/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722650135.jpg)
Panchanga
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୩.୨୧ ଗତେ ସିଂହ । ତିଥି- ପ୍ରତିପଦ ସନ୍ଧ୍ୟା ୦୬.୦୩ ଗତେ ୨ୟା । ଘାତଚନ୍ଦ୍ର- ଦିବା ୦୩.୨୧ ଗତେ କର୍କଟ ଓ ମକର ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୭ ରୁ ୦୭.୦୩
ଦିବା- ୧୦.୩୫ ରୁ ୦୧.୦୯
ଦିବା- ୦୪.୪୧ ରୁ ୦୫.୨୬
ସନ୍ଧ୍ୟା- ୦୭.୦୨ ରୁ ୦୯.୧୬
ରାତ୍ରି- ୧୧.୫୨ ରୁ ୦୨.୨୯
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୦୩ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୩ ରୁ ୦୮.୪୦
ବାରବେଳା- ଦିବା ୦୩.୦୫ ରୁ ୦୪.୪୧
କାଳରାତ୍ରି- ରାତ୍ରି ୧୦.୨୮ ରୁ ୧୧.୫୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)