ସଂକ୍ଷେପରେ ଆଜିର ତାଜା ଖବର - Sunday, 26 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଆ ସିନେମା ଶିଳ୍ପକୁ ଗ୍ରାସିଛି ଅକାଳ: ଖଳନାୟକ ଶୂନ୍ୟ ହୋଇଯାଇଛି ଓଲିଉଡ୍ !

ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ। More

ଗିନିଜ୍ ରେକର୍ଡସ୍‌ରେ କେନ୍ଦୁଝର ରଥ ସବୁଠୁ ଉଚ୍ଚ ମାନ୍ୟତାକୁ ନେଇ ଗଜପତି କ୍ଷୁବ୍ଧ

ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା। More

ମାଟିପାତ୍ରରେ ରୋଷେଇ, ଖାଇବାର ଫାଇଦା କଣ: ଯିଏ ଖାଇଛି ସିଏ ଜାଣିଛି

ମଣିଷ ଯେତେ ଆଗକୁ ବଢୁଛି, ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ସେତେ ପରମ୍ପରାକୁ ଭୁଲୁଛି, ରୋଗ କିଣୁଛି। More

ଖବର ପ୍ରସାରଣ ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଦେଖିବ ବିଜୁଳି : ଧରାପଡ଼ିଲା ରାଜ୍ୟ ସରକାରଙ୍କ ବିଜୁଳି ସଂଯୋଗ ପାଇଁ ମିଛ ବାହାସ୍ପଟ

୨୦୧୮ ଏପ୍ରିଲରୁ ସବୁ ଗାଁକୁ ବିଜୁଳି ସଂଯୋଗ ନେଇ ମାରିଥିଲେ ବାହାସ୍ଫୋଟ More

ଶାଢ଼ୀ ଉପରେ ଆକର୍ଷଣୀୟ ପଟ୍ଟଚିତ୍ର: କୋଣାର୍କର ଦମ୍ପତି ଦେଲେ ନୂଆ ପରିଚୟ

ପଟ୍ଟଚିତ୍ର ଆଙ୍କିବାରେ ବ୍ୟସ୍ତ ସ୍ୱାମୀ ଲିଙ୍କନ ଓ ସ୍ତ୍ରୀ ଦୀପିକା, ହେଲେ ଏହି ପଚ୍ଚଚିତ୍ର ତୁଳୀର ଯାଦୁ ଏବେ ଶାଢୀରେ ଦେଖାଉଛନ୍ତି। More

ଗଛ ଡାଳରେ ଯୁବକ-ଯୁବତୀଙ୍କ ମୃତଦେହ

ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । More

ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି : ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ଗଜରାଜ

ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ More

କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ୟୁ ଟର୍ଣ୍ଣ; ମାଟିର ଝିଅ ଦ୍ରୌପଦୀଙ୍କୁ ଦେବେନି ଭୋଟ୍

ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । More

ରାଇମୋହନଙ୍କ ମୃତ୍ୟୁକୁ ବିତିଲା ତିନି ଦିନ : ଆତ୍ମହତ୍ୟା ଓ ହତ୍ୟା ଉଭୟ ଦିଗକୁ ନେଇ ଚାଲିଛି ତଦନ୍ତ

ଝିଅ, ଜ୍ୱାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରାଯାଇଛି More

ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା ! ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା More

କେମିତି ହେବ ନୂଆ ଜାତୀୟ ଶିକ୍ଷାନୀତି ? ପ୍ରତିକ୍ରିୟା ରଖିଲେ NCERT ନିର୍ଦ୍ଦେଶକ

ବିଶ୍ୱସ୍ତରରେ ଯେପରି ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବେ ସେ ନେଇ ଶିକ୍ଷାରେ ବ୍ୟବସ୍ଥା କରାଯିବ। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡ଼ିଂକୁ ଗୁରୁତ୍ୱ ଦିଆଯିବ। More

ଇସ୍ତଫା ଦେଲେ ଓଡ଼ିଆ ଆଇପିଏସ୍‌ ଅଫିସର ବସନ୍ତ ରଥ : ରାଜନୀତିରେ ମାରିବେ ଏଣ୍ଟ୍ରି

ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ବସନ୍ତ ରଥ More

ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨, ଶ୍ରେଷ୍ଠ ୪୦ ଚଳଚିତ୍ରରେ ହିଞ୍ଜିଳିକାଟୁର ଫିଲ୍ମ ଅମୋଘ

୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ । More

ଯେଉଁ ଜଙ୍ଗଲରେ ମାଓ ହମ୍‌ଲାରେ ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରୁ ମିଳିଲା ଏମିତି ଜିନିଷ...

ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି। More

ସଂଘର୍ଷର କାହାଣୀ ବଖାଣିଲେ ଶେଷ କିସାନ

ରୋମ୍‌ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି । More

ବିଧାନସଭା ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା

ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ । More

ପୁଅକୁ ନେଇ ଦୁଇ ଦମ୍ପତିଙ୍କ ମଧ୍ୟରେ ଟଣାଓଟରା : ପୋଲିସର ଦ୍ୱାରସ୍ଥ ହେଲେ ଦୁଇ ପରିବାର

ହସ୍ପିଟାଲରୁ ପିଲାକୁ ନେଇ ଆଉ ଫେରାଉ ନଥିବା ଅଭିଯୋଗ More

ଓଡିଶା ମଣ୍ଡି ଅଚଳ : ଆନ୍ଧ୍ର ଉଠାଉଛି ଧାନ

ପ୍ରଶାସନ ଧାନ କିଣୁନି, ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି More

ସରପଞ୍ଚ ହେବ ତ ଏମିତି ! ନିଜ ଟଙ୍କାରେ ପଞ୍ଚାୟତବାସୀଙ୍କ ପାଇଁ ଟ୍ରାକ୍ଟର କିଣିଲେ

ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି More

ସ୍କ୍ରିନ୍‌ ଶେୟାର କରି ଫସିଗଲେ ବ୍ୟାଙ୍କ କର୍ମଚାରୀ, ସାର୍ଟ କିଣିବା ଚକ୍କରରେ ଚାଲିଗଲା...

 ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। More

ହାତୀ କଙ୍କାଳ ଠାବ ଘଟଣା: ୩ ଗିରଫ, ୩ ସସପେଣ୍ଡ

ହାତୀ କଙ୍କାଳ ଠାବ ଘଟଣାରେ ୩ ଗିରଫ ହୋଇଥିବାବେଳେ ୩ ସସପେଣ୍ଡ ହୋଇଛନ୍ତି । More

OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି । More

Daily Horoscope 26th June 2022: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳିପାରେ

ସୌର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

କେଉଁଠି ନିର୍ମାଣ ହେଉଛି ସବୁଠୁ ଉଚ୍ଚ ରଥ ? ଉତ୍ତର ରଖିଲେ ଗଜପତି ଦିବ୍ୟସିଂହ ଦେବ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା । More

ନିୟମ କାନୁନ ମାନିବାକୁ ନାରାଜ ସରକାର ! ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି । More

ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ତଦନ୍ତ ପାଇଁ ପହଞ୍ଚିଲା ପୋଲିସ

କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି । More

୨ ଦିନ ପ୍ରବଳ ବର୍ଷିବ ! ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ଆଜି ବର୍ଷା ସମ୍ଭାବନା ରହିଛି। More

ରାଇମୋହନଙ୍କ ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ !

ଆତ୍ମହତ୍ୟାର କାରଣ ଖୋଜା ଭିତରେ ଆସିଛି ତାଙ୍କ ପାରିପାରିକ ଜୀବନର କିଛି ଗହନ କଥା।  More

ଦେଶୀ ମଣିଷଙ୍କ ଦେଶୀ ଯୁଗାଡ୍: ବାଉଁଶ ପାଇପ୍‌ରେ ଝରଣାରୁ ଗାଁକୁ ଆସୁଛି ପାଣି

ଏହି ବାଉଁଶ ପାଇପ ବ୍ୟବସ୍ଥାକୁ ଆପଣ ବାହାବା କହିପାରନ୍ତି, ହେଲେ ଏହା ବ୍ୟବସ୍ଥା ଗାଲରେ ଯେ ଏକ ଶକ୍ତ ଚାପୁଡ଼ା More

ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍‌ମେଟ୍‌ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ... More

ସୁସ୍ଥ ହୋଇ ମେଡିକାଲ୍‌ରୁ ଘରକୁ ଫେରିଲା ମୃତ୍ୟୁଜୟୀ ରାହୁଲ୍

ସୁସ୍ଥ ହୋଇ ଘରକୁ ଫେରିଲା ଛତିଶଗଡ଼ ପିହରିଡ୍ର ମୃତ୍ୟୁଜୟୀ ବାଳକ ରାହୁଲ୍ । ହସ୍ପିଟାଲ୍‌ଠୁ ଗାଁ ସବୁଠି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ସବୁଠି ଖେଳିଲା ଖୁସି... More

ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିଲା ଦୁର୍ଦ୍ଦାନ୍ତ ନିଶା ମାଫିଆ

ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଥିବା ସୂଚନା... More