/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754381985.jpg)
ହିଡେନ୍ କ୍ୟାମେରା ବିପଦ
ଜଣେପରେଜଣେଶ୍ରୀମନ୍ଦିରଭିତରକୁହିଡେନକ୍ୟାମେରାନେଇଯିବାକୁଉଦ୍ୟମକରିବାଘଟଣାଏବେସାମ୍ନାକୁଆସୁଛି।ଗତକାଲି(ସୋମବାର)ଗୁଜରାଟରଜଣେଯୁବକଧରାପଡ଼ିଥିବାବେଳେଆଜି (ମଙ୍ଗଳବାର)ପଶ୍ଚିମବଙ୍ଗରଜଣେଯୁବକଧରାପଡ଼ିଛନ୍ତି।ଶ୍ରୀମନ୍ଦିରରପଶ୍ଚିମଦ୍ବାରପଟେହିଡେନକ୍ୟାମେରାଯୁକ୍ତଚଷମାପିନ୍ଧିପ୍ରବେଶକରୁଥିବାବେଳେପୋଲିସତାଙ୍କୁଅଟକରଖିଥିଲା।
ସଂପୃକ୍ତଯୁବକହେଲେପ୍ରତିଶପାଲ।ତାଙ୍କଘରପଶ୍ଚିମବର୍ଦ୍ଧମାନଅଞ୍ଚଳରେ।ଯୁବକଙ୍କୁଥାନାରେଅଟକରଖିରେକର୍ଡଭିଡିଓଯାଂଚସହଚଷମାଜବତକରାଯାଇଛି।ଗତକାଲିଶ୍ରୀମନ୍ଦିରକୁସ୍ପାଏକ୍ୟାମେରାଧରିପଶିବାକୁଉଦ୍ୟମକରିବାବେଳେଗୁଜରାଟରବିପୁଲପଟେଲନାମକଜଣେଶ୍ରଦ୍ଧାଳୁଧରାପଡ଼ିଥିଲେ।ତାଙ୍କୁଥାନାରେଅଟକରଖିପଚରାଉଚରାକରାଯାଇଛି।
କିଛିଦିନତଳେପୁରୀ ଗଜପତି ନଗରର ଅଭିସିତ୍ କର ସ୍ପାଏ୍କ୍ୟାମେରାନେଇଶ୍ରୀମନ୍ଦିରଭିରରକୁଯାଇଥିବାବେଳେସଶସ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ଧରାପଡିଥିଲେ।
ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେଇ ଭିତର ବେଢାର ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ରହିଛି । ASI କିଭଳି ଭିତର ବେଢାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲା ସେନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ASI କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିରରେହିଡେନ୍କ୍ୟାମେରାକୁନେଇଆଇନ୍ମନ୍ତ୍ରୀଙ୍କପ୍ରତିକ୍ରିୟା।ଆଇନ ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରଭିତରେଯିଏ ଫଟୋଉଠାଇବାକୁଚେଷ୍ଟାକରିବତାକୁ ଦଣ୍ଡିତକରାଯିବ।ମନ୍ଦିରଭିତରଫଟୋଉଠାଇଲେମିଳିବକଠୋରଦଣ୍ଡ।ଶ୍ରୀମନ୍ଦିରଭିତରେସ୍ପାଏକ୍ୟାମେରାଘଟଣାକୁଗମ୍ଭୀରତାରସହବିଚାରକରୁଛୁକହିଲେଆଇନମନ୍ତ୍ରୀ।ଏହାଜାଣିବାବିକଷ୍ଟ, କେବଳଫଟୋଉଠାଇବାବେଳେଜାଣିହେବ।ତାକୁକିଭଳିଭାବେକଠୋରତାରସହଚେକିଂହେବସେନେଇବିଚାରଚାଲିଛି।ଚଞ୍ଚକତାକରିଶ୍ରୀମନ୍ଦିରଫଟୋଉଠାଇବାକୁଚେଷ୍ଟାକଲେଦଣ୍ଡିତହେବେବୋଲିକହିଛନ୍ତିଆଇନମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)