Advertisment

ଦିଲ୍ଲୀରେ ହେବ ବଡ଼ ଆଲୋଚନା, ହେବ କି ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ଆଲୋଚନା।

author-image
Kausik Mohapatra
ଦିଲ୍ଲୀରେ ହେବ ବଡ଼ ଆଲୋଚନା

ଦିଲ୍ଲୀରେ ହେବ ବଡ଼ ଆଲୋଚନା

ତିନିଦିନିଆଦିଲ୍ଲୀଗସ୍ତରେଯିବେମୁଖ୍ୟମନ୍ତ୍ରୀମୋହନଚରଣମାଝୀତାଙ୍କସହରାଜ୍ୟସଭାପତିମଧ୍ୟଦିଲ୍ଲୀଗସ୍ତରେଯିବେ।ମୁଖ୍ୟମନ୍ତ୍ରୀଙ୍କରଅନେକଗୁରୁତ୍ତ୍ୱପୂର୍ଣ୍ଣକାର୍ଯ୍ୟକ୍ରମରହିଛି।

Advertisment

ଏହିଅବସରରେଦଳୀୟସରକାରୀକାର୍ଯ୍ୟକ୍ରମରେମୁଖ୍ୟମନ୍ତ୍ରୀଭାଗନେବେକେନ୍ଦ୍ରୀୟନେତୃତ୍ବଙ୍କୁଭେଟିପାରନ୍ତିମୁଖ୍ୟମନ୍ତ୍ରୀ।ସେହିପରିରାଜ୍ୟସଭାପତିମଧ୍ୟକେନ୍ଦ୍ରନେତୃତ୍ୱଙ୍କୁଭେଟିକରିପାରନ୍ତିଆଲୋଚନା।

ରାଜ୍ୟକମିଟିଗଠନ, ବୋର୍ଡନିଗମନିଯୁକ୍ତିନେଇକେନ୍ଦ୍ରନେତୃତ୍ୱଙ୍କସହଆଲୋଚନାହୋଇପାରେ।ସେହିପରିସରକାରରେମନ୍ତ୍ରିମଣ୍ଡଳସଂପ୍ରସାରଣଚର୍ଚ୍ଚାଲାଗିରହିଥିବାବେଳେଏହାରି ଉପରେ ହୋଇପାରେଆଲୋଚନା।

Advertisment

Odisha Manmohan Samal Mohan Charan Majhi Odisha Cabinet Expansion
Advertisment
Related Articles
Advertisment