/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754407015.jpg)
ଘୋଷଣା ହୋଇନି ମାରପିଟ୍ ଆରମ୍ଭ
ସଙ୍କେତଦେଖିସରଗରମକ୍ୟାମ୍ପସପଲିଟିକ୍ସ। ଛାତ୍ରସଂସଦନିର୍ବାଚନତାରିଖଘୋଷଣାନହେଉଣୁକ୍ଷେତ୍ରପ୍ରସ୍ତୁତିରେମାତିଲେଣିଛାତ୍ରସଂଗଠନ। ଉଚ୍ଚଶିକ୍ଷାନୁଷ୍ଠାନକୁନୂଆବ୍ୟାଚ୍ଆସୁଆସୁଏବିଭିପିଓବିଜୁଛାତ୍ରଜନତାଦଳଖୋଲିଦେଲେଣିନିଜନିଜରହେଲ୍ପଡେସ୍କ।ନବାଗତଭୋଟରଙ୍କୁନିଜଆଡ଼କୁଆକର୍ଷିତକରିବାକୁଚାଲିଲାଣିଛକାପଞ୍ଛା।ଯେହେତୁଆଡମିଶନପ୍ରକ୍ରିୟାଏକପ୍ରକାରଶେଷପର୍ଯ୍ୟାୟରେ, ତେଣୁକିଭଳିଜୋରଦାରତୟାରିରେବିଭିନ୍ନଷ୍ଟୁଡେଣ୍ଟୟୁନିୟନ, ବ୍ୟାନରଓପୋଷ୍ଟରରୁସେଚିତ୍ରବିସାମ୍ନାକୁଆସିଲାଣି।ବିଶ୍ବବିଦ୍ୟାଳୟରୁକଲେଜଯାଏଁ, ସବୁଠିଅନୁଭୂତହେଲାଣିଛାତ୍ରରାଜନୀତିରତାତି।
୨୦୧୭ମସିହାରେଶେଷଥରପାଇଁହୋଇଥିଲାରାଜ୍ୟରେକଲେଜଭୋଟ୍।୨୦୧୮ରେତତ୍କାଳୀନବିଜେଡିସରକାରସମୟରୁଏହାବନ୍ଦରହିଛି, ହେଲେମୋହନସରକାରକ୍ଷମତାକୁଆସିବାପରେପୁଣିଛାତ୍ରସଂସଦନିର୍ବାଚନକରିବାକୁପ୍ରତିଶ୍ରୁତିଦେଇଛନ୍ତି।ଅନ୍ୟପଟେ ସମୟନିକଟହେଉଥିବାଜାଣିକ୍ୟାଂପସରେସକ୍ରିୟଆଶାୟୀପ୍ରାର୍ଥୀଓଛାତ୍ରସଂଗଠନ।ଛାତ୍ରବିଜେଡିଓଛାତ୍ରକଂଗ୍ରେସଏଥରଏଫ୍ଏମ୍ଘଟଣାସହଛାତ୍ରୀସୁରକ୍ଷାକୁମୁଖ୍ୟମୁଦ୍ଦାକରୁଥିବାବେଳେଏବିଭିପିମଧ୍ୟଟାଣୁଆମୁଦ୍ଦାକୁଧରିମଇଦାନକୁଓହ୍ଲାଇବାକୁଯୋଜନାରଖିଛି।ଛାତ୍ରଛାତ୍ରୀବିଦୀର୍ଘବର୍ଷପରେକଲେଜନିର୍ବାଚନରେସେମାନଙ୍କଭାଗିଦାରିକୁନେଇଉତ୍କଣ୍ଠାରେ।
ଗୋଟିଏପଟେଏଥରଛାତ୍ରସଂସଦନିର୍ବାଚନସମ୍ଭାବନାକୁଦେଖିଷ୍ଟୁଡେଣ୍ଟପଲିଟିକ୍ସଗରମହେଉଥିବାବେଳେକିଛିକିଛିସ୍ଥାନରେଅଶାନ୍ତିରବାତାବରଣବିଦେଖାଦେଲାଣି।ସଦ୍ୟତମଘଟଣାକ୍ରମେଜଗତସିଂହପୁରଏସ୍ଭିଏମ୍କଲେଜରେଗତକାଲିଦୁଇଛାତ୍ରଗୋଷ୍ଠୀମଧ୍ୟରେସଂଘର୍ଷଘଟିରକ୍ତରଞ୍ଜିତହୋଇଛିସେଠିକାରକ୍ୟାମ୍ପସ। ଗଣ୍ଡଗୋଳରେଏକାଧିକଛାତ୍ରଆହତହୋଇଛନ୍ତି।କଲେଜରେଧାରଣାସାଙ୍ଗକୁଉତ୍ତେଜନାଲାଗିରହିଛି।ତେଣୁଏଭଳିସ୍ଥଳେଯଦିଛାତ୍ରସଂସଦନିର୍ବାଚନହୁଏ, ତେବେତାକୁଶୃଙ୍ଖଳିତପରିଚାଳନାକରିବାସ୍ଥାନୀୟପ୍ରଶାସନଓକଲେଜକର୍ତ୍ତୃପକ୍ଷଙ୍କପାଇଁବଡ଼ଚାଲେଞ୍ଜହେବ।ଯେହେତୁଏଥରଏବିଭିପି, ଛାତ୍ରବିଜେଡିଓଛାତ୍ରକଂଗ୍ରେସ ସମସ୍ତେପରସ୍ପରକୁଟକ୍କରଦେବାସ୍ଥିତିରେଅଛନ୍ତିଏବଂଲଢେଇପାଇଁନିଜନିଜପ୍ରାର୍ଥୀଚୟନରେଲାଗିଲେଣି, ତେଣୁ୮ବର୍ଷପରେକଲେଜପଲିଟିକ୍ସଉଠିବପଡ଼ିବବୋଲିଅନୁଭବହେଲାଣି। ଅପେକ୍ଷାଉଚ୍ଚଶିକ୍ଷାବିଭାଗକେବେଆନୁଷ୍ଠାନିକଭାବେକଲେଜଇଲେକ୍ସନତାରିଖଘୋଷଣାକରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)