• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 05 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 5 months ago

ଗାନ୍ଧୀମାର୍ଗରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ବିଭାଗ ସହିତ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। More
  • Satyendu Shekher Mishra
  • 5 months ago

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ଡିଜି ?

୩ ବରିଷ୍ଠ IPS ଅରୁଣ ରାୟ, ନରୱାଣେ ଓ ଖୁରାନିଆଙ୍କୁ ମଗାଗଲା ବାୟୋଡାଟା । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ବାୟୋଡାଟା ମାଗିବା ପରେ ବଢ଼ିଲା ଚର୍ଚ୍ଚା । More
  • Sonali Ojha
  • 6 months ago

ଯୋଡ଼ାରେ ହିଟ୍ ଆଣ୍ଡ ରନ୍; ସ୍କୁଲ ଯିବାବେଳେ ଚାପିଦେଲା ଟ୍ରକ୍, ୩ମୃତ

ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି। More
  • Sonali Ojha
  • 6 months ago

ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’। More
  • Sonali Ojha
  • 6 months ago

ଅଧାରେ ରହିଲା ମାନସିକ; ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ। More
  • Sonali Ojha
  • 6 months ago

କାଲିଠୁ ପ୍ରବଳ ବର୍ଷିବ! ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More
  • Sujit kumar Swain
  • 6 months ago

Panchang Today 5th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୩.୨୧ ଗତେ ସିଂହ । ତିଥି- ପ୍ରତିପଦ ସନ୍ଧ୍ୟା ୦୬.୦୩ ଗତେ ୨ୟା । ଘାତଚନ୍ଦ୍ର- ଦିବା ୦୩.୨୧ ଗତେ କର୍କଟ ଓ ମକର ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ । More
  • Sangram Keshori Behera
  • 6 months ago

ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ, କାହାର ୮୫ ପ୍ଲଟ୍ ତ କିଏ କିଣିଛି ୫୦ରୁ ଅଧିକ

ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ । କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ? More
  • Sangram Keshori Behera
  • 6 months ago

ଫୋକସରେ ଆଦିବାସୀ ଭୋଟ୍, ବିଜେପି ST ମୋର୍ଚ୍ଚାକୁ ସିଏମ୍ ମୋହନଙ୍କ ଟାସ୍କ

ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ । More
  • Sangram Keshori Behera
  • 6 months ago

ଆବେଦନକୁ ବିତିଲାଣି ୭ ମାସ, କେତେ ପରୀକ୍ଷା ତାରିଖ ଗଡ଼ାଇବ OSSSC ?

କେତେ ତାରିଖ ଗଡ଼ାଇବ OSSSC ? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀ । More
  • Sujit kumar Swain
  • 6 months ago

ସରକାର୍ କା ମାଲ୍ ଦରିଆ ମେ ଡାଲ୍ ! କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍ ?

କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ । More
  • Sujit kumar Swain
  • 6 months ago

ସୁଇସାଇଡ୍ ଜୋନ୍ ପାଲଟିଛି କି କଟକର ମହାନଦୀ-କାଠଯୋଡି ବ୍ରିଜ୍‌ ? 

ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।  More