• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 29 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 4 months ago

ବାନ୍ଧକଳାର ଗାଁ ମାଣିଆବନ୍ଧରେ ଭରପୁର ଉତ୍ସାହ; ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମିଳିଛି ଜାତୀୟ ପୁରସ୍କାର

ଯେତେ ସୌଖୀନ ଏହାର କଳା । ସେତେ ସ୍ବତନ୍ତ୍ର ଏହାର କାରିଗରୀ । କୋଣ ଅନୁକୋଣରେ ବାରି ହୋଇପଡ଼େ ଏଠାକାର ହସ୍ତତନ୍ତ ଶିଳ୍ପୀଙ୍କ କଳା ଚାତୁରୀ।   More
  • Sujit kumar Swain
  • 4 months ago

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ 

କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ। More
  • Sujit kumar Swain
  • 4 months ago

IPS ସ୍ତରରେ ବଡ଼ ଅଦଳ ବଦଳ; ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା । More
  • Swadesi Megha Mallhar Prusty
  • 4 months ago

ନୂଆ ସରକାରକୁ ୩ ମାସ, ଅଚଳ ନିଗମ ଓ ବୋର୍ଡ; ଆଶା ଆଶଙ୍କାରେ ନେତା

ସରକାରକୁ ଆସୁ ଆସୁ ଜୁନ୍ ୨୨ରେ ସମସ୍ତ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ ହୋଇଥିବା ବିଜେଡି ନେତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More
  • Swadesi Megha Mallhar Prusty
  • 4 months ago

'ମହାପ୍ରସାଦର ମାନ ଯାଞ୍ଚ କରିବା ଅଧିକାର କାହାର ନାହିଁ'

ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅସନ୍ତୋଷ ପ୍ରକାଶ ପାଇଛି । More
  • Santosh Kumar Sahoo
  • 4 months ago

‘ବିକାଶ ନାଁରେ ଯାଜପୁରକୁ ଲୁଟିଛନ୍ତି ୩ ପରିବାର’

ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି । More
  • Santosh Kumar Sahoo
  • 4 months ago

ସାହାର ଖୋଜୁଛି ପାରଙ୍କ ସଂସାର, ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼

ଦୁଃଖ ଛଡ଼ା ସୁଖ ତାଙ୍କ ଜୀବନକୁ ଛୁଇଁଲାନି । ଆଖିରେ ଅସରାଏ ଲୁହ ଓ ପେଟରେ ମେଞ୍ଚାଏ ଭୋକ ଛଡ଼ା ଆଉ ଏବେ ଯେମିତି କିଛି ନାହିଁ । ଏ ହେଉଛନ୍ତି ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡ଼ି ଗାଁର ପାର ହଂସ । ସେ ସିନା ଦିବ୍ୟାଙ୍କ... ହେଲେ ସଂସାର ଦୁଃଖର ପାହାଡ଼ଟା ଯେମିତି ତାଙ୍କ ମୁଣ୍ଡ ଉପରେ ଛିଡ଼ିପଡ଼ିଛି । More
  • Santosh Kumar Sahoo
  • 4 months ago

ଆଉ ନାହିଁ ଚାହିଦା, ବୁଡ଼ିଲାଣି ବେଉସା

ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍‌ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଗାଁର ବେଶ୍‌ ନାଁ ରହିଛି । More
  • Santosh Kumar Sahoo
  • 4 months ago

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । More
  • Satyendu Shekher Mishra
  • 4 months ago

ଏମିତି ବି ଆସେ ବିପଦ ! ଘର ଭାଙ୍ଗି ପଶିଗଲା କାର

ବିନିକା ପୋଲିସ ଗାଡ଼ିକୁ ଜବତ କରିଛ ତଦନ୍ତ କରୁଛି । ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି ।  More
  • Satyendu Shekher Mishra
  • 4 months ago

ରାସ୍ତା କାମକୁ ବର୍ଷେ ପୁରିନି, ସବୁ ଧସିଗଲାଣି ! ଚାଲିକି ଯିବା ବି ମୁସ୍କିଲ

କେନ୍ଦ୍ରାପଡ଼ାରେ ସାମ୍ନାକୁ ଆସିଲା ରାସ୍ତା ଦୂରବସ୍ଥାର ଚିତ୍ର । ହଳଦିଆଗଡ଼-ପାଟକୁରା ମୁଖ୍ୟ ରାସ୍ତାରୁ ଧସିଲା ମାଟି । More
  • Satyendu Shekher Mishra
  • 4 months ago

ପୋଲିସ କରୁଥିଲା ଚେକିଂ, କାରରୁ ମିଳିଲା ପୁଳା ପୁଳା ଟଙ୍କା !

ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । More
  • Pallipuspa Samal
  • 4 months ago

Panchang Today 29th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Santosh Kumar Sahoo
  • 4 months ago

OTV ନେଟୱର୍କ ପକ୍ଷରୁ ବିଜନେସ ଓଡ଼ିଶା ଆୱାର୍ଡସ୍-୨୦୨୪ ପ୍ରଦାନ, ୬ଟି ବର୍ଗରେ ଦିଆଗଲା ପୁରସ୍କାର

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । More
  • Santosh Kumar Sahoo
  • 4 months ago

୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର

୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ । More
  • Santosh Kumar Sahoo
  • 4 months ago

କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ଅନୁମୋଦନ, ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ । More
  • Santosh Kumar Sahoo
  • 4 months ago

ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ, ପୋଷ୍ଟର ବୟ୍ ସାଜିବେ ମୋହନ ମାଝୀ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା। More
  • Santosh Kumar Sahoo
  • 4 months ago

ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ ! ଆଲୋଚନା ସଫଳ ହୋଇଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । More