ago

Exemplary Punishment by High Court: ଚୌଦ୍ୱାର ଜେଲ ପରିଦର୍ଶନ କରି ସ୍ୱଚ୍ଛତାର ଅନୁଧ୍ୟାନ କର ...

ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ। More
  • Santosh Kumar Sahoo
  • 1 month ago

5T Schools: ‘5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର, କେବଳ ପୁରୁଣା କାନ୍ଥରେ ବୋଳା ଯାଇଥିଲା ରଙ୍ଗ’

ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ । More
  • Santosh Kumar Sahoo
  • 1 month ago

Subhadra Yojana: ‘ସୁଭଦ୍ରା’ରେ ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡିଲା ଜାଲିଆତି

ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ପୁରୁଷ । ଆଧାର କାର୍ଡ, ବ୍ୟାଙ୍କ ଲିଙ୍କ୍ ବେଳେ ଧରାପଡିଲା ଜାଲିଆତି । ୧୫୭ ଜଣ ପୁରୁଷ ଫେକ୍ ଡକ୍ୟୁମେଣ୍ଟ ଦେଇ ସୁଭଦ୍ରା ଟଙ୍କା ପାଇବାକୁ ଫନ୍ଦି କରିଥିଲେ । More