/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754406358.jpg)
ବିଦା ହେବେ ଅପାରଗ ବାବୁ
ସରକାରୀଅଫିସରୁବିଦାହେବେଅପରାଗବାବୁ। ନିୟମଅନୁଯାୟୀକାମକରୁନଥିଲେଦିଆଯିବବାଧ୍ୟତାମୂଳକଅବସର। ବିଭିନ୍ନସରକାରୀଅଫିସରେଥିବାଏଭଳିକାମଚୋର୍ଅଧିକାରୀଓକର୍ମଚାରୀଙ୍କକାର୍ଯ୍ୟରତଥ୍ୟମାଗିଲେମୁଖ୍ୟଶାସନସଚିବ। ୭ତାରିଖସୁଦ୍ଧାରିପୋର୍ଟଦେବାକୁସବୁବିଭାଗକୁହୋଇଛିକଡ଼ାନିର୍ଦ୍ଦେଶ।ଯାହାକିନିର୍ଦ୍ଦିଷ୍ଟଫର୍ମାଟରେମଗାଯାଇଛି।ସୂଚନାଅନୁସାରେ- କେଉଁବିଭାଗରେକେତେଅଧିକାରୀଙ୍କବିରୋଧରେଶୃଙ୍ଖଳାଗତକାର୍ଯ୍ୟାନୁଷ୍ଠାନବିଚାରଧୀନରହିଛି ? ମାସକରେକେଉଁକର୍ମଚାରୀକେତେଦିନକାମକରୁଛନ୍ତି ? କେତେଅଧିକାରୀକେତେଥରଫିଲ୍ଡଭିଜିଟ୍କରିଛନ୍ତି ? କାମକରୁନଥିବାକେତେଅଧିକାରୀଙ୍କୁବାଧ୍ୟତାମୂଳକଅବସରଦେବାକୁପ୍ରକ୍ରିୟାଆରମ୍ଭହୋଇଛି ? କେଉଁବିଭାଗରେକେତେପଦବୀଖାଲିଅଛି ? ଅଧିକାରୀଙ୍କଦକ୍ଷତାବିକାଶପାଇଁକଣପଦକ୍ଷେପନିଆଯାଇଛିଓକେତେଅଧିକାରୀଏଆଇଫ୍ରିକ୍ଲାସଦ୍ୱାରାଟ୍ରେନିଂନେଇଛନ୍ତି ? ଏନେଇମଧ୍ୟବିସ୍ତୁତତଥ୍ୟମାଗିଛନ୍ତିଚିଫ୍ସେକ୍ରେଟାରୀ।
ଅପାରଗକର୍ମଚାରୀଙ୍କୁବିଦାକରିବାକୁଗତଜୁଲାଇ୧୫ରେସଚିବସ୍ତରୀୟବୈଠକ ବେଳେହୋଇଥିଲାଗୁରୁତ୍ବପୂର୍ଣ୍ଣଆଲୋଚନା।ମୁଖ୍ୟଶାସନସଚିବମନୋଜଆହୁଜାଏନେଇକଠୋରଆଭିମୁଖ୍ୟପୋଷଣକରିଥିଲେ।ସାଧାରଣପ୍ରଶାସନବିଭାଗର୨୦୧୯ସେପ୍ଟେମ୍ବର୨୪ରସର୍କୁଲାରଅନୁଯାୟୀ, ଅପାରଗଅଧିକାରୀମାନଙ୍କୁଚାକିରିରୁବାଧ୍ୟତାମୂଳକଅବସରଦେବାକୁସ୍ପଷ୍ଟଭାବେଶୁଣାଇଥିଲେମୁଖ୍ୟଶାସନସଚିବ।ଏମିତିକିଯେଉଁଅଧିକାରୀଙ୍କବିରୋଧରେଶୃଙ୍ଖଳାଗତକାର୍ଯ୍ୟାନୁଷ୍ଠାନବିଚାରାଧୀନରହିଛିତାରତଥ୍ୟ HRMS ୱେବସାଇଟରେଦାଖଲକରିବାସହଏହାରନିୟମିତସମୀକ୍ଷାକରିଫୈସଲାକରିବାକୁବିକହିଥିଲେ।
ଏହାପୂର୍ବରୁସେପ୍ଟେମ୍ବର୨୭ରେଜିଲ୍ଲାପାଳସମ୍ମିଳନୀରେଏନେଇବିରୋକଠୋକ୍ଶୁଣାଇଥିଲେମୁଖ୍ୟମନ୍ତ୍ରୀମୋହନମାଝୀ।ସେକାଳପଖାଳଆଉନାହିଁ, ତେଣୁଅପରାଗଅଧିକାରୀନିଜମାନସିକତାପରିବର୍ତ୍ତନପାଇଁସେତେବେଳେଆହ୍ୱାନଦେଇଥିଲେସିଏମ୍।ଅପାରଗକର୍ମଚାରୀଙ୍କବିରୋଧରେତଥ୍ୟଅସିବାପରେକେତେଜଣଙ୍କବିରୋଧରେକିକାର୍ଯ୍ୟାନୁଷ୍ଠାନନେଉଛନ୍ତିରାଜ୍ୟସରକାର ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)