Advertisment

Uttarakhand Landslides: ଦେବଭୂମିରେ ସବୁ ଛାରଖାର, ମାଟିତଳୁ ଚାଲିଛି ଜୀବନ ଖୋଜା

ଦେବଭୂମିରେ ୩୪ ସେକେଣ୍ଡରେ ସବୁ ଛାରଖାର। ବାଦଲଫଟା ବର୍ଷାରେ ପାହାଡରୁ ଖସିଲା ମହାପ୍ରଳୟ। ଜଳପ୍ରଳୟରେ ଧୋଇଗଲା ଗାଁ, ଘର ଓ ମାର୍କେଟ...

author-image
Kausik Mohapatra
ପାହାଡ଼ରୁ ମାଡ଼ି ଆସିଲା ପ୍ରଳୟ

ପାହାଡ଼ରୁ ମାଡ଼ି ଆସିଲା ପ୍ରଳୟ

ପାହାଡରୁଖସିଲାମହାବିପତ୍ତି।ବାଦଲଫଟାବର୍ଷାରେମାଡ଼ିଆସିଲାପ୍ରଳୟ।ସୁନାମୀଭଳିପାଣିସୁଅଧୋଇନେଲାଗାଁଗଣ୍ଡା, ସହରବଜାର, ରାସ୍ତାଘାଟ, ହୋଟେଲ୍ସବୁକୁଆଡ଼େଭାସିଗଲା।ଦେବଭୂମିଉତ୍ତରାଖଣ୍ଡରେଏମିତିପ୍ରଳୟରଚିଛିବାଦଲଫଟାବର୍ଷା।ମାତ୍ର୩୪ସେକେଣ୍ଡରେସବୁକିଛିଛାରଖାରହୋଇଗଲା।ବହୁଲୋକଙ୍କରମୃତ୍ୟୁଆଶଙ୍କାକରାଯାଉଥିବାବେଳେଅନେକନିଖୋଜଅଛନ୍ତି।ଘଟଣାସ୍ଥଳରେପହଞ୍ଚିଯୁଦ୍ଧକାଳୀନଭିତ୍ତିରେଚାଲିଛିରେସକ୍ୟୁଅପରେସନ୍।ମାଟିତଳୁଜୀବନଖୋଜାଚାଲିଛି।ବର୍ତ୍ତମାନକ୍ଷୟକ୍ଷତିଆକଳନକରିବାଏକପ୍ରକାରମୁସ୍କିଲ୍।ଏନେଇ ଉତ୍ତରାଖଣ୍ଡମୁଖ୍ୟମନ୍ତ୍ରୀଙ୍କସହକଥାହୋଇଛନ୍ତିପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦି।

Advertisment

ଦେବଭୂମିରେପ୍ରକୃତିରତାଣ୍ଡବ।ଉତ୍ତରାଖଣ୍ଡରେମହାପ୍ରଳୟ।ବାଦଲଫଟାବର୍ଷାରେଭୟଙ୍କରବିପର୍ଯ୍ୟୟ।ପାହାଡ଼ରୁଖସିଲାବିପତ୍ତି।କିଛିସେକେଣ୍ଡଭିତରେସବୁକିଛିଛାରଖାର କରି ବରବାଦ କରିଦେଇଛି।ସୋସିଆଲ୍ମିଡିଆରେଭାଇରାଲ୍ହେଉଥିବାଗୋଟିଏଗୋଟିଏଭିଡିଓଅତିଭୟଙ୍କରହୃଦୟବିଦାରକ।ଉତ୍ତରାଖଣ୍ଡରେବାଦଲଫଟାବର୍ଷାପରେମାଡ଼ିଆସିଥିଲାବନ୍ୟା।ବିଜୁଳିବେଗରେପାହାଡ଼ରୁବହିଆସିଥିଲାପାଣି, କାଦୁଅପଥରରପ୍ରଖରସ୍ରୋତ।ସାମ୍ନାରେଯାହାପଡ଼ିଲାସାଙ୍ଗରେନେଇଚାଲିଗଲା।ଧୋଇଦେଲାବାସ, ଉଜାଡିଦେଲାବସତି।ଘରଦ୍ବାର,ରାସ୍ତାଘାଟ, ମନ୍ଦିର, ମାର୍କେଟସବୁକୁଆଡ଼େଭାସିଗଲା।ହଜିଗଲାଗାଁଗଣ୍ଡା, ତାସଘରଭଳିଭୁଶୁଡ଼ିଲାବିଲଡିଂ।ଭାସିଗଲାବଡ଼ବଡ଼ହୋଟେଲ୍, ଗାଡ଼ିମୋଟର।ଖାଲିଶୁଭୁଥିଲାଲୋକଙ୍କରଚିତ୍କାର।ଜୀବନବଞ୍ଚାଇବାକୁଧାଁଦଉଡ଼ ଭିତରେକିଏଭାସିଗଲାକିଏପାଣିକାଦୁଅରେପୋତିହୋଇଗଲା।ଚାରିଆଡ଼େହାହାକାର, ପ୍ରଳୟରକ୍ଷତଚିହ୍ନ।ଉତ୍ତରକାଶୀରକ୍ଷୀରଗଙ୍ଗାନଦୀଅବବାହିକାରେଏମିତିଧ୍ବଂସଲୀଳାରଚିଛିବାଦଲଫଟାବର୍ଷା, ବନ୍ୟାପରବର୍ତ୍ତୀଭୂସ୍ଖଳନ।ବ୍ୟାପକଧନଜୀବନନଷ୍ଟହୋଇଛି।ବହୁପ୍ରାଚୀନକଳ୍ପକେଦାରମନ୍ଦିରମଧ୍ୟପୋତିହୋଇଯାଇଛି।

ବନ୍ୟାଭୂସ୍ଖଳନରେପୂରାଧୋଇଯାଇଛିଉତ୍ତରାଖଣ୍ଡରଧରାଲିଅଞ୍ଚଳ।ଅନେକଗାଁରଚିହ୍ନବର୍ଣ୍ଣନାହିଁ।ରାସ୍ତାଘାଟ, ନଦୀନାଳସବୁଏକାକାର।ଚାରିଆଡ଼େଖାଲିପାଣିକାଦୁଅରବହଳବହଳଆସ୍ତରଣ।ପାଦଚଲାରାସ୍ତାବିନାହିଁ।କେଉଁଠିରାସ୍ତାଥିଲା, କେଉଁଠିଥିଲାଘରକିଛିଜଣାପଡୁନି।ବନ୍ୟାରପ୍ରଖରସ୍ରୋତରୁଯେଉଁଘରସବୁରହିଯାଇଛିସେସବୁରଅବସ୍ଥାଦୁର୍ବିସହହୋଇଛି।କେଉଁଠିଛାତଲେବୁଲରେପାଣିକାଦୁଅକେଉଁଠିଘରକୁପ୍ରବେଶପାଇଁବାଟନାହିଁ।ବିପର୍ଯ୍ୟୟପୂର୍ବପରରଦୁଇଟିକଥା ତ ନ କହିବା ଭଲ।କ୍ଷୀରଗଙ୍ଗାନଦୀରଉଭୟପାର୍ଶ୍ବରେଥିଲାଗାଁ, ବଡ଼ବଡ଼ଘର, ଲଜହୋଟେଲ।ବିଭୀଷିକାପରେ ଘରଦ୍ବାର, ହୋଟେଲ୍ହୋମ୍ଷ୍ଟେସବୁଧୋଇଯାଇଛି।ଏତିମିଥିଲା ଦେବଭୂମିର ଧ୍ୱଂସଲୀଳା।ମାତ୍ର୩୪ସେକେଣ୍ଡରେସବୁକିଛିଉଜାଡିଦେଲାବନ୍ୟା।୨୦ରୁ୨୫ହୋଟେଲଧୋଇଯାଇଥିବାକୁହାଯାଉଛି।ଯୁଦ୍ଧକାଳୀନଭିତ୍ତିରେଘଟଣାସ୍ଥଳରେଚାଲିଛିରେସକ୍ୟୁଅପରେସନ୍।ଧ୍ବଂସାବଶେଷତଳୁଜୀବନଖୋଜାଚାଲିଛି।ମାଟିକାଦୁଅଭିତରୁକିଛିଲୋକଙ୍କୁଉଦ୍ଧାରକରାଯାଉଛି।ଉଦ୍ଧାରକାର୍ଯ୍ୟରେନିୟୋଜିତହୋଇଛିସେନାସମେତଆଇଟିବିପି, ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମବାହିନୀସ୍ଥାନୀୟପୋଲିସ।ବର୍ଷାସହରାସ୍ତାଘାଟଧୋଇଯାଇଥିବାରୁରେସକ୍ୟୁଅପେରସନରେସମସ୍ୟାହେଉଛି।ଶତାଧିକଲୋକଙ୍କରମୃତ୍ୟୁଆଶଙ୍କାକରାଯାଉଛି।ଆଗକୁମୃତ୍ୟୁସଂଖ୍ୟାଆହୁରିଅଧିକବଢ଼ିପାରେ।ବ୍ୟାପକକ୍ଷୟକ୍ଷତିହୋଇଛି।ଉତ୍ତରାଖଣ୍ଡମୁଖ୍ୟମନ୍ତ୍ରୀପୁଷ୍କରସିଂହଧାମିଙ୍କସହକଥାହୋଇଛନ୍ତିପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିକେନ୍ଦ୍ରଗୃହମନ୍ତ୍ରୀଅମିତଶାହ।

Advertisment

ମୌସୁମୀରେଲଗାଣବର୍ଷାବିଭିନ୍ନରାଜ୍ୟରେଭୟଙ୍କରବିଭୀଷିକାଆଣିଛି।ଉତ୍ତରପ୍ରଦେଶରେବନ୍ୟାସଙ୍ଗମନଗରୀପ୍ରୟାଗରାଜରେଧନଜୀବନକୁକଲବଲକରିଛି।ପ୍ରୟାଗରାଜଆଖପାଖରବିଭିନ୍ନଅଞ୍ଚଳକୁବୁଡ଼ାଇଛିଗଙ୍ଗାଯମୁନାନଦୀରେବଢି।ପ୍ରଭାବିତହୋଇଛନ୍ତିଲକ୍ଷଲୋକ।୬୦ହଜାରରୁଅଧିକବେଘରହୋଇଛନ୍ତି।ତାରିଖଯାଏପ୍ରୟାଗରାଜରେସମସ୍ତସ୍କୁଲକୁବନ୍ଦଘୋଷଣାକରାଯାଇଛି।ଆକାଶମାର୍ଗରୁବନ୍ୟାସ୍ଥିତିସମୀକ୍ଷାକରିଛନ୍ତିଉତ୍ତରପ୍ରଦେଶମୁଖ୍ୟମନ୍ତ୍ରୀଯୋଗୀଆଦିତ୍ୟନାଥ।

Amit Shah PM Narendra Modi Uttarakhand Landslides Pushkar Singh Dhami
Advertisment
Related Articles
Advertisment