• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 weeks ago

Genuine Farmers To Be Identified: ନୂଆ ବର୍ଷରୁ ନୂଆ ସର୍ଭେ; ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ

ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର।  More
  • Sujit kumar Swain
  • 3 weeks ago

Government Land Controlled by Mafia: ଜମି ଦଲାଲଙ୍କ ଦାଦାଗିରି; ଘର ଦେବାକୁ କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ। More
  • Santosh Kumar Sahoo
  • 3 weeks ago

Raghubar Das: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା । More
  • Santosh Kumar Sahoo
  • 3 weeks ago

Sand Art: ଚକୋଲେଟ୍‌ରେ ସାଣ୍ଟା କ୍ଲଜ୍‌ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । More
  • Santosh Kumar Sahoo
  • 3 weeks ago

Chit Fund Scams: ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ମନମୋହନଙ୍କ ବଡ଼ ବୟାନ; କହିଲେ, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି

ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେମାନେ କଲେ ନାହିଁ । ବର୍ତ୍ତମାନର ସରକାର ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ ସାମଲ କହିଛନ୍ତି । More
  • Santosh Kumar Sahoo
  • 3 weeks ago

Raghubar Das: ‘ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, ଓଡ଼ିଆ ଲୋକଙ୍କ ଉତ୍ସାହକୁ ସଲାମ ଜଣାଉଛି’

ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି । More
  • Santosh Kumar Sahoo
  • 3 weeks ago

Rainfall Alert In Odisha: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଆଗାମୀ ୩ ଘଣ୍ଟା ପାଇଁ ଟ୍ବିନ୍ ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । More
  • Deepak Acharya
  • 3 weeks ago

Panchang Today 25th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଚନ୍ଦ୍ର-ତୁଳା ଅହୋରାତ୍ର। ତିଥି-୧୦ ମୀ ରାତ୍ରି ୧୦.୨୯ ଗତେ ୧୧ ଶୀ । ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି More
  • Sonali Ojha
  • 3 weeks ago

Stray Dog Attack: ଘର ପାଖରେ ଖେଳୁଥିଲା କୁନି ଝିଅ; ଝୁଣି ମାରିଦେଲେ ବୁଲା କୁକୁର

ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା। More
  • Sujit kumar Swain
  • 4 weeks ago

Governor Of Odisha: ବଦଳିଲେ ରାଜ୍ୟପାଳ; ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ନିଯୁକ୍ତ

ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି । More
  • Sujit kumar Swain
  • 4 weeks ago

Odisha Congress: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ବ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। More
  • Swadesi Megha Mallhar Prusty
  • 4 weeks ago

Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । More
  • Swadesi Megha Mallhar Prusty
  • 4 weeks ago

Odisha Paddy Production: ଧାନର FAQ ମାନ କମ୍ ଥିଲେ ବି କିଣିବେ ସରକାର, କହିଲେ ମନ୍ତ୍ରୀ

FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର । More
  • Swadesi Megha Mallhar Prusty
  • 4 weeks ago

National Consumers Day: ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର - ମୋହନ ମାଝୀ

ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । More