ସଂକ୍ଷେପରେ ଆଜିର ତାଜା ଖବର - Monday, 25 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାହାଙ୍ଗା ଡବଲ୍‌ ମର୍ଡର: ପ୍ରତାପ କହିଲେ, ’ମୋ ଠୁ ହାରିଥିବା ପ୍ରାର୍ଥୀ ଫସାଇବାକୁ ଉଦ୍ୟମ କରୁଛନ୍ତି’

ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି । More

ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି

ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି। More

ଗୃହରେ 5T ସଚିବ ଝଡ଼ ! ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଲେ ନବୀନ...

ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ । More

ମୋଦିଙ୍କୁ ନବୀନଙ୍କ ପ୍ରଶଂସା ! ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି...

ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ । More

ସ୍ନେକ୍ ଲେଡି ରିୟା ! ଖଣ୍ଡେ ବାଡ଼ିରେ ବିଷଧର ସାପଙ୍କୁ ନିର୍ଭୟରେ କରୁଛନ୍ତି କାବୁ

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା। More

ବଢ଼ିଲା ଅଡ଼ୁଆ ! ଡବଲ୍ ମର୍ଡର ମାମଲାରୁ ଖସିପାରିବେନି ପ୍ରତାପ, କଲ ଡିଟେଲ୍ସ ଧରାଇଦେବ କି ସତ ?

ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର । More

ଲୋୟର PMGରେ ହଲ୍ଲାବୋଲ୍ ! ଶିକ୍ଷକ-ସରପଞ୍ଚ-ଆୟୁଷ ଡାକ୍ତରୀ ଛାତ୍ରଙ୍କ ସରକାରଙ୍କୁ ଚେତାବନୀ

ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ । More

ବିବାହ ବିଚ୍ଛେଦ ଆବେଦନ ଅଗ୍ରାହ୍ୟ ପରେ ମନକଥା କହିଲେ ଅନୁଭବ, ଶୁଣନ୍ତୁ...

ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ । More

ହଜିଗଲା ମାନବିକତା: ମରିଯାଇଛି ଭାବି ରାସ୍ତାରେ ଫିଙ୍ଗି ଦେଲେ, ପରେ ଜଣାପଡ଼ିଲା...

ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ।  More

ମାହାଙ୍ଗା ଡବଲ ମର୍ଡର: ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More

ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର  ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି। More

ଫାର୍ମରେ ପଶି ୧୦ କୁକୁଡ଼ା ଗିଳି ଦେଲା ଅଜଗର, କ୍ଷତିପୂରଣ ଦାବି କଲେ ଚାଷୀ...

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଫାର୍ମରେ ପଶି ୧୪ କୁକୁଡ଼ା ମାରିବା ସହ ୧୦ଟି କୁକୁଡ଼ା ଅଜଗର ଗିଳି ଦେଇଥିବା ଅନୁମାନ କରାଯାଉଛି। More

ଆପୋଷ ସମାଧାନ ପାଇଁ ବର୍ଷା-ଅନୁଭବ କୋର୍ଟରେ ହାଜର

କଟକ SDJM କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ । More

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ’

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ’ ବୋଲି ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତିରେ ଏହା କହିଛନ୍ତି। More

ଝାରସୁଗୁଡ଼ାରେ ଗୋବିନ୍ଦା; ପୁରୁଣା ଗୀତରେ ଝୁମିଲେ ଦର୍ଶକ

ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା । More

CMO କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି ?

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । More

‘ସଚିବଙ୍କ ଗସ୍ତ ମନ୍ତ୍ରୀ ବୁଝୁଛନ୍ତି’

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ । More

‘ମୋ ନିର୍ଦ୍ଦେଶରେ ସିଏମ୍‌ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ’

ସିଏମ୍‌ଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ।’ More

‘ଆମକୁ ସ୍ଥାୟୀ ନିଯୁକ୍ତି ଓ ୨୬ ହଜାର ଟଙ୍କା ଦରମା ମିଳୁ’...ରାଜଧାନୀର ରାଜରାସ୍ତାରେ ଗର୍ଭିଲେ ଆଶାକର୍ମୀ

ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି। More

ମିଳିଲା ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ, ଘଟଣାସ୍ଥଳରୁ ବାଇକ ଓ ହେଲ୍‌ମେଟ୍‌ ଜବତ...

ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସରକାରୀ ବାସଭବନରୁ ସେ  କେଉଁଆଡ଼େ ଚାଲି ଯାଇଥିଲେ। More

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ୧୧ଟା ୩୦ ଯାଏଁ ଗୃହ ମୁଲତବି

ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । More

Panchang today 25th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ  ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ More

ରାକ୍ଷସ ସ୍ୱାମୀ... ପ୍ରଥମେ ସ୍ତ୍ରୀକୁ ଗଣଦୁଷ୍କର୍ମ ! ପରେ ସୁପାରୀ ଦେଇ କଲା ହତ୍ୟା !

ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ । More

ବ୍ରେକ୍‌ ଫେଲ୍‌ ହେଲା ମାଲ୍‌ ବୋଝେଇ ଟ୍ରକ୍‌; ୨ମୃତ, ୩ ଆହତ

ଟ୍ରକ୍‌ଟି ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହା ପରେ ଘାଟିରୁ ଓଲଟି ପଡ଼ିଥିଲା ଟ୍ରକ୍‌ । More

ସଙ୍କଟରେ କିଆଫୁଲ ଶିଳ୍ପ; ବାହାର ରାଜ୍ୟ ବେପାରୀଙ୍କ ହାତମୁଠାରେ 'କିଆ' ବଜାର

ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ । More

ଭୋଟ୍ ପୂର୍ବରୁ କଡ଼ ଲେଉଟାଇବ କି ଚିଟ୍‌ଫଣ୍ଡ ମାମଲା ? ସିସୋର ଲିଙ୍କରେ ୯ ବର୍ଷ ପରେ ସିବିଆଇର ଚାର୍ଜଫ୍ରେମ୍

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ । More

୨୩ ବର୍ଷର ଶାସନରେ ତେଜୁଛି ଅସନ୍ତୋଷ; ଆନ୍ଦୋଳନରେ ସରପଞ୍ଚଙ୍କଠୁ ଶିକ୍ଷକ... ଅଙ୍ଗନବାଡ଼ିଠୁ ଅଧ୍ୟାପକ

୨୩ ବର୍ଷର ଲମ୍ୱା ଶାସନ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକାର ପାଇବାକୁ ବଢୁଛି ଆନ୍ଦୋଳନ । ନିର୍ବାଚନୀ ବର୍ଷରେ ବିଜେଡି ପାଇଁ ଶୁଣ ସରକାରର ଆହ୍ୱାନ । ଲମ୍ୱା ସମୟ ଧରି ଦାବି ପୂରଣ ନହେବାରୁ ଏବେ ଏ ଲଢେଇ ଅଧିକାରଠୁ ଅଧିକା ଅଭିମାନର । ଯାହାକୁ ନେଇ ନିର୍ବାଚନୀ ବର୍ଷରେ ଅଡୁଆରେ ସରକାର । More

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିବ ୨୪ ନିର୍ବାଚନ ? ତେଜିଲା ରାଜନୀତି

ବିଜେଡି-ବିଜେପି ଏପରି ତୁତୁ ମେମେ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସରୁ ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା । More

ବିଲାତ ଝିଅ ଏବେ ବିନିକା ବୋହୂ; ଓଡ଼ିଶା ପ୍ରେମରେ ଜର୍ମାନୀର ଉଲରିକ୍ ଜେସନ୍

ଶିବାଜୀ ଶୁଣିପାରନ୍ତିନି କି କହିପାରନ୍ତିନି । ତେବେ ଏକାଠି ଦୀର୍ଘ ବର୍ଷ କାମ କରିବା ଭିତରେ ଆଖିରେ ଆଖି ମିଶିଲା, ଆଉ ମନ ସହ ମନ । ୨୦୧୬ରେ ବିଦେଶର ମୋହ ତୁଟାଇ ନିଜ ଜନ୍ମମାଟିକୁ ଫେରିଆସିଲେ ଶିବାଜୀ । More