/odishatv-khabar/media/media_files/2025/12/21/parachute-systems-2025-12-21-12-44-32.jpg)
Parachute Systems Photograph: (OTV)
ଆଉପାଦେ ଆଗେଇଲା ଭାରତର ମାନବ ମହାକାଶ ଯାନ ମିଶନ୍ ଗଗନଯାନ ଅଭିଯାନ । ମିଶନ୍ ପାଇଁ ପାରାଚ୍ୟୁଟ୍ ର ସଫଳ ପରୀକ୍ଷଣ କଲା ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଗତକାଲି ଚଣ୍ଡିଗଡ଼ରେ ଡ୍ରୋଗ୍ ପାରାସୁଟର ସଫଳ ପରୀକ୍ଷଣ କରାଯାଇଛି।
ଗଗନଯାନ କ୍ରୁ ମଡ୍ୟୁଲ୍ ପାଇଁ ଏହା ଏହି ଡ୍ରୋଗ୍ ପାରାଚ୍ୟୁଟକୁ ବିକଶିତ କରାଯାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା ଅନୁସାରେ, ଏହି ପରୀକ୍ଷଣ ଡ୍ରୋଗ୍ ପାରାଚ୍ୟୁଟର କାର୍ଯ୍ୟଦକ୍ଷତା ଓ ବିଶ୍ବସନୀୟତାକୁ ସୁଦୃଢ କରିଛି । ଗଗନଯାନ ମିଶନ୍ ପାଇଁ ପାରାଚ୍ୟୁଟ୍ ସିଷ୍ଟମ୍ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
• ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ
• ଗଗନଯାନ ପାଇଁ ପାରାଚ୍ୟୁଟ୍ ର ସଫଳ ପରୀକ୍ଷଣ
• ଗଗନଯାନ କ୍ରୁ ମଡ୍ୟୁଲ୍ ପାଇଁ ଡ୍ରୋଗ୍ ପାରାଚ୍ୟୁଟ୍ ବିକଶିତ
• ଡ୍ରୋଗ୍ ପାରାଚ୍ୟୁଟର କାର୍ଯ୍ୟଦକ୍ଷତା ଓ ବିଶ୍ବସନୀୟତା ନିଶ୍ଚିତ ହେଲା
• ଗଗନଯାନ ମିଶନ୍ ପାଇଁ ପାରାଚ୍ୟୁଟ୍ ସିଷ୍ଟମର ଯୋଗ୍ୟତା ଅର୍ଜନ
Fake Paneer Factory Busted: ଖାଦ୍ୟ ନାଁରେ ବିଷ, ୪୫୦ କେଜି ନକଲି ପନିର ଜବତ, ଫ୍ୟାକ୍ଟିର ଲାଇସେନ୍ସ ବାତିଲ୍

Gunmen Open Fire: ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଆଉ ୧୦ ଗୁରୁତର

Minor Allegedly Gang-Raped: ରାଜଧାନୀରେ ଅମାନବୀୟ ଘଟଣା, ପୁଣି ନାବାଳିକାଙ୍କୁ ଗଣଦୁଷ୍କର୍ମ

World Meditation Day: ଆଜି ବିଶ୍ବ ଧ୍ୟାନ ଦିବସ, ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)