• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 13 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

ସମସ୍ୟା ଘେରରେ ନବରଙ୍ଗପୁର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।  More
  • Sujit kumar Swain
  • 3 months ago

ଉଜ୍ଜ୍ବଳା ଯୋଜନା ନାଁରେ ମହିଳାଙ୍କୁ ଠକେଇ; ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା !

ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ । More
  • Sujit kumar Swain
  • 3 months ago

ଖୋଲୁଛି ରଙ୍ଗିଲା ବାବା କୈବଲ୍ୟଙ୍କ ଗୁମର; ଡିଜେ ଗୀତରେ ମତୁଆଲା, ଯୁବକମାନଙ୍କ ସହ ମିଶି ନାଚୁଛନ୍ତି ଧୁମ୍ 

ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ,  ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି। More
  • Swadesi Megha Mallhar Prusty
  • 3 months ago

ସରିଲା ସବୁ ଆଡ଼ମ୍ବର, ଆୟୋଜନ; କାନ୍ଦୁଛି ଭକ୍ତ ପ୍ରାଣ, ଅପେକ୍ଷା ପୁଣି ଗୋଟିଏ ବର୍ଷ

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ । More
  • Sujit kumar Swain
  • 3 months ago

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ; ବଦାନ୍ୟଭକ୍ତଙ୍କୁ ଦାନ ପାଇଁ ଆଇନମନ୍ତ୍ରୀଙ୍କ ଅପିଲ୍

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। More
  • Swadesi Megha Mallhar Prusty
  • 3 months ago

ରାବଣପୋଡ଼ି ନେଇ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେବ ..

ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣପୋଡି । ୧୦ଟି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି । More
  • Satyendu Shekher Mishra
  • 3 months ago

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ମନ୍ତ୍ରୀ କହିଲେ ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । More
  • Satyendu Shekher Mishra
  • 3 months ago

ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା, ଜଳବନ୍ଦୀରେ ଦହଗଞ୍ଜ ଲୋକେ !

ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ । More
  • Satyendu Shekher Mishra
  • 3 months ago

କାହା ପାଇଁ ଭେଣ୍ଡିଂ ଜୋନ୍? ଉଦଘାଟନର ବର୍ଷେ ପରେ ବି ଖୋଲିପାରୁନି..!

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି  । More
  • Satyendu Shekher Mishra
  • 3 months ago

ଏଠି ଦୁର୍ଗାପୂଜାରେ ବୀରତ୍ୱର ପ୍ରତୀକ ନାଗାର୍ଜୁନଙ୍କୁ କରାଯାଏ ଉପାସନା !

ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ । ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଗାର୍ଜୁନ ପରମ୍ପରା । More
  • Sonali Ojha
  • 3 months ago

Panchang Today 13th October 2024: ବିଜୟା ଦଶମୀରେ ଶୁଭ ସମୟ ଦେଖି କରନ୍ତୁ ଗୃହ ପ୍ରବେଶ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୩ ଗତେ କୁମ୍ଭ । ତିଥି- ୧୦ମୀ ଦିବା ୦୯.୦୯ ଗତେ ୧୧ଶୀ। ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୩.୪୩ ଗତେ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। More
  • Sujit kumar Swain
  • 3 months ago

ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ 

ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି। More
  • Sujit kumar Swain
  • 3 months ago

ଉଦଘାଟନର ବର୍ଷକ ପରେ ବି ଲାଗୁନି କାମରେ: କାହା ପାଇଁ ଭେଣ୍ଡିଂ ଜୋନ୍ ? 

ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?  More
  • Sujit kumar Swain
  • 3 months ago

ମହାମାୟାଙ୍କ ମହାନବମୀରେ କମ୍ପିଲା ପୂଜା ମଣ୍ଡପ; ଚାନ୍ଦିନୀଚୌକରେ ଲାଗି ହେଲା ମାଛ ଭୋଗ 

ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।  More
  • Sonali Ojha
  • 3 months ago

ନବୀନଙ୍କୁ 'ଅମର' ତୀର; ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ଉଠାଇଲେ ପ୍ରଶ୍ନ

ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। More
  • Sonali Ojha
  • 3 months ago

ହୋସ୍ ଉଡାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ; ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଓଡ଼ିଶାର ସ୍ଥାନ ଅଷ୍ଟମ

ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ। More