/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754386466.jpg)
ସାଇଲେନ୍ସର ଉପରେ ଚଢ଼ିଲା ରୋଲର
ସହରସାରାବୁଲିଶବ୍ଦକରୁଥିଲେ,ପୋଲିସ୍ ନେଲା ବଡ଼ଆକ୍ସନ୍।ମୋଡିଫାଏଡ୍ସାଇଲେନ୍ସରକୁଜବତକରିରୋଡ୍ରୋଲର୍ଚଢ଼ାଇଲା।ଏଭଳିକିଛିଘଟଣାଘଟିଛିଭଦ୍ରକ ଜିଲ୍ଲାରେ।ଗଲାମାସେଧରିସ୍ୱତନ୍ତ୍ରଡ୍ରାଇଭ୍କରିବିକଟାଳଶବ୍ଦସୃଷ୍ଟିକରୁଥିବାବୁଲେଟରସାଇଲେନ୍ସର ଜବତ୍ହୋଇଥିଲା।୨୫୦ରୁଅଧିକମୋଡିଫାଏଡ୍ସାଇଲେନ୍ସରଜବତକରି୧୦ହଜାରଟଙ୍କାଫାଇନ୍ବିଲଗାଇଛି।
Advertisment
ପରେସବୁସାଇଲେନସରକୁଆଣିରୋଡ୍ରୋଲର୍ଚଢ଼ାଇଉଦାହରଣସୃଷ୍ଟିକରିଛି ପୋଲିସ। ବିକଟାଳଶବ୍ଦକରିବୁଲୁଥିଲେ, ମାଡ଼ିବସିଲାପୋଲିସ୍। ସିଜ୍କଲାବିକଟାଳଶବ୍ଦକରୁଥିବାସାଇଲେନସର୍। ୨୫୦ରୁଅଧିକମୋଡିଫାଏଡ୍ସାଇଲେନସର୍ଜବତ। ରୋଡ୍ରୋଲର୍ଚଢ଼ାଇନଷ୍ଟକଲାପୋଲିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)