• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 19 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 months ago

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ। More
  • Santosh Kumar Sahoo
  • 3 months ago

ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍, ଇନଭେଷ୍ଟର୍ସଙ୍କ ସହ ରୋଡ୍ ସୋ’ କଲେ ରାଜ୍ୟ ସରକାର

ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର। More
  • Santosh Kumar Sahoo
  • 3 months ago

ବିଜେଡିରେ ଥମୁନି ବରିଷ୍ଠଙ୍କ ବୟାନବାଜି, ନିର୍ବାଚନ ପରିଚାଳନାକୁ ନେଇ ଜଣଙ୍କ ପରେ ଜଣଙ୍କ ଟାର୍ଗେଟ୍

ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି। More
  • Sujit kumar Swain
  • 3 months ago

ନୂଆ ଢାଞ୍ଚାରେ ଆସୁଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା’; ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ସହ ପଲ୍ଲୀସଭାକୁ ମିଳିବ ଗୁରୁତ୍ବ

ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।  More
  • Sujit kumar Swain
  • 3 months ago

ବାହାରେ ଲାଗିଛି ସ୍ପା ଏଣ୍ଡ ସେଲୁନ୍ ବୋର୍ଡ; ଭିତରେ ଚାଲୁଥିଲା ସେକ୍ସ ରାକେଟ !

ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ। More
  • Sujit kumar Swain
  • 3 months ago

ପ୍ରକାଶ ପାଇଲା OAS ରେଜଲ୍ଟ; ଶ୍ବେତାଶ୍ରୀ ମହାପାତ୍ର ହେଲେ  ଟପ୍ପର...

ପ୍ରକାଶ ପାଇଲା ୨୦୨୨ର ଓଏଏସ୍  ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । More
  • Pallipuspa Samal
  • 3 months ago

ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ଜରି ପାଲରେ ଘୋଡ଼େଇ ବାନ୍ଧି ରଖାଯାଇଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି

ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି। More
  • Pallipuspa Samal
  • 3 months ago

ଭୁଲ ଚିକିତ୍ସା ଯୋଗୁଁ ରୋଗୀ ମୃତ୍ୟୁ: ହସ୍ପିଟାଲ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ । ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରାଙ୍କ ମୃତ୍ୟୁ ଅଭିଯୋଗ ।ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । More
  • Pallipuspa Samal
  • 3 months ago

ଭଙ୍ଗା ଆଜବେଷ୍ଟ ତଳେ ପାଠ ପଢା,ବର୍ଷା ହେଲେ ପାଠରେ ଡୋରି

ଭଙ୍ଗା ଆଜବେଷ୍ଟ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ପାଠରେ ବନ୍ଧା ହୁଏ ଡୋରି। ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ। ଯାହାର ଅବସ୍ଥା ଏବେ କହିଲେ ନସରେ । More
  • Pallipuspa Samal
  • 3 months ago

ସାତ ମାସର ଛୁଆ ମୁଣ୍ଡରୁ ହଟିଗଲା ମାଆର ପଣତକାନୀ, ହାଏରେ ବିଧାତା ଏ କି କଲୁ...

ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ। More
  • Pallipuspa Samal
  • 3 months ago

ଗୁଣି ସନ୍ଦେହରେ ଜିଅନ୍ତ ଜାଳିଦେଲେ, ପ୍ରଜାକୋର୍ଟରେ ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ

ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି More
  • Pallipuspa Samal
  • 3 months ago

ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ, କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି । More
  • Pallipuspa Samal
  • 3 months ago

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଆକ୍ରମଣ ଘଟଣା,ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । More
  • Satyendu Shekher Mishra
  • 3 months ago

Investors Meet: ଦ୍ୱିତୀୟ ଦିନରେ ମୁମ୍ବାଇରେ CM Mohan Majhiଙ୍କ ରୋଡ୍‌ ସୋ’

ଏଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି ପ୍ରାୟ ୩ ଶହରୁ ଅଧିକ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। More
  • Satyendu Shekher Mishra
  • 3 months ago

Weather Update: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୨୨ରୁ ପ୍ରବଳ ବର୍ଷିବ !

ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା । More
  • Satyendu Shekher Mishra
  • 3 months ago

ଅଶାନ୍ତ ଖଲ୍ଲିକୋଟ ! ପୂର୍ବ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ଼

୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା । More
  • Swadesi Megha Mallhar Prusty
  • 3 months ago

Panchang Today 19th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର- ମେଷ ଦିବା ୦୪.୧୦ ଗତେ ବୃଷ ତିଥି- ୨ୟା ଦିବା ୦୯.୪୯ ଗତେ ୩ୟା More
  • Satyendu Shekher Mishra
  • 3 months ago

BJDରୁ ଇସ୍ତଫା ଦେଲେ ଭୁବନେଶ୍ୱର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଜୟଲକ୍ଷ୍ମୀ

'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ । More
  • Satyendu Shekher Mishra
  • 3 months ago

Water Way: ଓଡ଼ିଶାରେ ନର୍ମାଣ ହେବ ନ୍ୟାସନାଲ ୱାଟର ୱେ -୫

ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। More
  • Satyendu Shekher Mishra
  • 3 months ago

ହବିଷ୍ୟାଳିଙ୍କୁ ସବୁ ସୁବିଧା ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ । More
  • Satyendu Shekher Mishra
  • 3 months ago

ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। More
  • Satyendu Shekher Mishra
  • 3 months ago

ପିଲାଙ୍କୁ ସ୍କୁଲ ନପଠାଇ ପ୍ରତିବାଦ ! ଦାବି ପୂରଣ ଯାଏଁ ଛାତ୍ରଛାତ୍ରୀଙ୍କ ସ୍କୁଲ ବର୍ଜନ...

ବହୁ ସ୍କୁଲକୁ ଆସିଲେନି ପିଲା, ପାଠ ନପଢାଇ ଫେରିଲେ ଶିକ୍ଷକ । ପିଲାଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବାକୁ ଡିଇଓଙ୍କ ନିବେଦନ । More